Yearly Archives

2024

ଓଡିଶା ଜୀବିକା ମିଶନ ତରଫରୁ ନୂଆଁଖାଇ ପର୍ବ ପାଳନ ଅବସରରେ ନୂଆଁଖାଇ ବଜାର : ୨୮ ଲକ୍ଷ ୫୦ ହଜାର ବ୍ୟବସାୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଓଡିଶା ଜୀବିକା ମିଶନ ତରଫରୁ ୨୨ ଗୋଟି ଗ୍ରାମ ପଞ୍ଚାୟତଠାରେ ଏସଏଚଜି ମହିଳାମାନଙ୍କୁ ନେଇ ନୂଆଁଖାଇ ବଜାର ଆୟୋଜିତ କରାଯାଇଥିଲା । ଏଥିରେ ସମସ୍ତ ଅଧିକାଂଶ ଏସ.ଏଚ.ଜି ମହିଳା ସହଯୋଗରେ ପ୍ରାୟ ୨୮ ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ
Read More...

ବାସନ୍ତୀ ପାଠାଗାରର ଗୁରୁଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବାସନ୍ତୀ ପାଠାଗାରରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଫଟୋଚିତ୍ରରେ
Read More...

ଭିଜିଲାନ୍ସ ଜାଲରେ ଗୋପାଳପୁର କଲେଜ ଅଧ୍ୟକ୍ଷ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜଣେ ଛାତ୍ରୀଙ୍କ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କଲେଜ ଅଧ୍ୟକ୍ଷଙ୍କୁ ମାଡି ବସିଛି କଳାହାଣ୍ଡି ଭିଜିଲାନ୍ସ । ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ
Read More...

ମା’ ତାରାତାରିଣୀ ଉନ୍ନୟନ ପରିଷଦ କର୍ମକର୍ତ୍ତାଙ୍କ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିଶ୍ୱବନ୍ଦନୀୟା ସ୍ତନ ପୀଠେ ପୂଜିତା ମା' ତାରାତାରିଣୀଙ୍କ ପବିତ୍ର ଦଶହରା ପର୍ବ ଉପଲକ୍ଷେ ୧୬ ଦିନାତ୍ମକ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେବ, ତା' ସାଂଗକୁ ଏହି ପୀଠ ର ମହତ୍ତ୍ୱ ଯେପରି ଭାରତ ବର୍ଷରେ ଏକ
Read More...

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳନ ସହ ଅଜିତ ଦାସ ସ୍ମୃତି ସମ୍ମାନ ପ୍ରଦାନ

ରାଧାକାନ୍ତ ମହାରଣାଙ୍କୁ ଅଜିତ ଦାସ ସ୍ମୃତି ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ପୁଣ୍ୟ ଭୂମି ଭାରତବର୍ଷରେ ଗୁରୁ ଶିଷ୍ୟର ପରମ୍ପରା ଅତୀବ ପ୍ରାଚୀନ ଏବଂ ମହାନ । ଗୁରୁ ହେଲେ ଅନ୍ତର୍ଦ୍ରଷ୍ଟା । ସେ ଶିଷ୍ୟକୁ ଅଜ୍ଞାନତା ରୂପକ ଅନ୍ଧକାରରୁ ଆଲୋକ ବର୍ତ୍ତୀକା ଦେଖାଇ ଜ୍ଞାନର
Read More...

ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଏବଂ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର
Read More...

ମାଣ୍ଡୋସିଲ୍‌ ସାର୍ବଜନୀନ ଦୁର୍ଗାପୂଜା ପାଇଁ ରାବଣ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ୍‌ ସାର୍ବଜନୀନ ଦୁର୍ଗାପୂଜା ପାଇଁ ରାବଣ ବରଣ ହୋଇଯାଇଛି । ଆସନ୍ତା ଅକ୍ଟୋବର ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାରରେ ଗୋପବନ୍ଧୁ ସାହୁ ରାବଣ ଭୂମିକାରେ ଅଭିନୟ କରିବେ ଏଣୁ ଶନିବାର ସାର୍ବଜନୀନ
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଇରାସିସ…

ବରଗଡ, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ଗୁରୁତ୍ଵ ଦେଉଛନ୍ତି । ଶିକ୍ଷା ଓ ସ୍ଵାସ୍ଥ୍ୟ ସୁଦୃଢ ହେଲେ ରାଜ୍ୟ ତଥା ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ । ତେବେ ସାଂପ୍ରତିକ ପରିସ୍ଥିତିରେ ବହୁଳ ମାତ୍ରାରେ ଡାକ୍ତରଖାନା ଗଢି
Read More...

ଗଣପର୍ବ ପାଇଁ ନୂଆଁଖାଇ ଗହ ଗହ ଗୀତ ବିମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟା ୬ଟା ସମୟରେ ବଲାଙ୍ଗିର ମାଁ ସମଲେଇ ମନ୍ଦିର ଠାରେ ମହନୀ କ୍ରିଏସନ ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଖି ଆଗରେ ରଖି 'ନୂଆଁଖାଇ ଗହ ଗହ' ଏକ ଗୀତ ସାଂସ୍କୃତିକ ଗବେଷକ ନିଳାଂଚଳ ନନ୍ଦଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ସମଲେଇ ମାଁଙ୍କ
Read More...

ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପୁରସ୍କାର ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ଶିକ୍ଷାଦାନ ଅଭିଜ୍ଞତା ଏବଂ ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିନବ କୌଶଳ ବିଷୟରେ ସୂଚନା ପ୍ରଦାନ କଲେଆଜିର ଯୁବପିଢ଼ିଙ୍କୁ ବିକଶିତ ଭାରତ ପାଇଁ ପ୍ରସ୍ତୁତ କରିବାର ଦାୟିତ୍ୱ ଶିକ୍ଷକଙ୍କ ହାତରେ
Read More...