Yearly Archives

2024

ହୋମିଓପ୍ୟାଥି କଲେଜର ସମସ୍ୟାକୁ ନେଇ ଏଡ଼ିଏମ୍‌ଙ୍କୁ ସାକ୍ଷାତ କଲେ ପ୍ରତିନିଧି ମଣ୍ଡଳୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟ-୨୧ ସ୍ଥିତ ହୋମିଓପ୍ୟାଥିକ ମେଡିକାଲ କଲେଜର ଆଗାମୀ ନଭେମ୍ବର ୨୦୨୪ରେ ରାଜ୍ୟରେ ଥିବା ହୋମିଓପ୍ୟାଥି କଲେଜ ଓ ଆୟୁର୍ବେଦିକ କଲେଜ ସମ୍ମୁହର ରାଜ୍ୟସ୍ତରୀୟ କ୍ରୀଡା ସମାରୋହ ଆୟୋଜନ ହେବାକୁ ଯାଉଛି । ତେବେ ଏହି କ୍ରୀଡା ଆୟୋଜନ ପାଇଁ…
Read More...

ମହାନଦୀରେ ବୁଡ଼ି ୨ ବାଳକ ନିଖୋଜ

କଟକ : ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ି ୨ ବାଳକ ନିଖୋଜ । ଏମିତି ଏକ ଘଟଣା ଘଟିଛି ଜଗତପୁର ବାଲି ସାହିରେ । ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାଳକଙ୍କୁ ଖୋଜାଖୋଜି ଆରମ୍ଭ କରିଛି । ୨ ବାଳକ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବାର ସୂଚନା ମିଳିଛି ।
Read More...

ବଲାଙ୍ଗିର ବିଜେଡ଼ି ଦଳର ଜନ ସମ୍ପର୍କ ପଦଯାତ୍ରା : ହଜାର ହଜାର ସମର୍ଥକଙ୍କ ସହ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଜୁ ଜନତା ଦଳ କ୍ଷରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ସମସ୍ତ କାଉନସିଲରଙ୍କ ସମେତ ହଜାର ହଜାର ବିଜୁ…
Read More...

ବନଦୁର୍ଗା ମନ୍ଦିରରେ ବ୍ରହ୍ମଚାରିଣୀ ଦେବୀଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମାଁ ଦୁର୍ଗାଙ୍କ ନବରାତ୍ରର ଦ୍ୱିତୀୟ ଦିନରେ ପଦ୍ମପୁର ସ୍ଥିତ ଦୁର୍ଗା ମନ୍ଦିର ଠାରେ ମାଁ ବ୍ରହ୍ମଚାରିଣୀ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । କର୍ତ୍ତା ଭାବରେ ଅନିଲ କୁମାର ବେହେରା ଓ ତାଙ୍କ ସହଧର୍ମିଣୀ ସୁଦେଷ୍ଣା ବେହେରା ପଣ୍ଡିତ ରଘୁନାଥ…
Read More...

ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଆଶାକର୍ମୀ ସଂଘର ଦୀର୍ଘ ଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ସମସ୍ତେ…
Read More...

ଆଧାର ସେଣ୍ଟର ଅନିୟମିତତା ହେଉ ଥିବାରୁ ଲୋକେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ଦ୍ଵାରା ପରିଚାଳିତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ଆଧାର କାର୍ଡ ବର୍ତ୍ତମାନ ସମୟରେ ସମସ୍ତ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଯେଉଁ ମାନଙ୍କର ଆଧାର କାର୍ଡ ନାହିଁ ସେମାନେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ ହେଉଛନ୍ତି,…
Read More...

ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ୍‌-ଆର୍‌କେଭିୱାଇ) ଏବଂ…

ନିର୍ଦ୍ଦିଷ୍ଟ ଆବଶ୍ୟକତା ଆଧାରରେ ଗୋଟିଏ ଉପାଦାନରୁ ଅନ୍ୟ ଉପାଦାନକୁ ପାଣ୍ଠି ପୁନଃ ଆବଣ୍ଟନ କରିବାକୁ ରାଜ୍ୟଗୁଡ଼ିକୁ ଦିଆଗଲା ନମନୀୟତା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବେ…
Read More...

ପଞ୍ଚଭୂତରେ ଲୀନ ହେଲେ ଗୌଡ଼ଗୋଠର ସମିତିସଭ୍ୟ ଟଙ୍କଧର ବେରିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚଭୂତରେ ଲୀନ ହେଲା ସମତିସଭ୍ୟ ଟଙ୍କଧରଙ୍କ ପାର୍ଥିବ ଶରୀର । ହଜାର ହଜାର ଶ୍ରଦ୍ଧାଳୁ, ବନ୍ଧୁବର୍ଗଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ପଂଚାୟତର ଗୌଡ଼ଗୋଠର ସମିତିସଭ୍ୟ ଟଙ୍କଧର ବେରିଆ । ଗତ ବୁଧୁବାର ଦିନ ତାଙ୍କର…
Read More...

ରୁଗୁଡିପଡା ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ଗୁରୁବାର ସକାଳ ୭ଟା ସମୟରେ ରୁଗୁଡିପଡା ମଣ୍ଡପ ଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗର ଠାରୁ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣାଯାଇଥିଲା ।…
Read More...

ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟରେ ଲିଜି ମହାପାତ୍ରଙ୍କୁ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ

ବରଗଡ, (ନିରୋଜ କୁମାର ପାଣୀ) : ଅନୁଗୁଲ ସ୍ଥିତ ଓଡିଶା ବନରାଜିକ ମହା ବିଦ୍ୟାଳୟର ଗ୍ରାଉଣ୍ଡରେ ୨ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟର ଡିସକସ୍ - ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଏବଂ ହାମର୍ - ଥ୍ରୋ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ…
Read More...