Daily Archives

ଦୂରସଞ୍ଚାର ବିଭାଗର ନାଁ ନେଇ ଲୋକଙ୍କୁ ମୋବାଇଲ ନମ୍ବର ବନ୍ଦ କରିବା ଲାଗି ଧମକ ଦେଉଥିବା କଲ୍ ସମ୍ପର୍କରେ ମାର୍ଗଦର୍ଶିକା…

● ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ବିଦେଶୀ ମୋବାଇଲ ନମ୍ବର (ଯେପରିକି +୯୨-xxxxx)ରୁ ହ୍ୱାଟ୍ସଆପ୍ କଲ୍ ମୋବାଇଲ୍‌ ନମ୍ବରର ଦୂରୁପଯୋଗ କରିବା ସମ୍ପର୍କରେ ସତର୍କ କଲେ● ସଞ୍ଚାର ସାଥୀ ପୋର୍ଟାଲର ଚକ୍ଷୁ ସନ୍ଦିଗ୍‌ଧ ଜାଲ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ କରିବା ସୁବିଧାରେ ଏଭଳି ଠକେଇ
Read More...

ମହିଳାମାନଙ୍କୁ ସଶକ୍ତ କରିବା ଆମ ବିଶ୍ୱର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ନିବେଶ ଅଟେ : ଉପରାଷ୍ଟ୍ରପତି

ଲିଙ୍ଗଗତ ସମାନତା ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏକ ନ୍ୟାୟ ପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜର ମୌଳିକ ନୀତି : ଉପରାଷ୍ଟ୍ରପତିନାରୀ ଶକ୍ତି ବନ୍ଦନ ଅଧିନିୟମ କାରଣରୁ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବା "ପୁରୁଷ ପ୍ରଧାନ ମାନସିକତା"କୁ ପରିବର୍ତ୍ତନ କରିବାରେ ସହାୟକ ହେବ ବୋଲି
Read More...

ବିଜେଡ଼ିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

ସଇଁତଲ, (ପ୍ରମୋଦ ସେଲମା) : ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ । ଗତକାଲି ସନ୍ଧ୍ୟାରେ ସେ କଂଗ୍ରେସ ଛାଡିଥିବା ବେଳେ ଶୁକ୍ରବାର ଭୁବନେଶ୍ୱରର ଶଙ୍ଖ ଭବନକୁ ଯାଇ ବିଜେଡ଼ିରେ ବିଦ୍ଧିବଦ୍ଧ ଭାବେ ସାମିଲ
Read More...

ବିଜେଡ଼ି ସୁପ୍ରିମୋଙ୍କୁ କୃତଜ୍ଞତା ଜଣାଇଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନାମ ଘୋଷଣା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି କଳିକେଶ । ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ବିଜେଡ଼ି
Read More...

ହିତାଧିକାରୀଙ୍କ ଭତ୍ତା ହଡ଼ପ୍‌ ଅଭିଯୋଗ କରାଯାଇଛି

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁର ବୃଦ୍ଧବୃଦ୍ଧା, ବିଧବା ଦିବ୍ୟାଙ୍ଗମାନଙ୍କ ଭତ୍ତା ଦୁର୍ନୀତି ହୋଇଥିବା ଭଳି ଭତ୍ତା ହିତାଧିକାରୀମାନେ ଏକ ସଙ୍ଗିନ ଅଭିଯୋଗ କରିଛନ୍ତି । ପାଉଥିବ ଭତ୍ତା ହିତାଧିକାରୀମାନଙ୍କ
Read More...

ସିଏନ୍‌ସିର ମୃଗାକ୍ଷୀଙ୍କୁ ସ୍ୱୟଂସିଦ୍ଧା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବାଦ ଡିଜିଟାଲ୍ ଓ ରେସ୍ ଫାଉଣ୍ଡେସନ୍ ଗୃପ୍‌ର ମିଳିତ ଆନୁକୁଲ୍ୟରେ ତୃତୀୟ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ବଲିଉଡ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ଉପସ୍ଥିତ ସଫଳ ମହିଳାମାନଙ୍କୁ ଜଣେ ଜଣେ ସ୍ୱୟଂସିଦ୍ଧା ବୋଲି ସମ୍ବର୍ଦ୍ଧିତ କରି କହିଥିଲେ ।
Read More...

ଗୁଡ଼୍‌ ଫ୍ରାଇଡେ଼’ ଅବସରରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗୁଡ଼୍‌ ଫ୍ରାଇଡେ଼’ । ସାରା ବିଶ୍ୱରେ ଆଜି ଖ୍ରୀଷ୍ଟ ସମାଜ ପକ୍ଷରୁ ଗୁଡ଼୍‌ ଫ୍ରାଇଡେ଼’ ପାଳନ ହେଉଛି । ଏହି ଅବସରରେ ବଲାଙ୍ଗିର କଲେଜଛକ ସ୍ଥିତ ମିଶନ୍‌ ପରିସରରେ ଖ୍ରୀଷ୍ଟ ସମାଜ ପକ୍ଷରୁ ମଧ୍ୟ ଗୁଡ଼୍‌ ଫ୍ରାଇଡେ଼’ ପାଳନ କରାଯାଉଥିବା ବେଳେ ଏକ ରକ୍ତଦାନ
Read More...

ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

ବଲାଙ୍ଗିର/ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ସ୍ଥାନୀୟ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବ୍ଲକ ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନ ସମ୍ମୁଖରେ ଥିବା ଗୁରମିତ ହୋଟେଲରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ଥାନୀୟ କକ୍ସ କଲୋନୀର ରାଜୁ କୁମାର(୨୮) ବିଦ୍ୟୁତ୍‌ ଆଘାତରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Read More...

ପଞ୍ଚସଖା ଗଳିରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଲଗୁନ ପୂର୍ଣ୍ଣମୀ ତିଥିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବଲାଙ୍ଗିର ବରପାଲି ପଡା ସ୍ଥିତ ପଞ୍ଚସଖା ଗଳିରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ସହିତ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତକାଲି ସନ୍ଧ୍ୟାରେ ତାଲପାଲି ପଡାରୁ ଭଗବାନ ଶ୍ରୀକୃଷ୍ଣ
Read More...