Daily Archives

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ପୋଲିସ ଶୁକ୍ରବାର ମଧ୍ୟରାତ୍ରିରେ ଚଢ଼ାଉ କରି ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ କରିଥିବା ସୂଚନା ମିଳିଛି । ପିକ୍‌ଅପ୍ ଭ୍ୟାନ୍‌ରୁ ୧୧ଟି ଗୋରୁ ଉଦ୍ଧାର ହୋଇଛନ୍ତି । ଘଟଣାସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି । ସୂଚନା
Read More...

ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସରିଲା

ପୁରୀ : ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସରିଲା । ନାଟମଣ୍ଡପ ଫାଟ ମରାମତି ସହ ଷ୍ଟେନଲେସ୍ ଷ୍ଟିଲ୍ ଭାରା ଦେବା କାମ ଶେଷ ହୋଇଛି । ଏନେଇ ଏଏସ୍ଆଇ ପୁରୀ ସର୍କଲ ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହ ଆଗକୁ ସୁଯୋଗ ମିଳିଲେ ରତ୍ନ ଭଣ୍ଡାର ମରାମତିକୁ ଗୁରୁତ୍ୱ ଦିଆଯିବ ବୋଲି ସେ ସ୍ପଷ୍ଟ
Read More...

ବାଇକ ଧକ୍କାରେ ବୃଦ୍ଧ ମୃତ : ବାଇକ ଚାଳକ ଗୁରୁତର

ବିନିକା : ବିନିକା-ରାମପୁର ମୁଖ୍ୟ ରାସ୍ତା ସିଂହିଜୁବା ଠାରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତକ ଜଣକ ହେଲେ ସିଂଘିଯୁବା ଗ୍ରାମର ଜବଦୁ ସାହୁ । ବିନିକା ଥାନା ସିଂଘିଯୁବା ଗ୍ରାମର ଜବଦୁ ନିକଟ ଗ୍ରାମରୁ ଗଙ୍ଗା ଭୋଜି ଖାଇ ନିଜ ଗ୍ରାମକୁ ଫେରୁଥିଲେ ।
Read More...

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର୍

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାଜରାସ୍ତାରେ କୃଷ୍ଣପୁର ବ୍ରିଜ ସନ୍ନିକଟରେ ଏକ ଚଳନ୍ତା କାର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଏବଂ କାର ଭାଙ୍ଗିରୁଜି ଚୂରମାର ହୋଇଯାଇଥିବା ଦେଖିବାକୁ
Read More...

ବିଶ୍ୱ ପାଣିପାଗ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍‌ଓ) ୧୯୫୦ ମସିହାରେ ବିଶ୍ୱ ପାଣିପାଗ ବିଜ୍ଞାନ ଦିବସ ପ୍ରତିଷ୍ଠା କରିଥିଲା । ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ କରିବାରେ ସାହାର୍ଯ୍ୟ କରିବା ପାଇଁ ୨୩ ମାର୍ଚ୍ଚ ୨୯୫୦ରେ ଏହି ଦିନ ପ୍ରଥମେ ଘୋଷଣା
Read More...

କାଳୀ ବାବାଙ୍କ କଳା କାର୍‌ନାମା : ଜେଲ ଗଲେ ଠକ ତାନ୍ତ୍ରିକ ମିତ୍ରଭାନୁ ଭୁଏ

ପାଟଣାଗଡ଼, (ଅଶୋକ କୁମାର ବାଗ) : କାଳୀ ବାବାଙ୍କ କଳା କାର୍‌ନାମା । ପୋଲିସ ହାତରେ ବନ୍ଧା ହେଲେ, ଜେଲ୍‌ ଗଲେ ଠକ ତାନ୍ତ୍ରିକ ମିତ୍ରଭାନୁ ଭୁଏ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ସୁନାମୁଦୀର ଆତ୍ମାଘୋଷିତ କାଳୀ ବାବା ମିତ୍ରଭାନୁ ଭୁଏଙ୍କ ଠକ କାର୍‌ନାମା ଜଣାପଡ଼ିବା ପରେ ଜେଲ ପଠାଇଛି
Read More...

ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଯୁବକ ମୃତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଭରସୂଜା ଗ୍ରାମ ପଂଚାୟତ ପିପିଲିପାଲୀ ଗ୍ରାମ ନିକଟସ୍ଥ କୁଲାରୀ ଯୋରର ବିସର ଘାଟରେ ଗ୍ରାମର ସୁଶାନ୍ତ ପୋଢ ବୟସ (୨୫) ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ମୃତ ସୁଶାନ୍ତ ପୋଢଙ୍କ ବାପା ରୂପା
Read More...