Daily Archives

ବଲାଙ୍ଗିର ଜଗନ୍ନାଥପଡା ରାମଲୀଳା ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ରାମଲୀଳା ନାଟକ ଆୟୋଜିତ କରିବା ପାଇଁ ନାଟ୍ୟ ସଂସଦ ତରଫରୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ୧୯ ତାରିଖ ମଙ୍ଗଳବାର ଦିନଠାରୁ ରାମଜୀପଡା ରଘୁନାଥ ମନ୍ଦିର ଆଜ୍ଞାମାଳ ଆଣି ରାମଲୀଳା ରିଏଲ୍‌ସିଏଲ୍‌ ହେବ । ବଲାଙ୍ଗିର ମାଉସୀ ମା' ମନ୍ଦିର ପ୍ରାଙ୍ଗଣରେ ଆଜି
Read More...

ଯୋଗେନ୍ଦ୍ର କର୍ମୀ କୋଶଳ ସେନାର ଜିଲ୍ଲା ସଭାପତି ଓ ଇନ୍ଦ୍ରମଣି ସାହୁ ସମ୍ପାଦକ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ ରାଜ୍ୟ ଗଠନ ସକାଶେ କ୍ରାନ୍ତିକାରୀ ଆନ୍ଦୋଳନକୁ ଓହ୍ଲାଇ ଥିବା କୋଶଳ ସେନାର ନୂତନ ଜିଲ୍ଲା ସଭାପତି ଭାବେ ଯୋଗେନ୍ଦ୍ର କର୍ମୀ ଓ ସମ୍ପାଦକ ଭାବେ ଇନ୍ଦ୍ରମଣି ସାହୁ ମନୋନୀତ ହୋଇଛନ୍ତି । ଉଭୟଙ୍କ ନେତୃତ୍ୱରେ କୋଶଳ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି କୋଶଳ
Read More...

ନିର୍ବାଚନ ଆଚରଣବିଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର : ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଥିବାରୁ ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ ।
Read More...

ନାଗରିକ କମିଟିର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ନାଗରିକ କଲ୍ୟାଣ ମହାସଂଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ସାଇଟ କଲେଜ, ପଲ୍ଲିଶ୍ରୀ ବିହାର, ସଦାଇପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଭାକର ମିଶ୍ର, କାର୍ଯ୍ୟକାରୀ ସଭାପତି କପିଳେଶ୍ୱର ଖମାରୀ, ଉପ-ସଭାପତି ବ୍ରଜ କିଶୋର
Read More...

କଲମପୁରରେ ଯୋଗଦେଲେ ନୂତନ ଥାନାଧିକାରୀ ପିକେ କାନୁନଗୋ

ଭବାନୀପାଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ଅବସ୍ଥାପିତ ଥାନାଧିକାରୀ ଜିତେନ୍ଦ୍ର ବିଶ୍ଵାଳଙ୍କ ବଦଳି ପରେ ସେହି ସ୍ଥାନରେ ଯୋଗ ଦେଇଛନ୍ତି ପ୍ରଦୀପ୍ତ କୁମାର କାନୁନଗୋ । ନିର୍ବାଚନ ଆଚରଣ ସଂହିତା ନିୟମାନୁସାରେ କେତେକ କର୍ମଚାରୀମାନଙ୍କୁ ସ୍ଥାନାନ୍ତରିତ
Read More...

ଗାୟିକା ଅସୀମା ପଣ୍ଡାଙ୍କ ଷ୍ଟାର୍‌ ନାଇଟ୍‌ରେ ଝୁମିଲେ ଦର୍ଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ଆସୀମା ପଣ୍ଡାଙ୍କ ଷ୍ଟାର ନାଇଟ୍‌ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଗାୟିକା ଅସୀମା ପଣ୍ଡାଙ୍କ ଶୋରେ ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ । ହଜାର ହଜାର ଯୁବକଙ୍କ ନାଚରେ ହାଇସ୍କୁଲ
Read More...

ଗ୍ରାମ-ପଞ୍ଚାୟତସ୍ତରୀୟ ପିଅନଙ୍କୁ ପାରିଶ୍ରମିକ ବୃଦ୍ଧି ପାଇଁ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ୫୦୩ଟି ଗ୍ରାମପଞ୍ଚାୟତସ୍ତରରେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରାପ୍ୟ ଅତ୍ୟନ୍ତ ନିମ୍ନସ୍ତରର ରାଶି ଅଟେ । ପଞ୍ଚାୟତ ଅଫିସ୍‌ରେ କାମ କରି ବର୍ଷ ବର୍ଷ ବିତି ଯାଇଥିବା ବେଳେ ସରକାର
Read More...

ତୁରେକେଲା ଗାଁରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ : ବିଜେଡି ଓ ବିଜେପି ଦଳର କଂଗ୍ରେସରେ ଯୋଗଦେଲେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ ସଦରର ଆମ୍ବ ତୋଟାଠାରେ ଆଜି ତୁରେକେଲା ଗାଁରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ଓ ବିଜେପି ଦଳକୁ ତ୍ୟାଗ କରି କଂଗ୍ରେସରେ ଯୋଗଦେଲେ
Read More...

ମଡେଲ କୋଡ୍ ଅଫ୍ କଣ୍ଡକ୍ଟ୍ ଲାଗୁ ପରେ ଗଞ୍ଜାମ ମହକୁମାରେ ପୋଲିସ୍‌ର ଫ୍ଲାଗ୍-ମାର୍ଚ୍ଚ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଲାଗୁ ହୋଇସାରିଛି ମଡେଲ କୋଡ୍ ଅଫ୍ କଣ୍ଡକ୍ଟ୍ ଅବା ସଧାରଣ ନିର୍ବାଚନ -୨୦୨୪ ଅବସରରେ ଆଚରଣ ବିଧି । ପ୍ରାର୍ଥୀଙ୍କ ପ୍ରଚାର, ଦଳୀୟ ରୀତିନୀତି କିଭଳି ରହିବ, ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ ହେବା ସାଂଗକୁ ଶୃଙ୍ଖଳିତ ଭାବେ
Read More...

ଛତ୍ରପୁର ସହରାଞ୍ଚଳ ୫ ନମ୍ୱର ୱାର୍ଡ଼ ନିଉ-ନାଗୁଲୁ ପେଟ୍ଟା ସାହି ପ୍ରତି ଅବହେଳା ଅଭିଯୋଗ

ସାହିବାସୀ ଭୋଟ ବର୍ଜନ କରିବେ ବୋଲି ପ୍ରଶାସନକୁ ଚେତାବନୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ଏନ୍ଏସିର ୫ ନମ୍ୱର ୱାର୍ଡ଼ ଅନ୍ତର୍ଗତ ନିଉ-ନାଗୁଲୁ ପେଟ୍ଟା ସାହିରେ ନାଳ, ନର୍ଦ୍ଦମା ଓ ରାସ୍ତାଘାଟର ନିର୍ମାଣ ଓ ମରାମତି ଆଦି ହୋଇପାରୁନଥିବା ବାସିନ୍ଦାଙ୍କ
Read More...