Daily Archives

ମହିଳା ଦିବସରେ ଲକ୍ଷ୍ୟଭେଦ ପ୍ରତିଯୋଗିତା

ଆରକ୍ଷଣ ୩୩% ୨୦୨୪ ଉପରେ ମହିଳାମାନେ ଲକ୍ଷ୍ୟ ଭେଦ କରିଥିଲେ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନ୍ୟାସ୍‌ନାଲ୍‌ ୟୁନିଅନ୍‌ ଅଫ୍‌ ବ୍ୟାକୱାର୍ଡ କ୍ଲାସ ଓ କଳାହାଣ୍ଡି ବିକାଶ ପରିଷଦର ମିଳିତ ଆୟୋଜନରେ ଗୁରୁବାର ଦିନ ମହିଳା ଦିବସ ପାଳନ କରାଯାଇଛି । ପଛୁଆ ବିଶେଷକରି ଏସ୍‌ସି, ଏସ୍‌ଟି
Read More...

ମାଟିଆଭଟା ପଞ୍ଚାୟତରେ ମନରେଗା ଯୋଜନା କାମରେ ନକଲି କାର୍ଯ୍ୟାଦେଶ ଦେଇ ନିରୀହ ଚାଷୀଙ୍କୁ ଠକିଛନ୍ତି ସରପଞ୍ଚ ଏବଂ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଏହି ଯୋଜନା ମାଧ୍ୟମରେ ଅନେକ କାମ ହେଉଥିଲେ ବି ଗରିବ ଚାଷୀ ନିଜ ଜମିରେ
Read More...

ପଦ୍ମପୁର ବିଧାନସଭାରେ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପର ବିଧାନସଭା ପଦ୍ମପୁରର ଟାଉନ ହଲ୍, ପାଇକମାଲର ଆଇଓସିଏଲ୍‌ ଗେଷ୍ଟ୍‌ ହାଉସ ଏବଂ ଝାରବନ୍ଧ ବ୍ଲକର ଡଭା ଗ୍ରାମର ସାହୁ କଲ୍ୟାଣ ମଣ୍ଡପଠାରେ ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ନାରୀଶକ୍ତି ବନ୍ଦନ ମୋଦୀଜୀଙ୍କ ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଶୁଭ ଉଦ୍‌ଘାଟନ

ଜିଲ୍ଲାର ଭିନ୍ନକ୍ଷମଙ୍କୁ ମିଳିବ ସ୍ୱତନ୍ତ୍ର ଚିକିତ୍ସା, ସହାୟତା ଓ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ତରଫରୁ ଆଜି ଜିଲ୍ଲାର ସଦର ମହକୁମାଠାରେ ଡିଡିଆର୍‌ସି କେନ୍ଦ୍ରର ଶୁଭ ଉଦ୍‌ଘାଟନ କେନ୍ଦ୍ରମନ୍ତ୍ରୀ ସାମାଜିକ
Read More...

ବିଦ୍ୟାଳୟସ୍ତରୀୟ ମୋ ସ୍କୁଲ ଅଭିଯାନରେ ଧନ୍ୟବାଦ ଉତ୍ସବ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ମୋ ସ୍କୁଲ ଅଧ୍ୟକ୍ଷ ପଞ୍ଚୁଦେବ ସାହୁଙ୍କ ସଭାପତିତ୍ୱରେ ମୋ ସ୍କୁଲ ଅଭିଯାନ ତରଫରୁ ଧନ୍ୟବାଦ ଉତ୍ସବ ପାଳିତ
Read More...

ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ହଟାଓ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ହଟାଓ ଦାବି ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
Read More...

ପୂର୍ବତନ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମୋ ସ୍କୁଲ ଅଭିଯାନ ତରଫରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗନ୍ଧର୍ଲାରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗନ୍ଧର୍ଲା ଗ୍ରାମ
Read More...

ଟାଟା ଚା’ କମ୍ପାନୀ ସମ୍ମୁଖରେ ଏ.ପି.ପି.ଏଲ୍. କର୍ମଚାରୀ ୟୁନିୟନ ପକ୍ଷରୁ ୪ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର୍ ସଂଘ ସହ ଅନୁବନ୍ଧିିତ ଏ.ପି.ପି.ଏଲ୍ କର୍ମଚାରୀ ୟୁନିୟନ ତରଫରୁ ୪ଦଫା ଦାବି ନେଇ ଗୁରୁବାର ଟାଟା ଚା' ପ୍ଲାଣ୍ଟ ଆଗରେ ଆନ୍ଦୋଳନ କରି ଟାଟା-ପ୍ଲାଣ୍ଟ କର୍ମଚାରୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଞ୍ଜାମ ଜିଲ୍ଲା
Read More...

୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ ଦେଓଗାଁ ବିଆର୍‌ସି

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ ଦେଓଗାଁ ବିଆର୍‌ସି । ପାଂଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବିଆର୍‌ସି ମଧୁସୂଦନ ପଟେଲ ବୋଲି ଖବର ମଳିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ପ୍ୟାଲେସ
Read More...

ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ଉପଭୋକ୍ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଜୟପାଟଣା, (ଶେଷଦେବ ବେହେରା) : ସମଗ୍ର ଅଞ୍ଚଳରେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ବଢ଼ି ଚାଲିଥିବା ବେଳେ ଆଜି ଶତାଧିକ ଉପଭୋକ୍ତା ଜୟପାଟଣା ସମିତି ସଭ୍ୟା ରଶ୍ମିତା ଦୂରିଆଙ୍କ ନେତୃତ୍ୱରେ ଜୟପାଟଣା ତହସିଲଦାର ଓ ବିଡିଓଙ୍କୁ ଦଶଦଫା ଦାବୀକୁ ନେଇ
Read More...