Yearly Archives

2024

ତାଳଗୁଡ଼ ମାଁ ଡୋକରି ମନ୍ଦିରରେ ଚୋରି : ୩ ଅଟକ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତାଳଗୁଡ଼ ମାଁ ଡୋକରି ମନ୍ଦିରରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଜୟପାଟଣା ପୋଲିସ ପାଖରେ ଅଭିଯୋଗ ପରେ ପୋଲିସ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିବା ବେଳେ ୩ ଜଣକୁ ଅଟକ ରଖିଥିବା
Read More...

ନୂଆଁଖାଇ ଉପଲକ୍ଷେ ଶାଢ଼ି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀବାହାଲ ଗ୍ରାମରେ ଏମରଜିଙ୍ଗ ସଂଗଠନ ତରଫରୁ ଗ୍ରାମର ଅସହାୟ, ନିରୀହ, ବିଧବା ମାଁ ଭଉଣୀଙ୍କୁ ନୂଆଁଖାଇ ଉପଲକ୍ଷେ ଶାଢ଼ି ବଣ୍ଟନ କରାଯାଇଛି । ଉକ୍ତ ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳକ ତ୍ରିଲୋଚନ
Read More...

ଛତ୍ରପୁର ବ୍ଳକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣି ବୁଧବାର ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମହନ୍ତ ଯୋଗଦେଇ କାର୍ଯ୍ୟନିର୍ବାହ କରିଥିଲେ । ୨୦୨୩ ଅକ୍ଟୋବର ୧ ତାରିଖରୁ ୨୦୨୪ ମାର୍ଚ୍ଚ
Read More...

କତରଲଗା ଗ୍ରାମରେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ କତରଲଗା ଗ୍ରାମର ଜଣେ ବିବାହିତା ମହିଳା(୩୩) ବର୍ଷଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏସମ୍ପର୍କରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଗତ ୦୯
Read More...

କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପଲମର ଝାରପଡ଼ା ଠାରେ ହାତୀ ଉପଦ୍ରବ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ କିଛିଦିନ ହେଲା କେସିଙ୍ଗା ରେଞ୍ଜର ଝାରପଡା, ତିଙ୍ଗାଲିମୁଣ୍ଡା, ମହଙ୍ଗା, ଗଙ୍କାପଡାରେ କ୍ଷୟକ୍ଷତି ଘଟାଇଛନ୍ତି ଜଂଗଲୀ ହାତୀପଲ । ଏକ ହାତୀପଲ ସନ୍ଧ୍ୟା ହେଲେ ଗାଁମୁହାଁ ହେଉଛନ୍ତି । ଗାଁର ଚାଷଜମିରେ ପଶି ଧାନ ଓ କପା ଫସଳ ନଷ୍ଟ କରୁଥିବା ଦେଖିବାକୁ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ମାଲଗୋଦାମପଡାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲଗୋଦାମପଡା଼ରେ ହୁ ହୁ ଜଳୁଛି ଅସନ୍ତୋଷର ନିଆଁ । ନିରଜ ହରପାଲ ହତ୍ୟାକାଣ୍ଡ ଘଟଣା ପରେ ଏବେ ସାରା ମାଲଗୋଦାମପଡା ଏକ ପ୍ରକାର ଅଶାନ୍ତ ହୋଇପଡ଼ିଛି । ହତ୍ୟାକାଣ୍ଡରେ ସାମିଲ୍‌ ଥିବା ଅଭିଯୋଗରେ ଜେଲ୍‌ ଯାଇଥିବା ଦ୍ରୋଣ କୁମ୍ଭାର ଓ ତାଙ୍କର ପରିବାର
Read More...

ମହିଳାଙ୍କ ଜୀବନ ବଞ୍ଚାଇଲେ ୨ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବବଜା ଗ୍ରାମର ବସୁଧା ବିଶ୍ୱାଲ ଜ୍ଞାନିକ ସମସ୍ୟା ହେତୁ ଭୀମଭୋଇ ମେଡିକାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ଅଭାବରୁ ଡାକ୍ତର ତାଙ୍କୁ ଜରୁରିକାଳୀନ ପରିସ୍ଥିତିରେ ୩ ୟୁନିଟ ରକ୍ତଦେବା ପାଇଁ
Read More...

କାଟେ, ରେଙ୍ଗାଲି ଓ ବିଯୁବନ୍ଧ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଓ ପଂଚାୟତ ରାଜ…

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅଧୀନସ୍ଥ ଟାଙ୍ଗରପାଲ୍ଲୀ ଅଞ୍ଚକର କାଟେ, ବିଯୁବନ୍ଧ ଏବଂ ରେଙ୍ଗାଲି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଭୁବନେଶ୍ୱରରେ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟମନ୍ତ୍ରୀ
Read More...

ଜୟପାଟଣାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମସ୍ତ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଶିବିରରେ ମୋଟ୍‌ ୬୧ ଜଣ ଉପଭୋକ୍ତା ନିଜର ଅଭିଯୋଗ ଦାଖଲ କରି ଶିବିରରେ ପ୍ରତ୍ୟକ୍ଷ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ୧୪ ଗୋଟି ପଡିଆରେ ଉଦ୍‌ଘାଟନୀ ମ୍ୟାଚ ହୋଇଯାଇଛି । ମିଶନ ପଡିଆରେ ଏନ୍‌ଏସ୍‌ ସ୍ପେଟିଂ ୨-୦ ଗୋଲରେ ବରକାନି ଏଫ୍‌ସିକୁ ହରାଇ ବିଜୟୀ ହୋଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ବିଡିଏଫ୍‌ସି ଲୋଇସିଂହା ୧-୦
Read More...