Daily Archives

ଏନ୍‌ଏସି ମାନ୍ୟତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଇଁତଲାବାସୀ

ସଇଁତଲା, (ପ୍ରମୋଦ ସେଲମା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ତାରିଖରେ ସଇଁତଲାକୁ ଏନ୍‌ଏସି ମାନ୍ୟତା ଘୋଷଣା ପରେ ଗୁରୁବାର ନବୀନ ନିବାସଠାରେ ସଇଁତଲା ସରପଞ୍ଚ ଇଂ ସୁବ୍ରତ ନାଗ, ଓକିଲ ସଙ୍ଘ ସଭାପତି ମାଭଞ୍ଜନ ପାଣିଗ୍ରାହୀ ଓ ଆଦିବାସୀ କଲ୍ୟାଣ ସଙ୍ଘ ବ୍ଲକ ସଭାପତି ସନ୍ତୋଷ ପୁଟାଙ୍କ
Read More...

ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ଓ ସିରୋଲ ହାଇସ୍କୁଲ ସହ ବ୍ଲକର ସମସ୍ତ ବିଦ୍ୟାଳୟରେ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ତତ୍ଵାବଧାନରେ ତଥା ସ୍କୁଲ ଆଲୁମନି କମିଟି ସଭାପତି ତଥା ଡିଗ୍ରୀ କଲେଜର
Read More...

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପ୍ରଦାନକୁ…

୪୯.୧୮ ଲକ୍ଷ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ହେବେ ଉପକୃତ୪% ଲାଭ ପାଇଁ ରାଜକୋଷରୁ ଖର୍ଚ୍ଚ ହେବ ବାର୍ଷିକ ୧୨,୮୬୮.୭୨ କୋଟି ଟଙ୍କା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ
Read More...

ବାବେଜୁରୀ ମହାଶିବରାତ୍ରୀ ମେଳା ଉପଲକ୍ଷେ ଅନୁଷ୍ଠିତ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମର ହରଗୌରୀ ମନ୍ଦିରଠାରେ ଅନୁଷ୍ଠିତ ହେବାକୁ ଥିବା ନାମଯଜ୍ଞ ପାଇଁ ମହିଳାଙ୍କ ଦ୍ୱାରା ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂଜକ ରୂପେ ପ୍ରଦୁମ୍ନ ଖମାରୀ
Read More...

ଶୋକ ସଭାରେ ସାଥୀକୁ ଝୁରିଲେ ସାଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରକୃତ ସାଥୀ କେବେ ସାଥୀକୁ ଭୁଲେ ନାହିଁ । ସାଥୀ ସବୁ ବେଳେ ସାଥୀ ହୃଦୟରେ ଚିରକାଳ ରହିଥାଏ । ସ୍ଥାନୀୟ ବେରବୋଇ ଗ୍ରାମ ପଞ୍ଚାୟତ ଅଧୀନ ଆୟୁତନଡୁଆ ଗାଁର ଜଣାଶୁଣା ଟିଭି ମେକାନିକ୍ ତଥା ଜଣେ ମେଳାପି ଯୁବକ ସନ୍ତୋଷ କୁମାର ଦାଶଙ୍କ ଅକାଳ ବିୟୋଗରେ
Read More...

ମୁରିବାହାଲରେ ନୂତନ ତହସିଲଦାର ରୂପେ ଜଗଦୀଶ କାରତ୍ତାମିଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ନୂତନ ତହସିଲଦାର ରୂପେ ଜଗଦୀଶ କାରତ୍ତାମି ଆଜି ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । କାରତ୍ତାମି ଏହା ପୂର୍ବରୁ ବଲାଙ୍ଗିର
Read More...

ନୂତନ ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼. ଅଜୟ କୁମାର ତ୍ରିପାଠୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହାକୁ ନେଇ ନୂତନ ଅଧ୍ୟକ୍ଷଙ୍କୁ ଏହି କଲେଜର ପୁରାତନ ଛାତ୍ର ସଂସଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୁରାତନ
Read More...

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୨୪ ନିର୍ବାଚନ ପରେ ଗଠିତ ବଲାଙ୍ଗିର ନାଗରିକ କମିିଟିର କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ ସ୍ଥାନୀୟ ରେଳ ଉପଭୋକ୍ତା ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠାନର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ଉନ୍ନତି କଳ୍ପେ
Read More...

ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ

ଗତ ୨୦ ବର୍ଷ ମଧ୍ୟରେ ଓଡିଶାର ‘ମା’ମାନେ ବହୁତ ଆଗକୁ ଆସିପାରିଛନ୍ତିମା’ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ଆମର ଉଦ୍ୟମ ଜାରି ରହିଛିମା’ମାନଙ୍କ ପାଖରେ ବହୁତ ସମ୍ଭାବନା ରହିଛି,ଦୃଢ ନିଶ୍ଚୟ ହେଲେ ସେମାନେ ବହୁତ କିଛି ହାସଲ କରିପାରିବେମିଶନ ଶକ୍ତି
Read More...

ପୋଲିସ ହାଇସ୍କୁଲ ବଲାଙ୍ଗିରରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ଅର୍ପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଯେଉଁମାନେ ବିଦ୍ୟାଳୟକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଏଥି ପାଇଁ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିରାଟ କେଶରୀ
Read More...