Daily Archives

ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀର ପସ୍ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାର ବିଭିନ୍ନ
Read More...

ପୋଷଣ ଖାଦ୍ୟ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ସାଇଟ୍‌ ନର୍ସିଂ କଲେଜରେ ପୋଷଣ ଖାଦ୍ୟ(ପ୍ରୋଟିନ୍‌ ଫୁଡ୍‌)କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବି.ଏସ୍‌.ସି. ନର୍ସିଂ ଦ୍ୱିତୀୟ ବର୍ଷର ୪୦ ଜଣ ଛାତ୍ରୀଛାତ୍ର ପୋଷଣ ଖାଦ୍ୟ ପ୍ରସ୍ତୁତ କରି କେଉଁ ରୋଗୀ ପାଇଁ କି କି ଖାଦ୍ୟ ଦରକାର, କେଉଁ
Read More...

୧୩ ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ଼. ରୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ଏପ୍ରିଲ ୭ ତାରିଖରେ ଆୟୋଜିତ ହେବାକୁ ଥିବା ତେର ଶମ୍ଭୁ ମିଳନ
Read More...

୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ଦ୍ଵାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ଭଇଁଷା/ବଲାଙ୍ଗୀର, (କେପିଏନ୍‌ଏସ୍‌) : ଭଇଁଷା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଅବସରରେ ହଜାର ହଜାର ଭକ୍ତ ଯୋଗ ଦେବାର ଲକ୍ଷ୍ୟ ରଖି ଆଜି ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜ ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନେଇ ସଭାପତି ଶୁଭ୍ରାଂଶୁ
Read More...

ବୋଲେରୋ ଧକ୍କାରେ ମୋଟର ସାଇକେଲ ଆରୋହୀ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ଗୁଣ୍ଡୁରୁପାଲି ଗାଁ ପୋଖରୀ ନିକଟରେ ବୋଲେରୋ ଧକ୍କାରେ ଶନିବାର ସନ୍ଧ୍ୟାରେ ଜଣେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ମୋଟର ସାଇକେଲ ଆରୋହୀ ହେଲେ ବଡ଼ଗୁର୍ଜିଭଟା ଗାଁର ଭାସ୍କର ଦାଶ (୫୫)
Read More...

ଇଲୋକ୍ଟ୍ରୋରାଲ ବଣ୍ଡ ପ୍ରସଙ୍ଗ : ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନା ଖାଉଙ୍ଗା ନା ଖାନେ ଦୁଙ୍ଗା ନାରା ଦେଉଥିବା ଦେଶର ପ୍ରଧାନମନ୍ତ୍ରୀ ୨୦୧୮ ମସିହାରେ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ନିଜର ଦଳିୟ ପାଣ୍ଠି ବଢାଇବା ପାଇଁ ଏକ ଜନବିରୋଧି ଆଇନ ଆଣିଥିଲେ । ଯାହାକୁ କି କଂଗ୍ରେସ ସରକାର ଏହା ଅସମ୍ବିଧାନିକ ବୋଲି ତୀବ୍ର ବିରୋଧ
Read More...

ଡ଼କ୍ଟର ରାମ ମନୋହର ଲୋହିଆଙ୍କ ଜୟନ୍ତୀ ଓ ଶହୀଦ ଭଗତ ସିଂହଙ୍କ ଫାଶୀ ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହାନ୍‌ ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ, ସମାଜବାଦୀ ନେତା ଡ଼କ୍ଟର ରାମ ମନୋହର ଲୋହିଆଙ୍କ ଜୟନ୍ତୀ ଓ ଶହୀଦ ଭଗତ ସିଂହଙ୍କ ବଳିଦାନ ଦିବସ ଉପଲକ୍ଷେ ଶନିବାର ଅପରାହ୍ନରେ ସ୍ଥାନୀୟ ନବୀନ ଭବନ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଫଳାଫଳ ବିଶ୍ଲେଷଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନଙ୍କର ପିତାମାତା ଓ ଶିକ୍ଷକ, ଶିକ୍ଷୟିତ୍ରୀ ଏକ ବିଶେଷ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକାରୀ ପ୍ରଧାନ
Read More...

କୋଶଲ ରାଜ୍ୟ ଦାବିରେ ମହାବନ୍ଦ ପାଳନକାରୀଙ୍କ ନାମରେ ହେଲା ମାମଲା ରୁଜୁ : ବେଲ୍‌ରେ ମୁକୁଳିଲେ କୋଶଲ ସଂଗ୍ରାମୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ଠାରେ ଗତ ନଭେମ୍ବର ମାସରେ ବିଭିନ୍ନ ସଂଗଠନ ପକ୍ଷରୁ କୋଶଳ ରାଜ୍ୟ ଦାବିରେ ସହିଦ ଛକଠାରେ ୧୨ ଘଣ୍ଟିଆ ରାସ୍ତା ବନ୍ଧ ଡାକରା ଦିଆଯାଇଥିଲା । ଯାହାକୁ ନେଇ ସଙ୍ଗଠନର ସଭ୍ୟମାନଙ୍କର ନାମରେ
Read More...

ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ମହାବିଦ୍ୟାଳୟରେ ୨୦ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ
Read More...