Daily Archives

ହରିହରା ନନ୍ଦ ଆଶ୍ରମର ପ୍ରତିଷ୍ଠା ଦିବସ

ଜୟପାଟଣା, (ଶେଷଦେବ ବେହେରା) : ମଣିଷ ଜୀବନରେ ଆଧ୍ୟାତ୍ମିକ ଭାବନାକୁ ପରିପୁଷ୍ଟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ କ୍ରିୟା ଯୋଗ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆନ୍ତର୍ଜାତିକ କ୍ରିୟା ଯୋଗ
Read More...

ବ୍ଲକସ୍ତରୀୟ ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ)ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ, ଓଜନ ମାପ କାର୍ଯ୍ୟାଳୟ, ପୁରୀ ସହାୟତାରେ ଓ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ୍‌ ଆକ୍‌ସନ୍ ଆଣ୍ଡ ରିସର୍ଚ୍ଚ ପୁରୀ ଆନୁକୂଲ୍ୟରେ ଏକ ବ୍ଲକସ୍ତରୀୟ ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୋପବନ୍ଧୁ ଶିଶୁ
Read More...

ଦାମୋଦରଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ଷିୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚ ତରଫରୁ ଶୋକ ପ୍ରସ୍ତାବ ପାରିତ କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଛି । ଏହି ଅବସରରେ ଛେଣ୍ଡ ସ୍ଥିତ କର୍ଯ୍ୟାଳୟଠାରେ ମଞ୍ଚର
Read More...

ୱାଇଏମ୍‌ସିଏ ଆନୁକୁଲ୍ୟରେ ଇଷ୍ଟର କାଣ୍ଟାଟା-୨୦୨୪ ପ୍ରଦର୍ଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଇଷ୍ଟର କାଣ୍ଟାଟା ଗତ ତା ୨୨.୦୩.୨୦୨୪ରେ ମିଶନ ଖେଳ ପଡ଼ିଆରେ ୟଙ୍ଗ୍‌ମେନ୍ ଖ୍ରୀଷ୍ଟିଆନ ଆସୋସିଏସନ୍‌ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଏହି ଇଷ୍ଟର କାଣ୍ଟାଟାରେ ଗୁଡ୍‌ ନିଉଜ୍ ଚର୍ଚ୍ଚର ପ୍ରାୟ ୧୧୦ ଜଣ ଯୁବକ, ଯୁବତୀ ନାଟକ
Read More...

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ କଂଗ୍ରେସ ତରଫରୁ ଗ୍ୟାରେଣ୍ଟି କାର୍ଡ ଉଦ୍‌ଘାଟିତ ହୋଇଯାଇଛି । ଦଳର ସଭାପତି ରବି ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ତଥା ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ବିରେନ ସେନାପତି,
Read More...

ରୁରାଲ୍‌ ଡେଭ୍‌ଲପ୍‌ମେଣ୍ଟ ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲେଡି ଲାୟନ ସଂଗଠନ ତରଫରୁ ଆୟୋଜିତ ପ୍ରଥମ ରୁରାଲ୍‌ ଡେଭ୍‌ଲପ୍‌ମେଣ୍ଟ ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ସେକ୍ଟର ୬ ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ଠାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆର୍‌ଏସ୍‌ପିର
Read More...

ପିକ୍‌ଅପ୍‌ ଭେନ୍‌-ବାଇକ୍‌ ଧକ୍କା : ବାଇକ୍‌ ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପାଟଣା ଛକରେ ଗତ ରାତିରେ ପିକ୍‌ଅପ୍‌ ଭେନ୍‌-ବାଇକ୍‌ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ବାଇକ୍‌ ଆରୋହୀ ଗୁରୁତର ହୋଇ ପଡ଼ିଥିବା ବେଳେ ବଲାଙ୍ଗିର ଟାଉନ୍‌ ପୋଲିସ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ
Read More...

ପ୍ରଦେଶ କଂଗ୍ରେସର ଗ୍ୟାରେଣ୍ଟି ଘୋଷଣା ସହ ଇଲେକ୍‌ଟ୍ରୋରାଲ୍‌ ବଣ୍ଡ ଘୋଟାଲାର ନିରପେକ୍ଷ ତଦନ୍ତ ଦାବୀ କଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସହରର ହୋଟେଲ ସେଲିବ୍ରେସନ୍‌ରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସର ଗ୍ୟାରେଣ୍ଟି ଘୋଷଣା କରିବା ସହ ଇଲେକ୍‌ଟ୍ରୋରାଲ୍‌ ବଣ୍ଡ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା
Read More...

ପୋଲିସକୁ ଦେଖି ୟୁଟର୍ନ ନେବା ହେଲା କାଳ

ଭୁବନେଶ୍ୱର : ପୋଲିସକୁ ଦେଖି ୟୁଟର୍ନ ନେବା ହେଲା କାଳ । ରଙ୍ଗ୍‌ ରୁଟ୍‌ରେ ଯିବାବେଳେ ଚାପିଦେଲା ଟ୍ରକ । ଭୁବନେଶ୍ୱରର ପଟିଆ ରାସ୍ତାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ବାଇକ ଆରୋହୀଙ୍କ ପରିଚୟ
Read More...

ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ'ରେ ସମ୍ମାନିତ କରାଯାଇଛି । ଭୁଟାନର ରାଜା ଜିଗ୍‌ମେ ଖେସର୍‌ ନାମଗ୍ୟେଲ ୱାଙ୍ଗଚୁକ୍‌ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଭଳି ସମ୍ମାନ ପାଇବାରେ
Read More...