Monthly Archives

March 2024

ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ ସହିତ ଶହୀଦ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶହୀଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ପୂଣ୍ୟତିଥିରେ ଦୁଇ ମିନଟର ନୀରବ…
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭଗବାନ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ-୨୦୨୪ ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଶନିବାର ସୋମନାଥ ଦେବଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।…
Read More...

୩୪ ଓଏଏସ୍‌ଙ୍କ ବଦଳି

ଭୁବନେଶ୍ୱର : ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ବଡ଼ ଧରଣର ବଦଳି କରାଯାଇଛି । ବଦଳିଛନ୍ତି ୩୪ଜଣ ଓଏଏସ୍ । ବରିଷ୍ଠ ଓଏଏସ୍ ଶିବାନୀ ମହାନ୍ତିଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ଅତିରିକ୍ତ ସଚିବ, ଶାନ୍ତିପ୍ରଭା ପ୍ରଧାନଙ୍କୁ ରାଜ୍ୟ ଖାଦ୍ୟ କମିଶନର ସଦସ୍ୟ ସଚିବ…
Read More...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବ୍ୟକ୍ତି ମୃତ

ସମ୍ବଲପୁର : ବିଦ୍ୟୁତ୍‌ ଆଘାତରେ ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ପିଲାକନ୍ଦେଇପଡ଼ାର ଜବାହର ସାହୁ(୪୯) । ଶୁକ୍ରବାର ରାତିରେ ସେ ମାଛ ମାରିବା ପାଇଁ ଯାଉଥିବା ବେଳେ ପୋଖରୀ ନିକଟରେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ…
Read More...

ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଆଜ ରପ୍ତାନି ବନ୍ଦ

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନି ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ହଠାତ ଏଭଳି ଘୋଷଣା କରାଯାଇଛି । ଭାରତର ଏହି କଟକଣା ଫଳରେ ଅନେକ ବିଦେଶୀ ବଜାରରେ ଦର ବଢ଼ିବ । ପିଆଜର ବୃହତ୍ ରପ୍ତାନିକାରୀ ଦେଶ ହେଉଛି ଭାରତ । ଡିସେମ୍ବରରେ ଏହାର…
Read More...

ଏକ ଅସହାୟଙ୍କ ଶବ ସତ୍କାର କଲେ ବଲାଙ୍ଗିର ଯୁବ ସମାଜସେବୀ

ବଲାଙ୍କିର, (କେପିଏନ୍‌ଏସ୍‌) : ଗତ ୧୯/୦୩/୨୦୨୪ ବୁଧବାର ଦିନ ବେଲପଡ଼ା ବ୍ଲକ୍‌ ମାଲିପଡା ପୋଖରୀ ପାଖରେ ଅସହାୟ ଅବସ୍ଥାରେ ଏକ ମୃତ ଶରୀର ପଡ଼ିଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରୁନଥିବାରୁ କେହି ଶବ ଛୁଉଁନଥିଲେ । ଗାଁ ଲୋକେ ମୃତ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ ଶରୀରକୁ…
Read More...

ହାଇଓ୍ୱା ଧକ୍କାରେ ପତ୍ନୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ରାଉରକେଲା : ବିଶ୍ରାରୁ କାମ ସାରି ବାଇକ୍‌ରେ ଫେରୁଥିଲେ ଦମ୍ପତି । ହଠାତ ବାଇକ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା ଏକ ହାଇୱା । ଫଳରେ ଦମ୍ପତି ଛିଟିକି ପଡ଼ିଥିଲେ । ହାଇଓ୍ୱାଟି ସ୍ଵାମୀଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ସଂଧ୍ୟା ପ୍ରାୟ ସାଢ଼େ…
Read More...

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ମାଧପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଷଣ୍ଢ ଆକ୍ରମଣରେ ଗାଁର ଜଣେ ବୃଦ୍ଧା ତଥା ବି.ପୁରୁଷୋତ୍ତମ ପାତ୍ରଙ୍କ ପତ୍ନୀ ବି.କାମିଲି ପାତ୍ର (୫୮)ଙ୍କ ମୃତ୍ୟୁ ଘଟିଛି । କାମିଲି ସକାଳୁ ଘର ପାଖକୁ କୌଣସି ଏକ କାମରେ ଯାଉଥିବା…
Read More...

ବିଶ୍ୱ ଯକ୍ଷ୍ମା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖରେ ପାଳିତ ହୋଇଥିାଏ ବିଶ୍ୱ ଯକ୍ଷ୍ମା ଦିବସ । 'ବିଶ୍ୱ ଯକ୍ଷ୍ମା ଦିବସ' ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଯାହାକି ପ୍ରତିବର୍ଷ ସାଧାରଣ ଜନତାଙ୍କୁ ଯକ୍ଷ୍ମା ରୋଗର ପ୍ରଭାବ ବିଷୟରେ ଶିକ୍ଷା ଦେବା ପାଇଁ ଉଦ୍ଧିଷ୍ଟ ଅଟେ ।…
Read More...

ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀର ପସ୍ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାର ବିଭିନ୍ନ…
Read More...