Daily Archives

ଗଞ୍ଜାମ ସହରାଞ୍ଚଳରେ ସଫେଇ କର୍ମଚାରୀଙ୍କୁ ଦରମା ମିଳିନଥିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ କର୍ମଚାରୀମାନେ ଦରମା ପାଇନଥିବା ଯୋଗୁଁ ଗତ ୧୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ବିଭିନ୍ନ ୱାର୍ଡରେ ସଫେଇ ବ୍ୟବସ୍ଥା ଠପ ହୋଇପଡିଛି । ପ୍ରତେକ ୱାର୍ଡ ମାନଙ୍କରେ କୁଢ଼ କୁଢ଼ ଅଳିଆ ଆବର୍ଜନା
Read More...

କଟକ ଘରୋଇ ନର୍ସିଂ ହୋମ୍ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ନର୍ସିଂ ହୋମ୍‌ର ସମସ୍ତ ରୋଗୀଙ୍କୁ ଅନ୍ୟ ଚିକିତ୍ସାଳୟରେ ଯଥାଶୀଘ୍ର ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେଚିକିତ୍ସାଳୟର ଅଗ୍ନି ନିରାପତ୍ତା ସମ୍ପର୍କରେ ତଦନ୍ତ ପାଇଁ ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକଙ୍କୁ
Read More...

ବାରିପଦା ବସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ : ୨ ଲକ୍ଷ ଟଙ୍କା ଲେଖାଏଁ…

ମାଗଣାରେ ଆହତଙ୍କ ଉପଯୁକ୍ତ ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର : ହାଇଦ୍ରାବାଦରୁ ଗୟା ଯାଉଥିବା ଏକ ବସ୍ ବାରିପଦା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଓ ୬ ଜଣ ଗୁରୁତର ଆହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ
Read More...

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ କାଲିଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ…

ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି ଶ୍ରୁଙ୍ଖଳିତ ହେବ, ସୁନିଶ୍ଚିତ କରିବାକୁ ପରାମର୍ଶ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁରୀ ଯାଇ
Read More...

ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣାରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ସୁଦର୍ଶନ ବାବୁ ଋଷିଆରେ ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ, ଓଡ଼ିଆ ଅସ୍ମିତାକୁ ସୁଦର୍ଶନ ବାବୁ ବିଶ୍ୱ ସ୍ତରକୁ ନେଇଛନ୍ତି - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଆନ୍ତର୍ଜାତୀୟ
Read More...

ମହାରାଷ୍ଟ୍ରର ମୁମ୍ବାଇରେ ୨୯,୪୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ…

ଗୋରେଗାଓଁ ମୁଲୁଣ୍ଡ ଲିଙ୍କ୍ ରୋଡ୍ ପ୍ରକଳ୍ପରେ ଠାଣେ ବୋରିୱଲି ଟ୍ୱିନ୍ ଟନେଲ ପ୍ରକଳ୍ପ ଏବଂ ଟନେଲ କାର୍ଯ୍ୟର ଶିଳାନ୍ୟାସନଭି ମୁମ୍ବାଇରେ କଲ୍ୟାଣ ୟାର୍ଡ ରିମଡେଲିଂ ଏବଂ ଗତି ଶକ୍ତି ମଲ୍ଟିମୋଡାଲ କାର୍ଗୋ ଟର୍ମିନାଲର ଶିଳାନ୍ୟାସଲୋକମାନ୍ୟ ତିଲକ ଟର୍ମିନସରେ ନୂତନ ପ୍ଲାଟଫର୍ମ ଏବଂ ଛତ୍ରପତି
Read More...

୭୫ତମ ବନ ମହୋତ୍ସବ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶନିବାର ସକାଳ ୮ଟା ସମୟରେ ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଦ୍ୱାରା ୭୫ତମ ବନ ମହୋତ୍ସବ ସମେଇଗାଡ଼ିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସହ ଭାଗିତାରେ ପାଳିତ ହୋଇଯାଇଛି । ଏଥିରେ ସଭାପତି ଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର
Read More...