Daily Archives

ଅଜଣା ପିକ୍‌ଅପ୍‌ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାନ୍ଦୋପଲା ରିଲାଏନ୍ସ ପେଟ୍ରୋଲପମ୍ପ ନିକଟରେ ଅଜଣା ପିକ୍‌ଅପ୍‌ ଧକ୍କା ଦେବାରୁ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଜଣକ କୁମାରପଡା ନକଟିଗୁଡାର ରାହେମତୁଲ ଖାନ…
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୋଡାଲରେ ୩୧ତମ ବାର୍ଷିକ ଉତ୍ସବ ପାଳିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ କାର୍ମୀ…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ : ସୌଭାଗ୍ୟ ମିଶ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାନୁଆରି ୨ ତାରିଖ ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳନ କରିବ ୫୯ତମ ପ୍ରତିଷ୍ଠା ଦିବସ ପ୍ରତିଷ୍ଠା । ଦିବସକୁ ଆକର୍ଷଣୀୟ କରିବା ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ମୁଖ୍ୟ ଅତିଥିଭାବେ ରାଜ୍ୟ ପରିବହନ…
Read More...

ଜାନୁଆରୀ ୨୦୨୫ରେ ହେବ ପରୀକ୍ଷା ପେ ଚର୍ଚ୍ଚା(ପିପିସି ୨୦୨୫)ର ୮ମ ସଂସ୍କରଣ

ମାଇଗଭ୍ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ଅଭିନବ ମତବିନିମୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ନିଜର ୮ମ ସଂସ୍କରଣ ନେଇ ପୁଣି ଆସିଛି । ଏହା ଜାନୁଆରୀ ୨୦୨୫ରେ, ସାରାଦେଶରେ ବାର୍ଷିକ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ, ଅନୁଷ୍ଠିତ…
Read More...

ଡେଲାଙ୍ଗ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ଡେଲାଙ୍ଗ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବାର୍ଷିଜ କ୍ରୀଡା ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ଶିକ୍ଷା କର୍ମଚାରୀମାନେ ସାମୁହିକ ଭାବେ…
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାମ୍ମୁ-କାଶ୍ମୀରର…

● ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁରୂପ, ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର’ ଲକ୍ଷ୍ୟ ହାସଲ କରିବୁ● ସମସ୍ତ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ଦ୍ୱାରା ମୋଦୀ ସରକାର ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଉପରେ ସମ୍ପୂର୍ଣ୍ଣ…
Read More...

କୃଷି ଓଡିଶା ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଭୁବନେଶ୍ୱର : ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜାନୁଆରୀ…
Read More...

ଅବହେଳିତ ଓ ପଛୁଆ ବର୍ଗଙ୍କ ଶିକ୍ଷା ଓ ସଶକ୍ତିକରଣ ପାଇଁ ସଂକଳ୍ପବଦ୍ଧ କେନ୍ଦ୍ର ସରକାର

• ୪୧ ଲକ୍ଷ ୩୨ ହଜାର ଏସ୍‌ସି ଛାତ୍ରଛାତ୍ରୀଙ୍କୁ ୪୯୬୫ କୋଟି ୪୫ ଲକ୍ଷରୁ ଅଧିକ ଟଙ୍କାର ମାଟ୍ରିକ ପରବର୍ତ୍ତୀ ବୃତ୍ତି; ୧୮ ଲକ୍ଷ ୭୨ ହଜାର ଏସ୍‌ସି ଛାତ୍ରଛାତ୍ରୀଙ୍କୁ ୪୩୭ କୋଟି ୮ ଲକ୍ଷ ଟଙ୍କାର ମାଟ୍ରିକ ପୂର୍ବ ବୃତ୍ତି ସହାୟତା• ୨୯୬୧ ଜଣ ଛାତ୍ରଛାତ୍ରୀଙ୍କୁ ସିବିଏସ୍‌ଇ ଏବଂ ରାଜ୍ୟ ବୋର୍ଡ…
Read More...

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦଙ୍କ ପ୍ରତିନିଧିମଣ୍ଡଳୀ

• ପୁରୀରେ ନୂଆ ଏୟାରପୋର୍ଟ ଏବଂ କଟକ ଚାରବାଟିଆ ଏୟାରଫିଲ୍ଡକୁ ପୂର୍ଣ୍ଣାଙ୍ଗ ବେସାମରିକ ବିମାନବନ୍ଦର ପାଇଁ ଅନୁରୋଧ• ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ଭବନ ନିର୍ମାଣ ସହ ଝାରସୁଗୁଡ଼ା ବିମାନବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନବୀକରଣ ପାଇଁ କଲେ ଅନୁରୋଧ• ରାଉରକେଲା ଓ…
Read More...

ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା – ମନ୍ତ୍ରୀ ଶ୍ରୀ ପାତ୍ର

ହିତାଧିକାରୀଙ୍କୁ ପ୍ରତି ମାସରେ ମିଳିବ ରାସନ ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଜି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ,…
Read More...