Daily Archives

ଗମ୍ଭାରୀଗୁଡ଼ାରେ ବିଶ୍ୱ ନାଟ୍ୟ ଦିବସ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ଗ୍ରାମରେ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଇଛି । ଯୁବ କଳାକାର ଭୀଷ୍ମରାଜ ମେହେରଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ଏନେଇ ଆୟୋଜିତ ସଭାରେ ଗଦାଧର ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି
Read More...

ବୈଚିତ୍ରମୟ ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ପରମ୍ପରା ଅତ୍ୟନ୍ତ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ଦୋଳପର୍ବ ଓଡ଼ିଶା ପ୍ରସିଦ୍ଧ ତଥା ରାଜ୍ୟର ଶ୍ରେଷ୍ଠ ବୋଲି ଜନମାନସରେ ମାନ୍ୟତା ଲାଭ କରିଛି । ଯାତ୍ରା କମିଟି ଦ୍ଵାରା ପରିଚାଳିତ ହୋଇଆସିଥିବା ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ଦୋଳ ମେଲଣ ଯାତ୍ରା ପାରମ୍ପରିକ
Read More...

ନିଜ ପୈତୃକ ଗାଁରୁ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସଂସଦୀୟ କ୍ଷେତ୍ରରୁ ନାମ ଘୋଷଣା ପରେ ଆଜି ନିଜ ପୈତୃକ ଗ୍ରାମ ଗାଇସିଲେଟରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ନିଜ ପୈତୃକ ଗ୍ରାମ ଗାଇସିଲେଟ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ସହ ଗ୍ରାମର ବରିଷ୍ଠ
Read More...

ସଂପର୍କ ଆୟୋଜିତ ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ୨୦୨୪ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍‌ ସର୍କଲଠାରେ ସଂପର୍କ ଆୟୋଜିତ ପାଞ୍ଚଦିନିଆ ଜାତୀୟ ନାଟକ ମହୋତ୍ସବ -୨୦୨୪ ଉଦ୍‌ଯାପିତ ହୋଇଯାଇଛି । ରିମ୍‌ସ ରାଉରକେଲାର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ଏହି ଉଦ୍‌ଯାପନୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ
Read More...

ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ ନନ୍ଦଙ୍କୁ ସ୍ଥାନୀୟ କଂଗ୍ରେସ ଭବନଠାରେ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ଅଶୋକ ନନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ଛାମୁଆ ସଂଗଠନ
Read More...

ଭୋଟରଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ନିର୍ବାଚନ ଆୟୋଗଙ୍କ ସି – ଭିଜିଲ୍ ଆପ୍

● ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏପର୍ଯ୍ୟନ୍ତ ଆପ୍ ଜରିଆରେ ହୋଇଛି ୭୯,୦୦୦ରୁ ଅଧିକ ଉଲଂଘନ ଅଭିଯୋଗ : ୯୯% ମାମଲାର ଫଇସଲା● ଅବାଧ, ନିରପେକ୍ଷ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଡିଜିଟାଲ୍‌ ପ୍ରଯୁକ୍ତି ଉପଯୋଗ ଲାଗି ନିର୍ବାଚନ ଆୟୋଗଙ୍କ ପଦକ୍ଷେପର ଏକ ଅଂଶ
Read More...

ଶିକ୍ଷକ ଗିରିଜା ଶଙ୍କର ରଥଙ୍କ ପରିବ୍ୟାପ୍ତ ପରିଧି ପୁସ୍ତକ ଲୋକାର୍ପିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର
Read More...

ବରଗଡ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକମାନେ ହେଲେ ବାଲେଶ୍ୱର ବାହାନଗା ବ୍ଲକ୍‌ ଦୀପକ ମଲ୍ଲିକ, ଗଞ୍ଜାମ ବେଳଗୁଣ୍ଠା ବ୍ଲକ୍‌ର ସୁଭମ ପ୍ରଧାନ, ଆଉ ଜଣେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ମାନସ
Read More...

ଗରିମା ପରିବାରର ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ମହିଳା ଅନୁଷ୍ଠାନ ଗରିମା ପରିବାର ତରଫରୁ ଷଷ୍ଠ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ମାସ ୨ତାରିଖ ଦିନ ସନ୍ଧ୍ୟା ୬ଟା ସମୟରେ ଭଞ୍ଜଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ସେକ୍ଟର୍‌ ୨ ସାହାନାଇ ମଣ୍ଡପଠାରେ ଆୟୋଜିତ ଏକ
Read More...

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ
Read More...