Daily Archives

ଶାନ୍ତିପଡ଼ାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ସହ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଦଳ ଡ଼ିଆଁ କାର୍ଯ୍ୟକ୍ରମ ସେତେ ବଢି ବଢି ଯାଉଥିବା ବେଳେ ଏହାର ଏକ ଜ୍ୱଳନ୍ତ ଉଦାହରଣ ବଲାଙ୍ଗିରରେ ଦେଖିବାକୁ ମିଳିଛି । ବଲାଙ୍ଗିର ବିଜେପି ଦଳ ସହ ଦୀର୍ଘ ବର୍ଷ ହେବ ଜଡ଼ିତ ଥିବା ବଲାଙ୍ଗିର ଶାନ୍ତିପଡ଼ାର ଦେବରାଜ ନାଗ
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଏବଂ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପତିତପାବନ ଏକାଡେମୀ ହାଇସ୍କୁଲ ପ୍ରାଙ୍ଗଣରେ ସକାଳ ୬ ଘଣ୍ଟାଠାରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଚର୍ଚ୍ଚାରେ ଆକବର ଖାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚର୍ଚ୍ଚାରେ ଏବେ ଆକବର ଖାନ । ବଲାଙ୍ଗିର ସାଂସଦ ଆସନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ କିଏ ସାଂସଦ ପ୍ରାର୍ଥୀ ହେବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଆଉ କିଛି ଦିନ ଭିତରେ ସାଂସଦ ପଦବୀ ପାଇଁ ବିଭିନ୍ନ ଦଳ ନିଜସ୍ୱ ପ୍ରାର୍ଥୀ ଘୋଷାଣା କରିବେ ।
Read More...

ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ବିଭିନ୍ନ…

ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି,ମହିଳା କର୍ମଚାରୀମାନଙ୍କ ପାଇଁ ୧୮୦ ଦିନର ମାତୃତ୍ୱ ଛୁଟି୧୬ ବର୍ଷ ପରେ ଉଚ୍ଚତର ବେତନ ହାର ସ୍ତରରେ Placement Scale ସୁବିଧା,ଅନୁକମ୍ପାମୂଳକ ସହାୟତା ରାଶିରେ ବୃଦ୍ଧିଉପକୃତ ହେବେ ପ୍ରାୟ ୧୭,୫୦୦ କର୍ମଚାରୀ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ
Read More...

ତୁଳସୀ ନଗର ଦୁର୍ଗା ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସାଂସଦ ତଥା ବର୍ତ୍ତମାନ ଓଡ଼ିଶା ସରକାରଙ୍କ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ କରକମଳରେ ଆଜି ତୁଳସୀ ନଗର ଦୁର୍ଗା ପୂଜା ମଣ୍ଡପର ଉନ୍ନତିକରଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପିତ
Read More...

ଫୁଟପାଥର ଜୀବନ : ଖଜୁରୀ ପତ୍ରରୁ ତିଆରି ଝାଡୁ ହିଁ ବଞ୍ଚିବାର ଏକମାତ୍ର ଭରସା

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ସମୟର ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ମଣିଷ ମଧ୍ୟ ତାର ଜୀବନ ଜୀବିକାର ଅଭିବୃଦ୍ଧି ପାଇଁ ପାରିପାର୍ଶ୍ବିକ ଅବସ୍ଥାର ସହିତ ତାଳ ମିଳାଇ ଜୀବନଶୈଳୀର ପରିବର୍ତ୍ତନ କରିଥାଏ । କିନ୍ତୁ ଏମିତି କିଛି ମଣିଷ ଅଛନ୍ତି ସେମାନେ ତାଙ୍କ ଜୀବନଶୈଳୀ ଏପର୍ଯ୍ୟନ୍ତ
Read More...

ଆଜି ଠାରୁ ଆର୍‌ଏନ୍‌ ସିଂହଦେଓ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିଆର୍‌ ହାଇସ୍କୁଲ ଖେଳ ପଡ଼ିଆରେ ଆରମ୍ଭ ହୋଇଯାଇଛି ଆର୍‌ଏନ୍‌ ସିଂହଦେଓ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ପାଟଣା କପ୍‌ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ଅବସରରେ ଆୟୋଜିତ ସଭାରେ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁଖ୍ୟ ଅତିଥି
Read More...

ଡୁମାଳ ସମାଜ ସହରାଞ୍ଚଳ ବଲାଙ୍ଗିରର ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନଠାରେ ଡୁମାଳ ସମାଜ ସହରାଞ୍ଚଳ ବଲାଙ୍ଗିରର ଏକ ସାଧାରଣ ସଭା ସଭାପତି ସଂଜୟ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅଧିଷ୍ଠାତ୍ରୀ ଦେବୀ ମାଁ' ମାହେଶ୍ୱରୀଙ୍କର ପୂଜା ଅର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
Read More...

ମହାଶିବରାତ୍ରି ଅବସରରେ କୋଶଲି କବିତା ଆସର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଖୁଳାଗଡ ଜଙ୍ଗଳ ପାହାଡ ଝରଣା ମନୋରମ ପରିବେଶ ଭିତରେ ରହିଛି ଖୁଳେଶ୍ୱର ବାବାଙ୍କ ମନ୍ଦିର ସେଥିପାଇଁ ଏଠାକୁ ଶିବରାତ୍ରିରେ ଦୂର ଦୁରାନ୍ତରୁ ଧାଇଁ ଆସନ୍ତି ଅନେକ ଭକ୍ତ । ଚଳିତ ବର୍ଷ ମହାଶିବରାତ୍ରି ଅବସରରେ କୋଶଲି କବିତା ଆସର ଅନୁଷ୍ଠିତ
Read More...

ଗଞ୍ଜାମ ଜିଲ୍ଲା ଓଜେୟୁ ଶାଖା ପକ୍ଷରୁ ବଟେଶ୍ୱର ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ରର ସମିଶ୍ରଣରେ ଉତ୍ପତିର ବେଳାଭୂମି ବିଶ୍ୱ ମାନଚିତ୍ରରେ ଅଲିଭରିଡିଲେ ଅଣ୍ଡା ଦାନା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଜେୟୁ ପକ୍ଷରୁ ରବିବାର ପୂର୍ବାହ୍ନରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...