Monthly Archives

May 2024

୨୧ରେ ସମ୍ବଲପୁର ଆସୁଛନ୍ତି ଅମିତ ଶାହ

ସମ୍ବଲପୁର : ଆସନ୍ତା ୨୧ ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ହେବାକୁ ଥିବା ବିଶାଳ ଜନ ସମାବେଶରେ ଯୋଗ ଦେବେ ଶ୍ରୀ ଶାହ ।
Read More...

ରାଜ୍ୟରେ କାଳବୈଶାଖୀର ପ୍ରଭାବ : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଏହାସଙ୍ଗକୁ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ଅନୁଭୁତ ହୋଇଛି । ଫଳରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି । ସେହିପରି କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଲାଗି ରହିଛି । ତେବେ ଆଜି
Read More...

ପଦ୍ମ ପୋଖରୀରେ ବିଧାୟକ ସମୀର ଦାଶ

ଭୁବନେଶ୍ୱର : ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ । ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ଆଜି ବିଧିବଦ୍ଧ ଭାବେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସି ବିଜୟପାଲ ସିଂ ତୋମାର, ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ବିଜେପିରେ ଯୋଗ ଦେବା ପରେ ସେ
Read More...

ପିପିଲିରେ ଭି. କେ. ପାଣ୍ଡିଆନଙ୍କ ଜୋର୍‌ଦାର୍‌ ନିର୍ବାଚନ ପ୍ରଚାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲିରେ ୫ଟି ଚେୟାର୍‌ମ୍ୟାନ୍‌ ତଥା ବିଜେଡି ଷ୍ଟାର୍‌ ପ୍ରଚାରକ ଭି. କେ. ପାଣ୍ଡିଆନ ବିଶାଳ ଜନ ସମାବେଶରେ ଯୋଗଦେଇ ନିର୍ବାଚନ ପ୍ରଚାର କରିଥିଲେ । ସେ ଜନ ସମାବେଶକୁ ସମ୍ବୋଧିତ କରିବା ସହ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ପୁରୀ
Read More...

କାର୍‌ରୁ ୧ ଲକ୍ଷ ୫ ହଜାର ଟଙ୍କା ଜବତ

ଭୁବନେଶ୍ୱର : ନନ୍ଦନକାନନ - ଭୁବନେଶ୍ଵର ରାସ୍ତାରେ ଏକ କାର୍‌ରୁ ୧ ଲକ୍ଷ ୫ ହଜାର ଟଙ୍କା ଜବତ କରାଯାଇଛି । କମିଶନରେଟ୍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ସନ୍ଧ୍ୟା ସାଢ଼େ ୫ଟାବେଳେ ଏସ୍ଏସ୍‌ଟିର ୨ଟି ଟିମ୍ ଓ ପୁଲିସ ପକ୍ଷରୁ ନନ୍ଦନକାନନ
Read More...

ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ପୋଲିସ ମୁତୟନ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି :…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ତାରିଖ ସୋମବାର ହେବାକୁ ଥିବା ସଧାରଣ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ଗଣମାଧ୍ୟମକୁ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା କହିଛନ୍ତି । ଜିଲ୍ଲାରେ ନିର୍ବାଚନୀ ହିଂସା ବଢ଼ିବାରେ
Read More...

ସରିଲା ଭୋଟ ପ୍ରଚାର : ଆସନ୍ତା କାଲି ଭୋଟର ବାଛିବେ ନେତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ରହିଥିବା ବେଳେ ଆଉ ମାତ୍ର ଗୋଟିଏ ଦିନ ପରେ ୨୦ ତାରିଖରେ ହେବ ମତଦାନ । ୧୮ ତାରିଖ ସଂଧ୍ୟାରେ ନିର୍ବାଚନୀ ପ୍ରଚାର ସରିଥିବା ବେଳେ ଚଳିତ ବର୍ଷ ଭୋଟରଙ୍କ ହାତକୁ ଆସୁଛି ଲକ୍ଷ୍ମୀ ବୋଲି ଆଲୋଚନା ହେଉଛି ।
Read More...

ଟ୍ରେନ୍‌ ଖସି ଜଣେ ମହିଳାଙ୍କ ମୃତ

ବାମରା : ଶନିବାର ଅପରାହ୍ନରେ ହାଓଡ଼ା - ଟିଟିଲାଗଡ଼ ଇସ୍ପାତ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ରୁ ଖସି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ବାମରା - ଧରୁଆଡ଼ିହି ମଧ୍ୟବର୍ତ୍ତୀ କୁଅଁରମାଲ ଫାଟକ ନିକଟରେ ଜଣେ ପ୍ରାୟ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଖବର ବିଷୟରେ ଟ୍ରେନ୍‌ ଚାଳକ ବାମରା
Read More...

ବୁଥ୍ ମୁହାଁ ପୋଲିଂ କର୍ମଚାରୀ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀ ନିମନ୍ତେ ଉପଜିଲ୍ଲାପାଳ
Read More...

ବିଜେଡିରୁ ଇସ୍ତଫା ଦେଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ନିମାପଡ଼ା : ବିଜେଡିରୁ ଇସ୍ତଫା ଦେଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଟିକେଟ ନ ମିଳିବା କାରଣରୁ ସେ ଅସନ୍ତୁଷ୍ଟ ଥିଲେ । ଦଳ ଛାଡ଼ିବାର କାରଣ କହିବା ସହ
Read More...