Daily Archives

ଏପ୍ରିଲ୍ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା

ଭୁବନେଶ୍ୱର : ଏପ୍ରିଲ୍ ୨ରୁ ଆରମ୍ଭ ନୂଆ ଶିକ୍ଷା ବର୍ଷ । ଏଥିସହ ସମେଟିଭ୍ ଆସେସ୍‌ମେଣ୍ଟ (ଏସ୍ଏ) -୨ ରେଜଲ୍ଟ ପ୍ରକାଶ କରାଯିବ । ପାଠପଢ଼ା ସହ ନାମଲେଖା ମଧ୍ୟ ଜାରି ରହିବ । ଏନେଇ ଗୁରୁବାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା
Read More...

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଛାଡି ଶଙ୍ଖ ଧରିବା ନେଇ ଚର୍ଚ୍ଚା : ପ୍ରାଥମିକ ସଦସ୍ୟ ଓ ଜିଲ୍ଲା…

ବଲାଙ୍ଗିର ସାଂସଦ ଟିକେଟ୍‌କୁ ନେଇ ଚର୍ଚ୍ଚା ସଇଁତଲା, (ପ୍ରମୋଦ ସେଲମା) : ଦୀର୍ଘ ୩୮ ବର୍ଷଧରି କଂଗ୍ରେସରେ ରହି ଆସିଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳ ଛାଡିଛନ୍ତି । ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।
Read More...

କାର ସହ ୫୦କେଜି ଗଞ୍ଜେଇ ଜବତ : ୨ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଅବକାରୀ ବିଭାଗ କାର ସହ ୫୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ତୁରୁଡା ଗାଁର ଶରତ ନାଏକ ଏବଂ କରଡିଙ୍ଗାବାହାଲ ଗାଁର ରଂଜନ ସିଂହ । ଜବତ କାରଟି ମନମୁଣ୍ଡା ପଟରୁ
Read More...

ନାତିର ଟାଙ୍ଗିଆ ଚୋଟରେ ଆଈ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ପଞ୍ଚାୟତ ତନ୍ତଗାଡ଼ ଗ୍ରାମରେ ନାତିର ଟାଙ୍ଗିଆ ଚୋଟରେ ଆଈର ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୮ଟାରେ ଉତ୍ତମ ସାହୁ(୨୫) ପାରିବାରିକ କଳହରୁ କ୍ରୋଧିତ ହୋଇ ନିଜ ଆଈ
Read More...

ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍‌ ଆନୁକୁଲ୍ୟରେ ପରିବେଶ ଶିକ୍ଷା ଅନ୍ତର୍ଗତ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ, ଇକୋ କ୍ଲବ୍‌ ଦାୟିତ୍ୱରେ ଥିବା ପ୍ରଧ୍ୟାପକ ଧୋବାଇ ଚରଣ ପଟେଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ
Read More...