Yearly Archives

2024

ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ଘଟଣା : ମିଳିଲା ପରିଚୟ

ଦେଓଗାଁ, (ମନୀଷ କୁମାର ସାହୁ) : ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ହତ୍ୟାକାରୀ ରଚିଥିଲେ ଷଡ଼ଯନ୍ତ୍ର, ହେଲେ ବିଲରେ ପଡ଼ିଥିବା ରକ୍ତ ହିିଁ ଖୋଲିଦଲା ଘଟଣାର ରହସ୍ୟ । ହଁ ଆଜ୍ଞା ଆମେ ଦେଓଗାଁ ରେଳ ଷ୍ଟେସନ ନିକଟ ରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ମିଳିବା ଘଟଣା ହିିଁ
Read More...

ଓଡ଼ିଶାରେ ବିବିଏସ୍‌ଏସ୍‌ଏଲ୍

ଭୁବନେଶ୍ୱର, (ପିଆଇବି) : ବହୁରାଜ୍ୟ ସମବାୟ ସମିତି (ଏମ୍‌ଏସ୍‌ସିଏସ୍‌) ଆଇନ, ୨୦୦୨ ଅଧୀନରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବିହନ ସମବାୟ ସମିତି ଲିମିଟେଡ୍ (ବିବିଏସ୍‌ଏସ୍‌ଏଲ୍‌) ଗଠନ କରାଯାଇଛି । ବିବିଏସ୍‌ଏସ୍‌ଏଲ୍‌କୁ ଭାରତୀୟ କୃଷକ ରସାୟନ ସମବାୟ ଲିମିଟେଡ୍ (ଇଫକୋ),
Read More...

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର…

• ଓଡ଼ିଶାରେ ନଦୀ ଜଳମାର୍ଗର ବିକାଶ ପାଇଁ ହୋଇଛି ଦୀର୍ଘମିଆଦୀ ଯୋଜନା - ଧର୍ମେନ୍ଦ୍ର ପ୍ରଧାନ• ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ପାରାଦୀପ ବନ୍ଦରର ହେବ ସାମଗ୍ରିକ ବିକାଶ - ସର୍ବାନନ୍ଦ ସୋନଓ୍ୱାଲ• ପାରାଦୀପ ବନ୍ଦର ହେବ ଅତ୍ୟାଧୁନିକ ବନ୍ଦର, ପୁରୀରେ କ୍ରୁଜ ଟର୍ମିନାଲର ନିର୍ମାଣ, ସାମୁଦ୍ରିକ
Read More...

ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ଚାଲିଥିବା ଗଣଧାରଣାର ସମର୍ଥନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ଗତ ଦୁଇ ଦିନ ଧରି ଚାଲିଥିବା ମିଶନ ଶକ୍ତିର ଜିପିଏଲ୍‌ଏଫ୍‌ ମହିଳା ମାନେ ୧୦ ଦଫା ଦାବୀ ନେଇ ଆନ୍ଦୋଳନରେ ସମର୍ଥନ ଜଣାଇଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରପଞ୍ଚ ତଥା ରାଜ୍ୟ ବିଜେଡି
Read More...

ଶିଶୁ ବିକାଶ କେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୪୦ତମ ବର୍ଷ ପ୍ରତିଷ୍ଠା ଅବସରରେ ପ୍ରାକ୍ଟିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଏକ ସଚେତନ ଓ ଜ୍ଞାନମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ମହୋତ୍ସବରେ ଆଇ.ଆର୍.ଇ.ଏଲ୍. ନାଟକ ପାଇଁ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ମହୋତ୍ସବ ଅବସରରେ ଛତ୍ରପୁର ଠାରେ ଅବସ୍ଥାପିତ ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ନାଟକ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ମାନପତ୍ର ସହ ପୁରସ୍କୃତ ହୋଇଛି । ଜାତୀୟ ଖଣି ସୁରକ୍ଷା ସପ୍ତାହ ପାଳନ
Read More...

ଡିସେମ୍ବର୧୫ରେ ନିର୍ଝରିଣୀର ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀର ତ୍ରୟୋଦଶ ରାଜ୍ୟସ୍ତରୀୟ ସାରସ୍ଵତ ସମାବେଶ ଚଳିତ ମାସ ୧୫ ତାରିଖରେ ସ୍ଥାନୀୟ ଜି. ଆର. ପେଲେସରେ ଅନୁଷ୍ଠିତ ହେବ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସୂଚନା ଦେଇଛନ୍ତି ଯେ,
Read More...

ଓଡ଼ିଶା ଟୁଡ଼େ ଇଂରାଜୀ ପତ୍ରିକାର ୨୦ତମ ବାର୍ଷିକ ଉତ୍ସବ ସମାରୋହରେ ବେଷ୍ଟ ସରପଞ୍ଚ ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଭୁବେନେଶ୍ୱର ଗୀତ ଗୋବିନ୍ଦ ସଦନ ପରିସରରେ ଓଡିଶା ଟୁଡ଼େ ଇଂରାଜୀ ପତ୍ରିକାର ୨୦ତମ ବାର୍ଷିକ ଉତ୍ସବରେ ରାଜ୍ୟର ବେଷ୍ଟ ସରପଞ୍ଚ ଭାବେ ସମ୍ବର୍ଦ୍ଧିତ ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ଯୋଶୀ । ଏଥିରେ ରାଜ୍ୟର
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଅଧିକାର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାମଜୀ ଯୁବକ ସଂଘ ତଥା ସୁଶ୍ରୀ ନର୍ସିଂ କଲେଜର ମିଳିତ ସହଯୋଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ଦୌରା ଜର୍ଜ ଡ. ପବିତ୍ର ମୋହନ ସାମଲ,
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍ ବେଚର ବାର୍ଷିକ ବନ୍ଧୁମିଳନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜାଖମନ ସ୍ଥିତ କଦଳୀମୁଣ୍ଡା ଫରେଷ୍ଟ ନର୍ସରିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍ ବେଚର ବାର୍ଷିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍ ବେଚ୍‌ର ବହୁ ପୁରାତନ ଛାତ୍ର ଯୋଗଦେଇଥିବା
Read More...