Daily Archives

ସଇଁତଲା ଠାରେ ଓୟୁଜେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସାମ୍ବାଦିକଙ୍କ ପ୍ରେଷ୍ଟିଜ, ପେନସନଏବଂ ପ୍ରୋଟେକ୍ସନ ଦାବି କଲେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସଇଁତଲା/ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଇଁତଲା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଓୟୁଜେ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ବିକାଶ ଅନୁଷ୍ଠାନରେ ବିକାଶ ମେଧାବୀ ପରୀକ୍ଷା-୨୦୨୪ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନର ୱିସ୍‌ଡମ୍ ପାର୍କ ପରିସରରେ ସି.ଏଚ୍‌.ଏସ୍‌.ଇ ବିକାଶ ମେଧାବୀ ପରୀକ୍ଷା ୨୦୨୪-୨୫ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିକାଶ ଗ୍ରୁପ
Read More...

ରକ୍ତ ଦାନ ଏବଂ ସଚେତନତା ଶିବିର ଆୟୋଜିତ : ୪୧ ୟୁନିଟ୍ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ ବଲାଙ୍ଗିର ସ୍ଥାନୀୟ ବ୍ଲଡ ବ୍ୟାଙ୍କରେ ରକ୍ତଦାନ ଏବଂ ସଚେତନତା ଶିବିର ଆୟୋଜନ କରିଥିଲା । ଏହି ଶିବିରରେ ସମୁଦାୟ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଏସ୍‌ଡିପିଓ କେନ୍ଦୁଝର ଜ୍ୟୋର୍ତିର୍ମୟୀ
Read More...

ଗୋର୍ଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗୋର୍ଲା ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଗଙ୍ଗାରାମ ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଉଦୟ ସିଂ ମାଝୀ
Read More...

‘ବଲାଙ୍ଗିର ପାଇଁ ଜନସହଭାଗିତା କାର୍ଯ୍ୟକ୍ରମ’ରେ ଯୋଗଦେଲେ ଶତାଧିକ ସଂଗଠନ

ଲୋକଙ୍କ ପ୍ରସ୍ତାବ ଓ ସହଭାଗିତାରେ ଆଗେଇବ ବଲାଙ୍ଗିର ବିକାଶର ଧାରା : କଳିକେଶ ବାଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକଙ୍କ ପ୍ରସ୍ତାବଗୁଡିକୁ ଗ୍ରହଣ କରି ସେମାନଙ୍କ ସହଭାଗିତାରେ ବଲାଙ୍ଗିରର ବିକାଶ ଧାରା ଆଗେଇ ଚାଲିବ । 'ବଲାଙ୍ଗିରର ଉନ୍ନତି ହେଉଛେ ଓ ଆଗକେ ହେବା, କଥାରେ ନୁହେଁ ଆମେ
Read More...

ରୋଟାରୀ ଏଲିଟ ତରଫରୁ ନିଃଶୁଳ୍କ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚାଣ୍ଟିମୁଣ୍ଡା ଗ୍ରାମସ୍ଥିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟଠାରେ ରୋଟାରୀ ଏଲିଟ ତରଫରୁ ନିଃଶୁଳ୍କ ଆୟୁର୍ବେଦିକ ଚିକିତ୍ସା ଶିବିର 'ଆୟୁର ସ୍ୱାସ୍ଥ୍ୟମେଳା' ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଆଖପାଖ ଗ୍ରାମର ପ୍ରାୟ ୨୩୦ ଜଣଙ୍କ ନାମ ପଞ୍ଜିକୃତ ହୋଇ
Read More...

ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ୧୫ରୁ ୨୦ ରାଉଣ୍ଡ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଆଜି ଏସ୍‌ଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ
Read More...

ବ୍ରହ୍ମପୁରରେ ‘ମୋ-ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏକ କାଳୀନ ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ-ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି । କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇଦେବା ନିମିତ୍ତ 'ମୋ-ବସ୍‌' ସେବାର ଲକ୍ଷ୍ୟ ରଖି ଆଗକୁ ରାଜ୍ୟର ସବୁ ସହରରେ
Read More...

ବଲାଙ୍ଗିର ବିଜେଡ଼ି ପକ୍ଷରୁ ‘ବଲାଙ୍ଗିର ପାଇଁ ଜନସହଭାଗିତା’ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେଡ଼ି ପକ୍ଷରୁ ‘ବଲାଙ୍ଗିର ପାଇଁ ଜନସହଭାଗିତା’ କାର୍ଯ୍ୟକ୍ରମ ମୀନା ଟେଣ୍ଟ ହାଉସ୍‌ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜେଡ଼ିର ବହୁ ନେତାଙ୍କ ସହ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ ବଲାଙ୍ଗିର ସାଂସଦ ତଥା
Read More...

ଆନ୍ତର୍ଜାତୀୟ ବିସ୍ମୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦୃଷ୍ଟିରେ ଜଣେ ଜଣେ ବିସ୍ମୟ ମାନବ । ସୃଷ୍ଟିରେ ଅନନ୍ୟ, ସ୍ୱତନ୍ତ୍ର ଏବଂ ଚମତ୍କାର ବ୍ୟକ୍ତିତ୍ୱ ଅଟନ୍ତି । ଦୟାର୍ଦ୍ର ହୃଦୟବାନ ମଣିଷଟିଏ ହେଉ କିମ୍ବା ଅନ୍ୟକୁ ଭଲ ପାଇବା, ବୁଝିବା, ସାଦରେ ନିଜର ଅନ୍ତରଙ୍ଗ ଭାବେ ଗ୍ରହଣ
Read More...