Daily Archives

ବାହାରେ ପଡିଥିବା ପଚାସଢା ଖାଦ୍ୟ ଖାଇ ବୁଲା ଗାଈଗୋରୁଙ୍କ ଯାଉଛି ଜୀବନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ କହିଲେ ନସରେ । ବିଚ୍‌ ରାସ୍ତା ଉପରେ, ସହରର ମୁଖ୍ୟ ଛକମାନଙ୍କରେ ତାଙ୍କ ନାଁରେ ରେଜିଷ୍ଟ୍ରି କଲା ପ୍ଲଟ ଭଳି ଛିଡା ହୋଇଥାନ୍ତି, ଇଚ୍ଛା ହେଲେ ବିଚ୍‌ ବଜାର ଉପରେ ଶୋଇ ପଡିଥାନ୍ତି । ଯେଉଁଠାରେ
Read More...

ମା’ଙ୍କ କିଡ୍‌ନୀରେ ବଞ୍ଚିବ ପୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନେ ଗର୍ଭରେ ଦଶ ମାସ ଧରି ପୁଅକୁ ଜନ୍ମ ଦେଇଥିଲେ ମା' । ଛାତିରୁ ନିଗାଡ଼ି ପୁଅ ମୁହଁରେ ଦେଇଥିଲେ ଅମୃତ ତୁଲ୍ୟ କ୍ଷୀର । ପୁଅ ସଂସାରରେ ବଢ଼ିବ, ଖେଳିବ ପୁଣି ତାର ଏକ ସଂସାର ଗଢ଼ିବ ପୁଅ ବୋଲି ମା' ଦେଖିଥିଲେ ସ୍ୱପ୍ନ । ସେୟା ବି ହେଲା । ପୁଅ ବଡ଼ ହେଲା,
Read More...

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୨୬୯ ପଦକ ପାଇଁ ଅର୍ଥରାଶି ପୁରସ୍କାର

୨୦ଟି କ୍ରୀଡ଼ା ବର୍ଗରେ କ୍ରୀଡ଼ାବିତଙ୍କୁ ୫୬ ଲକ୍ଷ ୯୩ ହାଜର ଟଙ୍କାର ପୁରସ୍କାର ରାଶି ଭୁବନେଶ୍ୱର : ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ଅର୍ଥରାଶି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିରେ ୨୬୯
Read More...

ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟିଶୂନ୍ୟ କରିବା ନିମନ୍ତେ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀମାନଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟିଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲାପ୍ରଶାସନ ପକ୍ଷରୁ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଯାଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା
Read More...

ଉଦନ୍ତୀ ମହୋତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି ସିନାପାଲି ସହର

ସିନାପାଲି, (ନିରାକାର ମେହେର) : ସିନାପାଲି ଅଂଚଳର କଳା, ସାହିତ୍ୟ, ସଂସ୍କୃତିର ମହାପର୍ବ ଉଦନ୍ତୀ ମହୋତ୍ସବ ଆଜିଠାରୁ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ଅଂଚଳର ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳକୁ ନେଇ ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା
Read More...

ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ପ୍ରତିବାଦରେ ସାମ୍ବାଦିକଙ୍କ କଳାବ୍ୟାଚ ପରିଧାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାମ୍ବାଦିକମାନଙ୍କ ନ୍ୟାୟିକ ଦାବୀ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଯଥେଷ୍ଠିତ ଦାବୀକୁ ଅଣଦେଖା କରିବା ଘଟଣାକୁ ଗୁରୁତର ଭାବେ ନେଇଛି ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ । ଏହି
Read More...

ପରୀକ୍ଷା ଦେଲାନି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ

ବଲାଙ୍ଗିର : ପରୀକ୍ଷା ଦେଲାନି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ । ଏପରି ଏକ ଖବର ଏବେ ସାମ୍ନାକୁ ଆସିଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବୁଧବାର ପରୀକ୍ଷା ଦେଇନଥିବା ବେଳେ ଶାରୀରିକ ଅସୁସ୍ଥତା ଥିବା ଦର୍ଶାଇ ସେ
Read More...

ଗ୍ରାମ-ପଞ୍ଚାୟତସ୍ତରୀୟ ପିଅନଙ୍କୁ ପାରିଶ୍ରମିକ ବୃଦ୍ଧି ପାଇଁ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ରେ ୫୦୩ ଗ୍ରାମପଞ୍ଚାୟତସ୍ତରରେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରାପ୍ୟ ଅତ୍ୟନ୍ତ ନିମ୍ନସ୍ତରର ରାଶି ଅଟେ । ଯାହାକି ପଞ୍ଚାୟତ ଅଫିସରେ କାମ କରି ବର୍ଷ ବର୍ଷ ସଂଖ୍ୟାରେ ଦିନ ବିତି
Read More...

ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଜିଠୁ ଆରମ୍ଭ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା କାର୍ଯ୍ୟରେ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି ହୋଇଥିବା ବେଳେ ୧୪ ଦିନ ଧରି ଚାଲିବ ଏହି
Read More...

ମୁରିବାହାଲରେ ଜେସିବିରେ କାକାଙ୍କ ଘର ଭାଙ୍ଗି ମାଟିରେ ମିଶାଇଦେଲା ସାମ୍ବାଦିକ ତଥା ଫାର୍ମାସିଷ୍ଟ
ପୁତୁରା :

ବଲାଙ୍ଗିର, (ଦୁର୍ଗାନନ୍ଦ ମହାକୁର) : ନିଜକୁ କେତେବେଳେ ଜଣେ ବଡ ସାମ୍ବାଦିକ ତଥା ବ୍ଲକ ସାମ୍ୱାଦିକ ସଂଘର ସଭାପତି ତ ଆଉ କେତେବେଳେ ଫାର୍ମାସିଷ୍ଟ ପାଠ ପଢି ନିଜକୁ ଡ଼ାକ୍ତର ତ ଆଉ କେତେବେଳେ ଶାସକ ଛାତ୍ର ବିଜେଡିର ଜଣେ କର୍ମକର୍ତା କହି ଲୋକପ୍ରତିନିଧି ଓ ସରକାରୀ ଅଫିସରଙ୍କୁ ଧମକଚମକ
Read More...