Daily Archives

ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୪୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଶାନ୍ତି, ପ୍ରେମ, କରୁଣା ଓ ସମସ୍ତ ମାନବ ସମାଜର କଲ୍ୟାଣ ନିମନ୍ତେ ସନ୍ଦେଶ ପ୍ରଦାନ କରିଥିବା ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୪୭ ତମ ଜନ୍ମଦିନ ମହାସମାରୋହରେ ଭବାନୀପାଟଣା ଟାଉନ ହଲ୍‌ଠାରେ ପାଳିତ ହୋଇଯାଇଛି । ଆୟୋଜକ ଗୁରୁ ରବିଦାସ ଚମାର ସମାଜ ସେବା
Read More...

ସୁପ୍ରଭା ଦେବୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ସକାଳ ୮ଟାରେ ପଦ୍ମପୁର ଅବସରପ୍ରାପ୍ତ ଜିଲ୍ଲା ଜଜ୍ ହରିହର ଶତପଥୀଙ୍କ ସହଧର୍ମିଣୀ ଶ୍ରୀମତୀ ସୁପ୍ରଭା ଶତପଥୀ ପଦ୍ମପୁର ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କଲେ । ସେ ଜଣେ ଧର୍ମପରାୟଣା, ସହାନୁଭୂତି ସମ୍ପନ୍ନା, ପରୋପକାରୀ ଓ ସ୍ନେହୀ ମହିଳା ଥିଲେ
Read More...

ଆର୍‌ସିଡିସିର ୩୧ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଲାଲଟିକ୍ରାର ରାଧିକାନଗରଠାରେ ଆର୍‌ସିଡିସିର ୩୧ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର୍‌ସିଡିସିର ବରିଷ୍ଠ କର୍ମୀ କୁଳମଣି ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପୂର୍ବତନ ପ୍ରୋଗ୍ରାମ ଅଫିସର
Read More...

ନକଲି ବିଦେଶୀ ମଦ ଜବତ : ୩ ଗିରଫ

ରାଉରକେଲା : ରାଉରକେଲା ଅବକାରୀ ପୁଲିସ ସେକ୍ଟର ୨ ଅଞ୍ଚଳରୁ ୭୨ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ଅଟୋ ଓ ବାଇକ୍ ଜବତ କରିଧିବା ସୂଚନା ମିଳିଛି । ୯୬ ବୋତଲ ନକଲି ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଥିବା ଖବର ମିଳିଛି ।
Read More...

କେନ୍ଦ୍ରୀୟ ଦୋଳ ମିଳନ ଆସନ୍ତା ୨୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୨୭ ତାରିଖ ଦିନ କେନ୍ଦ୍ରୀୟ ଦୋଳ ମିଳନ ସେକ୍ଟର ୭ ସ୍ଥିତ ଦୋଳ ମିଳନ ପଡିଆଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସେକ୍ଟର ୧୫ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ହରିହର
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ବାଟିକା ବିଭାଗର ନୂତନ ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି କେନ୍ଦ୍ରୀୟ ଟୋଲି ସଦସ୍ୟ ତଥା ଆର୍‌ଏସ୍‌ଏସ୍‌ ଜିଲ୍ଲା ସଂପର୍କ ପ୍ରମୁଖ
Read More...

ସାଧାରଣ ନିର୍ବାଚନ ପାଇଁ ଅସ୍ତ୍ରଶସ୍ତ୍ର ଜମା ଦେବାକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ସାଧାରଣ ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ହେବା ସହିତ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏ ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିଥିବା ବ୍ୟକ୍ତି ବିଶେଷମାନଙ୍କୁ ନିଜ
Read More...

ବରକାନି ପଂଚାୟତ ମାଙ୍କଡଚୁଆଁରେ ସମରେନ୍ଦ୍ର

ପାଖକୁ ପହଂଚି ଲୋକଙ୍କ ସମସ୍ୟା ସମାଧାନ ଆମର ଲକ୍ଷ୍ୟ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର ଲୋକେ ବହୁତ ସରଳ । ତାଙ୍କ ଦୈନନ୍ଦିନ ଜୀବନର ସମସ୍ୟା ହେଉ କି ଗାଁର ସାମୁହିକ ସମସ୍ୟା ସେ ସବୁକୁ ଉପଯୁକ୍ତ ଫୋରମ ହେଉ କି ଅଧିକାରୀଙ୍କ ପାଖରେ ପହଞ୍ଚି ତାର ସମାଧାନ କରି
Read More...

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପଶ୍ଚିମ ଓଡିଶାର ଅସ୍ମିତାର ରୂପକାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପାଳିତ ହୋଇଯାଇଛି ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆଙ୍କ ଜନ୍ମ ଦିନ । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ଓ ସମ୍ପାଦକ
Read More...

କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ର ବଛର୍‌କିଆ ତିହାର୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବହିକୁ ସମ୍ମାନ ଓ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଜଣାଇ ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ର ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସଭାପତି ଦିଲିପ କୁମାର
Read More...