Daily Archives

ସର୍ଭିସ ପ୍ରୋଭାଇଡର୍‌ ଏଜେନ୍ସି ଗୁଡିକ ଜରିଆରେ ବିଭିନ୍ନ ବିଭାଗରେ କାମ କରୁଥିବା ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀମାନଙ୍କ…

ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ ସ୍ଥିର କରାଯିବପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ଟଙ୍କା ମିଳିବ ଭୁବନେଶ୍ୱର : ସର୍ଭିସ ପ୍ରୋଭାଇଡର୍‌ ଏଜେନ୍ସି ଦ୍ୱାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀମାନଙ୍କ ପାଇଁ
Read More...

ରାଜନୀତିରେ ନ ଥାଇ ବି ଲୋକଙ୍କ ସେବା କରିବି : ନରସିଂହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦୀର୍ଘଦିନ ଧରି ଗୋଟିଏ ଦଳ କ୍ଷମତାରେ ରହିଲେ ଅହମିକା ବଢ଼ି ଯାଇଥାଏ । ତେଣୁ ସମୟ ବ୍ୟବଧାନରେ ଲୋକେ ନିର୍ବାଚିତ ସରକାରଙ୍କୁ ପରିବର୍ତ୍ତନ କରିବା ଦରକାର ବୋଲି ଲୋଇସିଂହା ବ୍ଲକ ମାଗୁରବେଡାଠାରେ ଆୟୋଜିତ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟନ ଅବସରରେ
Read More...

କାର ଦୁର୍ଘଟଣାରେ ଜଣେ ଗୁରୁତର

ମନମୁଣ୍ଡା : ମନମୁଣ୍ଡା ଥାନା ୫୭ନଂ ଜାତୀୟ ରାଜପଥ ମହେଶ୍ୱରପିଣ୍ଡା ଛକ ନିକଟରେ ଏକ ଦୁର୍ଘଟଣା ଘଟିଯାଇଛି । ମଙ୍ଗଳବାର ସନ୍ଧ୍ୟା ସମୟରେ କାର ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଖବରପାଇ ମନମୁଣ୍ଡା ପୋଲିସ
Read More...

ଗଞ୍ଜେଇ ଜବତ, ମହିଳା ଗିରଫ

ଭୁବନେଶ୍ୱର : ସାଲିଆସାହିରେ ଅବକାରୀ ମୋବାଇଲ ୟୁନିଟ୍‌ ପକ୍ଷରୁ ଆଜି ଚଢ଼ଉ କରାଯାଇ ୮ କିଲୋ ଗଞ୍ଜେଇ ଜବତ କରାଯିବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ହେଲେ ବିମଳା ସାହୁ । ସୂଚନା ଅନୁଯାୟୀ, ଆଜି ସକାଳେ ମୋବାଇଲ ୟୁନିଟ୍‌ ପକ୍ଷରୁ ସାଲିଆସାହି ଅଞ୍ଚଳରେ ପେଟ୍ରୋଲିଂ
Read More...

ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର : ବନ୍ଦ ଘରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ମୃତକ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଲୋକନାଥପୂର ଗ୍ରାମର ଲକ୍ଷ୍ମି ଖୁଣ୍ଟିଆ (୨୦) । ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସିଡି ଘରର
Read More...

ରାଜ୍ୟର ୫ଟି ସ୍ଥାନରେ ଇଡିର ରେଡ୍‌

ଭୁବନେଶ୍ୱର : କିଛି ଦିନ ପରେ ପୁଣି ଫେରିଛି ଅର୍ଥତତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା । ଭୁବନେଶ୍ୱର ସମେତ ରାଜ୍ୟର ୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ସ୍ଥାନରେ ଏବଂ କାହା କାହା ଘରେ ଚଢାଉ ଚାଲିଛି, ସେନେଇ କିଛି ସ୍ପଷ୍ଟ
Read More...

ବାଇକ୍‌-ଟ୍ରକ ମଧ୍ୟରେ ଧକ୍କା : ୨ ଗୁରୁତର

ପାଟଣା : ବାଇକ୍‌କୁ ଧକ୍କା ଦେଲା ଟ୍ରକ । କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ ନମ୍ବର ରେଙ୍ଗାଳବେଡା ନିକଟରେ ସଡ଼କ ଦୁର୍ଘଟଣା । ଖବର ଅନୁଯାୟୀ ବାପା-ପୁଅ ଦୁଇ ଜଣ ବାଇକ୍‌ରେ କୌଣସି କାମରେ ଯାଉଥିଲେ । ଏହି ସମୟରେ ରେଙ୍ଗାଳବେଡା ନିକଟରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ
Read More...

ସ୍ତ୍ରୀକୁ ଇଟାରେ ଛେଚି ହତ୍ୟା ଉଦ୍ୟମ

ଭୁବନେଶ୍ୱର : ସ୍ତ୍ରୀକୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ତାଙ୍କ ନାମ ଟୁଟୁ ପ୍ରଧାନ (୩୫) । ଘର ଡୁମୁଡୁମା ରଘୁନାଥନଗର । ଟୁଟୁ ସବୁବେଳେ ଅଧିକ ଯୌତୁକ ଦାବିକରି ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲେ । ଗତକାଲି
Read More...

ଭୁବନେଶ୍ୱର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କାଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏହି ଭବନ ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି

ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ବୃଦ୍ଧିଆଶା କର୍ମୀଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭ ହଜାର ଟଙ୍କାକୁ ବୃଦ୍ଧି,ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ପରିମାଣ ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧିଉପକୃତ ହେବେ ୪୯,୫୨୨ ଆଶା କର୍ମୀରାଜ୍ୟ ସରକାର ବର୍ଷକୁ ଖର୍ଚ୍ଚ କରିବେ ୨୦୮ କୋଟି
Read More...