Daily Archives

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଆର୍ଥିକ ସ୍ୱାକ୍ଷର ଏବଂ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପଦ୍ମପୁର ଷ୍ଟେଟ୍ ବ୍ୟାଙ୍କର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସ୍ୱାଗତ କରି
Read More...

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଆଂଚଳିକ ଭକ୍ତଗୋଷ୍ଠୀ ଆନୁକୁଲ୍ୟରେ ସପ୍ତମ ଭକ୍ତ ମିଳନ ଉତ୍ସବ ୨୦୨୪

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା ପଂଚାୟତର ସାଲେଡିଗ୍ରୀ (ଟିମନଭାଡି) ଗ୍ରାମରେ ଆଂଚଳିକ ଭକ୍ତ ଗୋଷ୍ଠୀ ଆନୁକୁଲ୍ୟରେ ସପ୍ତମ ଭକ୍ତ ମିଳନ ଉତ୍ସବ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶ୍ୱ ଶାନ୍ତି ଘୃତ ଯଜ୍ଞ, ଠାକୁରଙ୍କ ଭକ୍ତଗୋଷ୍ଠୀ ସ୍ତବ, ଷଢପୋଚାର ପୂଜା,
Read More...

କୁର୍ଲୁବାହାଲ ଗ୍ରାମର ଅସହାୟ ଦୁର୍ବଳ ମାଝୀଙ୍କ ପରିବାରଙ୍କୁ ମୁରିବାହାଲ ଡ୍ରାଇଭର ମହାସଂଘର ସହାୟତା ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଗରିବ ଅସହାୟ ଅବସ୍ଥାରେ ଥିବା ଦୁର୍ବଳ ମାଝୀଙ୍କ ପରିବାରଙ୍କୁ ଓଡ଼ିଶା ଡ୍ରାଇଭର ମହାସଂଘ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଦୁର୍ବଳ ମାଝୀଙ୍କ
Read More...

ବାନ୍ଧନଘୋର ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁଭଖମ୍ବ ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅଧିନସ୍ଥ ବାନ୍ଧନଘୋର ଗ୍ରାମରେ ମାଁ ମାହେଶ୍ୱରୀ ଦେବୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମହାସମାରୋହରେ ଶୁଭଖମ୍ବ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୁରୋଧା ଜମିଦାର ବିଧୂଭୂଷଣ ସିଂଦେଓ ଏବଂ ମୁଖ୍ୟ ଦେହେରୀ
Read More...

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମରେନ୍ଦ୍ରଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମ

ଅଂଚଳବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଆମର ଲକ୍ଷ୍ୟ ହେବ : ସମରେନ୍ଦ୍ରଅର୍ଥନୈତିକ ବିକାଶ ଲୋକଙ୍କ ଜୀବନ ଧାରଣର ମାନ ବଢାଇଥାଏ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଣେ ଲୋକ ପ୍ରତିନିଧି ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିଥାଏ । ଅଂଚଳର ଲୋକଙ୍କ ସର୍ବାଙ୍ଗିନ ବିକାଶ କରିବାର
Read More...

ମାର୍ଚ୍ଚ ୧୯ରେ ତାଲପାଲିପଡା ରାମଜୀମନ୍ଦିରର ରତ୍ନମୁଦ ସ୍ଥାପନ

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ରପାଣ୍ଠିରୁ ଚାଲିଛି କାମ ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗୀର ସହରର ୪ ନମ୍ବର ୱାର୍ଡର ତାଲପାଲିପଡାରେ ବହୁବର୍ଷ ଅବହେଳିତ ହୋଇପଡିରହିଥିବା ମନ୍ଦିରର ପୁନଃନିର୍ମାଣ ଚାଲିଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିରକାମ
Read More...

ଦୋଳ ପୂର୍ଣ୍ଣିମା ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲ୍ଲୁପାଲି ସ୍ଥିତ ମା' ସମଲେଶ୍ୱରୀଙ୍କ ପୀଠଠାରେ ଚଳିତ ମାସ ୨୫ ତାରିଖରେ ପାଳିତ ହେବାକୁ ଥିବା ଦୋଳ ପୂର୍ଣ୍ଣିମା ମହୋତ୍ସବ ପାଳନ ଉପରେ ଏକ ପ୍ରସ୍ତୁତି ବୈଠକ
Read More...

ମାନବିକତା ପକ୍ଷରୁ ଭୂମିଷ୍ଠ ପ୍ରଣାମ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ମାନବିକତା ପରିବାର ପକ୍ଷରୁ ଭଞ୍ଜଭବନ ପ୍ରେକ୍ଷାଳୟରେ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ଅନନ୍ୟ କାର୍ଯ୍ୟକ୍ରମ ଭୂମିଷ୍ଠ ପ୍ରଣାମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୭୦୦ରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ । ପୂର୍ବରୁ ବରିଷ୍ଠ
Read More...

ଶ୍ରୀରାଧାକୃଷ୍ଣ ମନ୍ଦିର ଆନୁକୂଲ୍ୟରେ ଅଷ୍ଟପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ମହାବୀରପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରଦ୍ଧାର ସହ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଉତ୍ସାହ ମଧ୍ୟରେ ନାମଯଜ୍ଞ ପାଇଁ କମିଟିର ସଦସ୍ୟମାନେ ସଂକଳ୍ପ ନେଇ ବୁଧବାର ଦିନ ପବିତ୍ର ପୁଷ୍କରିଣୀରୁ
Read More...

ଓଡ଼ିଶା ସାମ୍ବାଦିକ ୟୁନିଅନର କଳାବ୍ୟାଚ ଧାରଣ

ସାମ୍ବାଦିକ ସୁରକ୍ଷା, ସାମାଜିକ ନିରାପତ୍ତା ଓ ପେନ୍‌ସନ୍‌ ପାଇଁ ଦାବୀପତ୍ର ପ୍ରଦାନ ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ଆହ୍ଵାନ କ୍ରମେ ଆଜି ସାରା ଓଡ଼ିଶାରେ ସାମ୍ବାଦିକମାନଙ୍କ ସୁରକ୍ଷା, ସାମାଜିକ ନିରାପତ୍ତା ଓ ପେନ୍‌ସନ୍‌ ଦାବିରେ କଳାବ୍ୟାଚ୍ ଧାରଣ
Read More...