Daily Archives

ସମ୍ୱିତ୍ ନାହାକଙ୍କ ୪ର୍ଥ ଜନ୍ମ ବାର୍ଷିକ ଅବସରରେ ରକ୍ତଦାନ ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରରେ ଶିଶୁ ସମ୍ବିତ୍‌ର ଜନ୍ମଦିନ ଅବସରରେ ଗୁରୁବାର ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ନାହାକ ପରିବାର ତରଫରୁ ସୁଶାନ୍ତ ନାହାକ ଓ ସୁମିତ୍ରା ନାହାକଙ୍କ ପୁତ୍ର ସମ୍ବିତ୍
Read More...

୨୩ତମ ଜାତୀୟ ସବ୍‌ ଜୁନିୟର ଉଷୁ ପ୍ରତିଯୋଗିତାରେ ଓଡିଶା ଦଳରେ ବଲାଙ୍ଗିରରୁ ସୁହାନୀ ଗୁରହାଣ୍ଡି ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ୨୬ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାମ୍ମୁଠାରେ ହେବାକୁ ଥିବା ୨୩ତମ ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ସର୍ବମୋଟ ୪୬ ଜଣ ବାଳକ, ବାଳିକା ଆସନ୍ତା ୨୪ ତାରିଖଖୁ ଟାଟା ନଗର ଠାରୁ ଯାତ୍ରା ଆରମ୍ଭ କରିବେ ।
Read More...

ଆଇଆର୍‌ଇଏଲ୍ ସୌଜନ୍ୟରେ ପୋଡ଼ାପଦର ଠାରେ ସ୍ୱାସ୍ଥ୍ୟ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଆୟୋଜିତ
Read More...

ଡେଙ୍ଗ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳିତ

ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳର ଉପାଦେୟତା ସମ୍ପର୍କରେ ସଚେତନତା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡୟକ୍ରସ ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର
Read More...

ଖପ୍ରାଖୋଲରେ ଲୋକପାଳ : ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗକୁ ନେଇ ତଦନ୍ତ କଲେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌କୁ ଲୋକପାଳ ସଚ୍ଚିଦାନନ୍ଦ ହନୁମାନ ପହଂଚି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତା ଅଭିଯୋଗର ତଦନ୍ତ କରିଥିଲେ । ଅଭିଯୋଗ ଦୁଇଟି ହେଲା ତେଲେନପାଲି ପଂଚାୟତ ଡୁଡୁକିପଦର ଗାଁ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଭାପତି ଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମୁଖ୍ୟ ଅତିଥି ସୁଧାଂଶୁ ଶେଖର ବାବୁ,
Read More...

ଗଞ୍ଜାମ ସହରରେ ମା’ ଭୈରବୀ ଠାକୁରାଣୀ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ମା' ଭୈରବୀ ଠାକୁରାଣୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଦ୍ୟ ବାଜଣା ସହକାରେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ କଳସ ଯାତ୍ରା ଏକ ଶୋଭାଯାତ୍ରା ଯଜ୍ଞ
Read More...

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ବେହେରାଙ୍କ ମାତା ତଥା ବାଲିଛଡା ଗୌନ୍ତିଆ ସ୍ୱର୍ଗତ ପଦ୍ମକିଶୋର ବେହେରାଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ବେହେରାଙ୍କ ଗୁରୁବାର ସନ୍ଧ୍ୟାରେ ତାଙ୍କ ଇଚ୍ଛାପୁର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ଜଣେ ଧର୍ମ
Read More...

ଦୋଳପୂର୍ଣ୍ଣିମା ପାଇଁ କର୍ମେଲି ଗାଁ ଉତ୍ସବ ମୁଖର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କର୍ମେଲି ଗ୍ରାମର ପଲ୍ଲୀଶ୍ରୀ ଦୋଳ ଉତ୍ସବ ପାଳନ କମିଟି ଦ୍ଵାରା ଆୟୋଜିତ ଦୋଳ ଉତ୍ସବ ପାଳନ ସାଂସ୍କୃତିକ ମଞ୍ଚରେ ୬୨ତମ ଉତ୍ସବ ମହାସମାରୋହରେ ଉଦ୍‌ଘାଟନ ସହ ପ୍ରଭୁ ରାଧାକୃଷ୍ଣଙ୍କ ସୁଶୋଭିତ ନଗର ପରିକ୍ରମାର ମଧ୍ୟ ଶୁଭାରମ୍ଭ
Read More...

ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜାତୀୟ ସବ୍‌ ଜୁନିଅର ଅସି ଚାଳନା ପ୍ରତିଯୋଗିତାରେ ଓଡିଶା ଦଳରେ ୧୯ ଜଣ ଖେଳାଳି ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଅସି ଚାଳନା ସବ୍‌ ଜୁନିଅର ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରୀଡା ବିଭାଗ ଓଡିଶାଙ୍କ ସହଯୋଗରେ ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସରେ ଗତ ୨ ମାର୍ଚ୍ଚରୁ ରାଜ୍ୟ ଅସି ଚାଳନା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି
Read More...