ଏଣିକି ଏଟିଏମ୍ରେ ବାହାରିବ ଚାଉଳ
ଭୁବନେଶ୍ୱର : ଏଣିକି ଏଟିଏମ୍ରେ ବାହାରିବ ଚାଉଳ । ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍ । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଏହି ଚାଉଳ ଏଟିଏମ୍ । ହିତାଧିକାରୀଙ୍କୁ କାର୍ଡ ଦିଆଯିବ, ସେମାନେ ଚାଉଳ ଉଠାଇବେ ।!-->…
Read More...
Read More...