Daily Archives

ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ କତୁରୁ ଗ୍ରାମରେ ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିବା ଚାଷୀ ପି. ଈଶ୍ୱର ରେଡ୍ଡୀଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ୨୦ହଜାର ଟଙ୍କାର ଆର୍ଥିକ ସାହାୟତା ପ୍ରଦାନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ।…
Read More...

ମା’ ରାମଚଣ୍ଡୀ ମନ୍ଦିର କମିଟି ପକ୍ଷରୁ ବିଶ୍ଵ ଶାନ୍ତି ମହାଯଜ୍ଞରେ ବାଗେଶ୍ୱର ବାବାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ବିବେକ ବିହାର ପଡିଆରେ ଆୟୋଜିତ ନବକୁଣ୍ଡିୟ ବିଶ୍ଵ ଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଯାଇଛି । ପବିତ୍ର ମକର ସଂକ୍ରାନ୍ତି ପର୍ବରେ ଏହି ଯଜ୍ଞ ସମ୍ଭାର ପୂର୍ଣ୍ଣାହୁତି ହୋଇଯାଇଛି । ଉକ୍ତ ବିଶ୍ଵ ଶାନ୍ତି…
Read More...

ନୃସିଂହନାଥରେ ବୁଡ଼ ପକାଇଲେ ବରଗଡ ଧନୁଯାତ୍ରାର କଳାକାରଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ଯାଏ ମହା ଆଡମ୍ବରରେ ପାଳିତ ହୋଇଥିଲା । ବିଶ୍ୱର ସର୍ବ ବୃହତ ମୁକ୍ତ…
Read More...

ଗୁପ୍ତେଶ୍ୱର ଶୈବପୀଠରେ ମକର ସଂକ୍ରାନ୍ତି ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଥିବା ଅନ୍ୟତମ ଶୈବପୀଠ ଗୁପ୍ତେଶ୍ୱର ମନ୍ଦିର । ଆଜି ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ଏହି ଠାରେ ଏକ ହୋମଯଜ୍ଞ ସ୍ଵତନ୍ତ୍ର…
Read More...

କୁଶଙ୍ଗରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜ୍ୟସଭା ସାଂସଦ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର କୁଶଙ୍ଗ ଗାଁରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଭୂମି ପୂଜନ ଅବସରରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ବୃନ୍ଦାବନ ପୁଟେଲଙ୍କ…
Read More...

କୁଶଙ୍ଗରେ ମକର ମିଳନ ଉତ୍ସବ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମାଁ ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ, କୁଶଙ୍ଗ ଆନୁକୂଲ୍ୟରେ ମକର ମିଳନ ଉତ୍ସବ ସ୍ଥାନୀୟ କଳାକାର ସଂଘ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ କଳାକାର ତଥା ଆୟୋଜକ ଅନୁଷ୍ଠାନର ସଭାପତି କରୁଣାକର ବାଗଙ୍କ ସଭାପତିତ୍ୱରେ…
Read More...

ଟିଟିଲାଗଡ଼ ଜଗନ୍ନାଥ ମନ୍ଦିରରେ ୨୦୧ କୁଣ୍ଡିୟ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍ତରାୟଣର ପ୍ରାରମ୍ଭ ଦିବସ ମକର ସଂକ୍ରାନ୍ତିର ଶୁଭ ଅବସରରେ ଶକ୍ତିଧାମ ରାଣୀ ସତି ମନ୍ଦିର ଦ୍ଵାରା ୨୦୧ କୁଣ୍ଡିୟ ବିଶ୍ୱ ଶାନ୍ତି ବୈଦିକ ମହାଯଜ୍ଞ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆପଡ଼ା ଜିଲ୍ଲାର ହରିପୁର…
Read More...

ବାଇକ ଦୁର୍ଘଟଣାରେ ୨ ଗୁରୁତର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଆଦର୍ଶ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସେଠାରେ ଥିବା ବୁଲାଣି ଠାରେ ବାଇକଟି ଏକ ଗଛରେ ପିଟି ହୋଇଥିଲା । ଆହତ ବ୍ୟକ୍ତିମାନେ ହେଲେ ଲୋଇସିଂହା ବ୍ଲକ କଦଳୀପାଲି…
Read More...

ଟିଟିଲାଗଡ଼ ଜଗନ୍ନାଥ ମନ୍ଦିରରେ ୨୦୧ କୁଣ୍ଡିୟ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍ତରାୟଣର ପ୍ରାରମ୍ଭ ଦିବସ ମକର ସଂକ୍ରାନ୍ତିର ଶୁଭ ଅବସରରେ ଶକ୍ତିଧାମ ରାଣୀ ସତି ମନ୍ଦିର ଦ୍ଵାରା ୨୦୧ କୁଣ୍ଡିୟ ବିଶ୍ୱ ଶାନ୍ତି ବୈଦିକ ମହାଯଜ୍ଞ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆପଡ଼ା ଜିଲ୍ଲାର ହରିପୁର…
Read More...

ଶୋକାକୁଳ ପରିବେଶରେ ବିଏସ୍‌ଏଫ୍‌ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଏସ୍‌ଏଫ୍‌ ଯବାନ ଭାସ୍କର ଜଡ଼ାଙ୍କ ମର ଶରୀର ତାଙ୍କ ଜନ୍ମମାଟି ନର୍ଲାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଭାସ୍କର ଜାମ୍ମୁ କାଶ୍ମୀର ଶ୍ରୀନଗର ସୀମା ସୁରକ୍ଷା ବାହିନୀର ୧୬୧ ବାଟାଲିୟନରେ କାର୍ଯ୍ୟ…
Read More...