Daily Archives

ଶୀତଳ ବାତାବରଣରେ ଦେବୀଙ୍କ ଚତୁର୍ଥ ସନ୍ଧ୍ୟାର ଘଟଯାତ୍ରା ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାର ଚତୁର୍ଥ ସନ୍ଧ୍ୟାର ଘଟଯାତ୍ରା ଏକ ମନୋରମ ହୋଇଛି । ଯାହାକି ଶନିବାର ସନ୍ଧ୍ୟାରେ ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳୁଗୁଳିକୁ ମା' ଏଡ଼ାଇ ଦେଇଛନ୍ତି ବୋଲି ଭକ୍ତମାନେ ପ୍ରକାଶ
Read More...

ଭାବବିହ୍ଵଳ ପରିବେଶରେ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେରୁଧର ପାତ୍ରଙ୍କ ବିଦାୟକାଳୀନ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମେରୁଧର ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବରିଷ୍ଠ ସ୍ନାତକ ଶିକ୍ଷକ ଆର୍ତ୍ତତ୍ରାଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି
Read More...

ଫାର୍ମାସିଷ୍ଟ ସନ୍ତୋଷ ମିଶ୍ରଙ୍କ ଅବସର ଗ୍ରହଣ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ସନ୍ତୋଷ ମିଶ୍ର ଅବସର ଗ୍ରହଣ କରିଛନ୍ତି । ସେ ୧୯୮୬ରେ ଜୟପାଟଣା ଠାରୁ ଚାକିରି ଜୀବନ ଆରମ୍ଭ କରିଥିବାବେଳେ ତାଙ୍କ ରୋଗୀ ସେବା, ବ୍ୟବହାର, ଲୋକ
Read More...

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟିକେଚନ୍ଦ୍ର ମାଝୀଙ୍କୁ ଜଣେ ଭବ୍ୟ ଆୟୋଜନ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀଯୁକ୍ତ ମାଝୀ ୪୨ ବର୍ଷର ଶିକ୍ଷକତା ସାଙ୍ଗରେ ଏକ
Read More...

ଭୋଟ୍‌ ଗଣତି ପାଇଁ ତାଲିମ୍ ନେଲେ ନିୟୋଜିତ କର୍ମଚାରୀ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ଭୋଟ୍‌ ଗଣତି ପାଇଁ ନିୟୋଜିତ କର୍ମଚାରୀ ମାନଙ୍କୁ ବୌଦ୍ଧ ଜିଲ୍ଲପାଳଙ୍କ ସଦ୍‌ଭାବନା ସଭା ଗୃହ ଠାରେ ତାଲିମ୍ ପ୍ରଦାନ କରାଯାଇଥିଲା । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ
Read More...

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ : ଜିଲାପାଳଙ୍କୁ ଦୁଃଖ ଜଣାଇଲେ ଗ୍ରାମର ମହିଳା

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ଗ୍ରୀଷ୍ମକାଳରେ ତାପମାତ୍ରା ପାଇଁ ରେକର୍ଡ ସୃଷ୍ଟି କରୁଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଥିବା ବେଳେ ଜଳକଷ୍ଟ ଜୀବନକୁ ଦୁର୍ବିସହ କରିଦେଉଛି । ଶନିବାର ସକାଳେ ପ୍ରାୟ ୧୧ଟା ସମୟରେ ବୌଦ୍ଧ ଜିଲ୍ଲା ବାଉଁଶୁଣି
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବଡକର୍ଲ୍ଲେର କାର୍ଯ୍ୟରତ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବଡକର୍ଲ୍ଲେ ହାଇସ୍କୁଲରେ ୩୩ ବର୍ଷର
Read More...

ପଦ୍ମପୁରରେ ଚାରିଦିନିଆ ଓଡିଶୀ ନୃତ୍ୟ ଦ୍ୱିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦ୍ଵିତୀୟ ଦିନରେ ସ୍ୱନାମ ଧନ୍ୟ ଓଡିଶୀ ନୃତ୍ୟ ଶିଳ୍ପୀ ବସନ୍ତ ସାହୁ ଓଡିଶୀ ନୃତ୍ୟ କର୍ମଶାଳାରେ ପହଂଚି ମା' ବାକଦେବୀ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ପରେ ସୁଶ୍ରୀ ମମତା ବରିହା ଓଡିଶୀ ନୃତ୍ୟ ପରିବେଷଣ
Read More...

ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଆଜି ରିଟାର୍ମେଣ୍ଟ ବେନିଫିଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ
Read More...

ଜଳିଗଲା ୪ଟି ବସ୍

ରାୟଗଡ଼ା, (କେପିଏନ୍‌ଏସ୍‌) : ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିଲା, ଆକସ୍ମିକ ହୁତ୍‌ ହୁତ୍‌ ହୋଇ ଜଳି ଉଠିଲା । ସୂଚନା ଅନୁସାରେ ବିଷମକଟକ ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ଟି ବସ୍‌ରେ ହଠାତ୍‌ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି । ଜଣେ ମାଲିକଙ୍କ ୪ଟି ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ
Read More...