Daily Archives

ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ କାର ଦୁର୍ଘଟଣାର ଶିକାର ହେଲେ ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର : ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ କାର ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ନେଇ ଖବର ମିଳିଛି । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ରେଢାଖୋଲ ଓ ପରେ ସମ୍ବଲପୁର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି
Read More...

ଷୋଳହ ପ୍ରହରୀ ନାମ ଯଜ୍ଞରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମାଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ସର୍ଦାପୁର ଗ୍ରାମରେ ଷୋଳହ ପ୍ରହରୀ ନାମ ଯଜ୍ଞ ଗ୍ରାମବାସୀଙ୍‌ଙ୍କ ଦ୍‌ଦ୍ୱାରା ଆୟାଜିତ ହୋଇଯାଇଛି । ଆୟୋଜିତ ଷୋଳହ ପ୍ରହରୀ ନାମ ଯଜ୍ଞରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀ ଯୋଗଦାନ କରି ଭଗବାନ
Read More...

ଏନଏସି ମାନ୍ୟତା ଦାବିରେ ୨୪ ଘଣ୍ଟିଆ ଗଜପତି ଜିଲ୍ଲା ମୋହନା ବନ୍ଦ ଡାକରା ଦେଇଛି ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି

ଗଜପତି : ଏନଏସି ମାନ୍ୟତା ଦାବିରେ ୨୪ ଘଣ୍ଟିଆ ଗଜପତି ଜିଲ୍ଲା ମୋହନା ବନ୍ଦ ଡାକରା ଦିଆଯାଇଥିବା ନେଇ ଖବର ମିଳିଛି । ତେବେ ଏହି ବନ୍ଦ ଡାକରା ଦେଇଛି ମୋହନା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି । ଆଜି ସକାଳ ୬ ଟାରୁ ଆସନ୍ତା କାଲି ସକାଳ ୬ ଟା ପର୍ୟ୍ୟନ୍ତ ମୋହନାର ସମସ୍ତ ଦୋକାନ ବଜାର ବନ୍ଦ
Read More...

ବଲାଙ୍ଗିର ପ୍ରୋଜେକ୍ଟ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ

ବଲାଙ୍ଗିର : ବଲାଙ୍ଗିର କଲେଜ ଛକ ନିକଟ ପ୍ରୋଜେକ୍ଟ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ । ସ୍କୁଲରେ ଶିକ୍ଷକ ଅଭାବ ଥିବା ବେଳେ ଏହି ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍‌ରେ ଅନ୍ୟ ସ୍କୁ‌ଲକୁ ନିଆଯାଇଛି । ଏ ସମ୍ପର୍କରେ
Read More...

ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ

ସୁନ୍ଦରଗଡ : ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି । ୪ ରୁ ୫ଜଣ ମୁଖା ପିନ୍ଧା ଯୁବକ ଆସି କଲେ ଅତର୍କିତ ଭାବେ ଗୁଳି ଚାଳନା କଲେ ଓ ଫେରାର୍‌ ମାରିଲେ । ତେବେ ଏହି ଘଟଣା ଟି ସୁନ୍ଦରଗଡ- ବଡ଼ଗାଁ- କୁତ୍ରା ମଝି ରାସ୍ତା ରାଜ୍ୟରାଜପଥ ନଂ. ୧୦ ବିଜୁ ଏକ୍ସପ୍ରେସ ୱେରେ
Read More...

ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କୁ…

ବଲାଙ୍ଗିର : ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟି ଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ
Read More...

କିଛି ଦିନର ନୀରବତା ପରେ ପୁଣି ବେଆଇନ ଖଇର କାଠ ଚାଲାଣ ହେବାକୁଥିଲା : ମାଡ଼ି ବସିଲା ଖପ୍ରାଖୋଲ ବନବିଭାଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନ ବିଭାଗ ଗତ ୭ ତାରିଖ ଦିନ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିବା ବେଳେ ଏହାର ସାତଦିନ ପରେ ପୁଣି ବିପୁଳ ପରିମାଣର ଖଇର କାଠ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ
Read More...