Daily Archives

ଶିଶୁ ସୁରକ୍ଷା ୟୁନିଟ ତରଫରୁ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ପାଟଣେଶ୍ୱରୀ କମ୍ୟୁନିଟି ସେଣ୍ଟରଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ
Read More...

ଜାମୁଟ ଗ୍ରାମରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି (କ) ପଞ୍ଚାୟତ ଜାମୁଟ ଗ୍ରାମରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗ୍ରାମର କରୁଣା ପୁଟେଲ (୪୮) ନାମକ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ
Read More...

ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ମା’ରାମଚଣ୍ଡୀ ମହୋତ୍ସବ – ୨୦୨୪ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ବିଦ୍ଭବ ମଧ୍ୟରେ ଗତକାଲି ମଧ୍ୟରାତ୍ରୀରେ ମା'ରାମଚଣ୍ଡୀ ମହୋତ୍ସବ-୨୦୨୪ ସମାହିତ ହୋଇଯାଇଛି । ଛତ୍ରପୁର ଉପକଣ୍ଠସ୍ଥ ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମ ଧଡାପାହାଡ ଶିଖରରେ ଅବସ୍ଥାନ କରିଥିବା ମା' ରାମଚଣ୍ଡୀ ପୀଠ
Read More...

ମାଧିଆପାଲି ଗ୍ରୀଡ୍‌ରେ ଲାଇନ୍‌ମ୍ୟାନ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍ ତରଫରୁ ନିକଟସ୍ଥ ମାଧିଆପାଲି ଗ୍ରୀଡ୍‌ରେ ଲାଇନ୍‌ମ୍ୟାନ୍‌ ଦିବସ ପାଳିତ ହୋଇଯାଇଛି । ଆର୍‌ଇସି ସେକ୍ସନ୍ ଅଫିସର ରିଆଜୁଲ ହକ୍‌ଙ୍କ ନେତୃତ୍ଵରେ ମୂଖ୍ୟ ଅତିଥି ଭାବେ ବଲାଙ୍ଗିର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ସେଟ,
Read More...

ଅନ୍ଧାରରୁ ଆଲୋକ ପଥରେ ଶହେ ବର୍ଷର ଭିତର ପଣ୍ଡି ଗାଁ

ଜୟପାଟଣା, (ଶେଷ ଦେବ ବେହେରା) : ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ଏକ ଶତାବ୍ଦୀ ଧରି ଦୟନୀୟ ଜୀବନ ଯାତ୍ରା କରି ଆସୁଥିବା ଭିତର ପଣ୍ଡିଗାଁ ପାଇଁ ଏବେ ସାମାନ୍ୟ ଆଶାର ଆଲୋକ ଦେଖାଦେଇଛି । ଗାଁକୁ ସଭ୍ୟତାର ମାନଚିତ୍ରରୁ ଦୂରେଇ ରଖିଥିବା ହାତୀ ନଦୀ ଉପରେ ସୁଉଚ୍ଚ ସେତୁ ନିର୍ମାଣ ସାଙ୍ଗକୁ ଗାଁକୁ
Read More...

କେଉଁଟ, କୈବର୍ତ୍ତ ଓ ଧୀବର ହଟାଓ ଏକ୍ସନ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ : ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ, ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ଆବାହକ ଡିଙ୍ଗର କୁମ୍ଭାରଙ୍କ ସଭାପତିତ୍ୱରେ ଟିଟିଲାଗଡ଼ ଶାଖାର ଉପେନ୍ଦ୍ର ତାଣ୍ଡି, ପଙ୍କଜ ବାଗ, ବିଜୟ ମେହେର, ବିନୋଦ ଭରାସାଗରଙ୍କ ଆୟୋଜକତାରେ ପ୍ରଥମେ
Read More...

ପାଣ୍ଡେଲରେ ରମାକାନ୍ତ କ୍ରିକେଟ ମେମୋରିଆଲ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ପାଣ୍ଡେଲ ଗ୍ରାମର ଖେଳ ପଡିଆରେ ରମାକାନ୍ତ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଅନ୍ତର୍ଜାତୀୟ କରାଟେ କୋଚ ତଥା ବଲାଙ୍ଗିର ଜିଲ୍ଲା ଯୁବ
Read More...

ଭାରତୀୟ କିଷାନ ସଂଘ ଓଡିଶା ବଲାଙ୍ଗିର ଜିଲ୍ଲା ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିଷାନ ସଂଘର ପ୍ରତିଷ୍ଠା ଦିବସ ପାଳନର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଡା. ଶଶିଭୂଷଣ ସାହୁଙ୍କ ସଭାପତିତ୍ୱରେ ଭାରତୀୟ କିଷାନ ସଂଘ ଓଡିଶା, ପ୍ରାଦେଶିକ କାର୍ଯ୍ୟକର୍ତ୍ତା ରାଧାକୃଷ୍ଣ ମେହେରଙ୍କ
Read More...

ମା’ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ : କୁଳିଆପଡାକୁ ପରାସ୍ତ କରି ଟିଟିଗାଁ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଜୋନ୍ ଭୂର୍ଷାଗୁଡ଼ା ପଞ୍ଚାୟତ ଟିଟିସିଲେଟ ଗ୍ରାମର ପଡ଼ିଆରେ ଚାଲୁଥିବା ମା' ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କୁଳିଆପଡା ଓ
Read More...

ବିଧାୟକ ପାଣ୍ଠିରୁ ୭ ଗୋଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହଠାରେ ଆଜି ବିଧାୟକ ପାଣ୍ଠିରୁ ବ୍ଲକର ବିଭିନ୍ନ ପଞ୍ଚାୟତର ୭ ଗୋଟି ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି
Read More...