Daily Archives

ଶିଶୁଙ୍କ ପାଇଁ ଯତ୍ନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେପ୍ଟେମ୍ବର ୨୦ରେ 'କେୟାର ଫର କିଡ୍ସ ଡେ' ବା 'ଶିଶୁଙ୍କ ପାଇଁ ଯତ୍ନ ଦିବସ' ଆପଣଙ୍କ ପାଇଁ ବଡ଼ ଏବଂ ଛୋଟ ବିଭିନ୍ନ ଉପାୟରେ ଶିଶୁର ଜୀବନକୁ ସକରାତ୍ମକ ଭାବରେ ପ୍ରଭାବିତ କରିବାର ଏକ ସୁଯୋଗ ପ୍ରଦାନ କରେ । କେୟାର ଫର କିଡ୍ସ ଡେରେ ଅଂଶଗ୍ରହଣ କରୁଥିବା
Read More...

ଅବହେଳିତ ମଲକେନ ଡ୍ୟାମର ଭାଗ୍ୟ ବଦଳିବ କେବେ : ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲା କିନ୍ତୁ ହୋଇପାରିଲା ନାହିଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କି.ମି,ପଦ୍ମପୁର ଉପଖଣ୍ଡ ଠାରୁ ପ୍ରାୟ ୨୦ କି. ମି ଓ ଗାଇସିଲେଟ ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୧୫ କି. ମି. ଦୂରରେ କଟାବାହାଲ ଠାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଲକେନ ଡ୍ୟାମ୍‌ । ଏହି
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା…

କୃଷି ଓ କୃଷକ କଲ୍ୟାଣର ବିକାଶ ପାଇଁ ଆମର ୬ ସୂତ୍ରୀ ରଣନୀତି ରହିଛି : ଶ୍ରୀ ଚୌହାନଜଳବାୟୁ ଅନୁକୂଳ, ପୋକ ପ୍ରତିରୋଧୀ ଏବଂ ଅଧିକ ଅମଳକାରୀ ୬୫ ଟି ଫସଲର ୧୦୯ଟି ନୂତନ ବିହନ ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି : କେନ୍ଦ୍ର କୃଷି ମନ୍ତ୍ରୀସରକାରଙ୍କ ୧୦୦ ଦିନିଆ
Read More...

ପରିବେଶ ପ୍ରେମୀଙ୍କୁ ଅବହେଳା : ମିଳିନି ‘ପ୍ରକୃତି ମିତ୍ର’ ଓ ‘ପ୍ରକୃତି ବନ୍ଧୁ’ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାମ୍ପ୍ରତିକ ସ୍ଥିତିରେ ଜଳ ବାୟୁର ଅନିୟମିତତା ଓ ପାଣିପାଗର ଦ୍ରୁତ ପରିବର୍ତ୍ତନ ସମଗ୍ର ଜୀବଜଗତର ସ୍ଥିତି ପାଇଁ ମୁଖ୍ୟ ସମସ୍ୟା ଓ ଚିନ୍ତାର ବିଷୟ । ଜୀବଜଗତ ତିଷ୍ଠି ରହିବା ପାଇଁ ପରିବେଶ ସଂରକ୍ଷଣ ଓ ବୃକ୍ଷରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
Read More...

ୱାର୍ଲ୍ଡ ଫୁଡ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) : ୱାର୍ଲ୍ଡ ଫୁଡ ଇଣ୍ଡିଆ-୨୦୨୪ର ଆୟୋଜନ ବିଷୟରେ ଜାଣି ଖୁସି ହେଲି । ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ୱାର୍ଲ୍ଡ ଫୁଡ ଇଣ୍ଡିଆ - ୨୦୨୪ରେ ଅନେକ ଦେଶର ପ୍ରତିନିଧି ଅଂଶ ଗ୍ରହଣ କରିଥିବାରୁ ଏହା ବୈଶ୍ୱିକ ଖାଦ୍ୟ
Read More...

ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ଚତୁର୍ଥ ଆଞ୍ଚଳିକ ବୈଠକ କରିବ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ଆଞ୍ଚଳିକ ବୈଠକ ଆସନ୍ତା ୨୦.୦୯.୨୦୨୪ (ଶୁକ୍ରବାର) ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଶ୍ରମ ସଂସ୍କାର, ଅଣସଂଗଠିତ ଶ୍ରମିକମାନଙ୍କର
Read More...

ସଇଁତଲା ସହରରେ ଡେଙ୍ଗୁ ଓ ପରିମଳ ବିପର୍ଯ୍ୟସ୍ତକୁ ନେଇ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ : ଜିଲ୍ଲାପାଳଙ୍କ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଦିନକୁ ଦିନ ଡେଙ୍ଗୁ ରୋଗରେ ୩ ଜଣ ବ୍ୟକ୍ତି ମୃତ ଘଟି ସାରିଥିବା ବେଳେ ଅଧିକାଂଶ ଲୋକ ଆକ୍ରାନ୍ତରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଏହା ସହିତ ରାସ୍ତାଘାଟ, ଡ୍ରେନ୍‌ ଓ ଲାଇଟ୍‌ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡି
Read More...

ହିତାଧିକାରୀଙ୍କୁ ପଞ୍ଚାୟତ ଜିଆର୍‌ଏସ୍‌ଙ୍କ ହଇରାଣ ହରକତ୍‌ ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଦା ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଜଣକ ଜୈନିକା ମହିଳା ହିତାଧିକାରୀଙ୍କୁ ହଇରାଣ ହରକତ୍‌ କରୁଥିବା ନେଇ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଟିକ୍ରାପଦା ଗାଁର ଜୈନିକା
Read More...