Daily Archives

ଟିଟିଲାଗଡ଼ ମୁଡାବନ୍ଧ ପାଖ ଶିରିଡ଼ି ସାଇ ସଂସ୍ଥାନ ମନ୍ଦିରର ନୂତନ ଗୃହର ଶିଳାନ୍ୟାସ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସଂଧ୍ୟାରେ ଟିଟିଲାଗଡ଼ ମୁଡାବନ୍ଧ ପାଖ ଶିରିଡ଼ି ସାଇ ସଂସ୍ଥାନର ନୂତନ ଗୃହ ପାଇଁ ଶିଳାନ୍ୟାସ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ପୂର୍ବରୁ ମଧ୍ୟ ଏହି ସଂସ୍ଥାନ ପାଇଁ ସାଂସଦ ଶ୍ରୀ ବିଶି, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମଧ୍ୟ ସହାୟତା
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ୫ଲକ୍ଷ ଟଙ୍କାର ୬ଟି ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ୨୦୨୧-୨୨-୨୩ ଆର୍ଥିକ ବର୍ଷର ୬ଟି ବିଭିନ୍ନ ପ୍ରକଳ୍ପର ମୋଟ ୫ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲ । ବିଶେଷ ଭାବେ
Read More...

ବଲାଙ୍ଗିରରେ ବିଜେଡି ମିଶ୍ରଣ ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର କଲେଜଛକ କଲ୍ୟାଣ ମଣ୍ଡପଠାରେ ବିଜେଡିର ବରିଷ୍ଠ ନେତା ତଥା ଷ୍ଟେଟ୍‌ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଷ୍ଟେଟ୍‌ ହାଉସିଂ ବୋର୍ଡ
Read More...

ସାମ୍ବାଦିକ ଭବନର କମ୍ୟୁନିଟି ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗିର ରାଜ୍ୟସଭା ସଂସଦ ନିରଞ୍ଜନ ବିଶି । ଶୁକ୍ରବାର ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ହ୍ୱିଲଚେୟାର ଦିବସ- ୨୦୨୪ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପ୍ରଶାସନ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଶାସ୍ତ୍ରୀ ନଗର ସ୍ଥିତ ସ୍ଵାମୀ ବିବେକାନନ୍ଦ ଜାତୀୟ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନଠାରେ ଅନ୍ତର୍ଜାତୀୟ ହ୍ୱିଲଚେୟାର ଦିବସ-
Read More...

ଖଣ୍ଡାୟତ କ୍ଷତ୍ରୀୟ ସମାଜର ରାଜ୍ୟ ସମ୍ମିଳନୀ ପାଇଁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) ଆସନ୍ତା ମାର୍ଚ୍ଚ ମାସ ୩ତାରିଖ ଦିନ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ସେକ୍ଟର ୫ସ୍ଥିତ ଭଞ୍ଜଭଵନ ଠାରେ ଦିବା ୧୦ଘଟିକାରେ ଆୟୋଜନ କରାଯାଇଛି ବୋଲି ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏନେଇ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଭଞ୍ଜ ବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ କେବଳ ଓଡ଼ିଶାର ଇତିହାସରେ
Read More...

କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ.…

ସିଏସ୍‌ଆଇଆର୍‌- ଖଣିଜ ଓ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟ ସମୀକ୍ଷା କଲେପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ଭାରତ ପାଇଁ ଏକ ବିରାଟ ପରିକଳ୍ପନା କରିଛନ୍ତି, ଉଭୟ ପ୍ରକୃତି ଏବଂ ସଂସ୍କୃତି ପ୍ରତି ସଚେତନ ହୋଇ ଏହି ଲକ୍ଷ୍ୟ ହାସଲ କରିବାକୁ ହେବବିକଶିତ ଭାରତର ସଂକଳ୍ପ ଯାତ୍ରାରେ
Read More...

ଢ଼ାବାରୁ ମଦ ଜବତ, ଜଣେ ଗିରଫ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ଥାନା ଭରସୁଜା ସ୍ଥିତ ଏକ ଢ଼ାବାରୁ ପୋଲିସ ୧୪ଟି କିଙ୍ଗ୍‌ଫିସର୍‌ ବିଅର୍ ଓ ୫୮ଟି ଦେଶୀ ପାଉଚ ମଦ ଜବତ କରିଛି । ଏହି ଘଟଣାରେ ପୋଲିସ ବିହାର ଔରଙ୍ଗାବାଦର ସନ୍ଦୀପ ପ୍ରସାଦ ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ପିଏସ୍‌ କେସ୍‌ ନଂ - ୪୫/୨୦୨୪ ୟୁ/ଏସ୍‌
Read More...

ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନର ୯୮ତମ ମାସିକିଆ ମାଗଣା ହାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନିଜର ୯୮ତମ ମାସିକିଆ ମାଗଣା ହାଟ ବଲାଙ୍ଗିର ବସ୍ତିଠାରେ ଅନୁଷ୍ଠିତ କରିଛି । ପ୍ରତିମାସ ଭଳି ଏହି ମାସ ମଧ୍ୟ ବସ୍ତିବାସୀଙ୍କୁ ପୋଷାକ ଏବଂ ଘରୋଇ ଉପକରଣ ସହ ପିଲାମାନଙ୍କ ପାଇଁ ଚକଲେଟ, ବିସ୍କୁଟ ବଣ୍ଟନ କରାଯାଇଥିଲା
Read More...