Daily Archives

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି । ସୂଚନାଅନୁଯାଇ, ବୌଦ୍ଧ ପୁଲିିସ ଡିମିରିଖୋଲ ଗ୍ରାମ ନିକଟରେ ଥିବା ବିଡାମାସକା ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ସୂଚନା ପାଇଥିଲେ ।
Read More...

ସେକ୍ସ ରାକେଟ୍‌ ଠାବ ଘଟଣା : ରାଣୀ ମହୁମାଛି ଫେରାର୍‌, ଗିରଫ୍‌ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଖର୍ସେଲ୍‌ପଡ଼ାର ମନୋଜ ବାରିକଙ୍କ ଭଡ଼ାଘର ଉପରେ ଗତରାତିରେ ଚଢ଼ାଉ କରି ବଲାଙ୍ଗିର ଟାଉନ୍‌ ପୋଲିସ ଅସଂଯତ ଅବସ୍ଥାରେ ଥିବା ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଯୁବକଙ୍କୁ ଗିରଫ୍‌ କରିଥିଲା । ଗିରଫ୍‌ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ
Read More...

ବାଇକ ଦୁର୍ଘଟଣାରେ ଦୁଇ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଦେପୁର ବୁଲାଣି ନିକଟରେ ଏକ ବାଇକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିା ଖବର ମିଳିଛି । ମୃତକମାନେ ହେଲେ ଜୁନାଗଡ ଥାନା ଦାସିଗାଁ ଭେଜିପଡାର କ୍ଷେତ୍ର ମାଝୀ ଓ ସୌମେନ୍ଦ୍ର ନାଗ । ସୂଚନା ଅନୁସାରେ ଶନିବାର ରାତିରେ କ୍ଷେତ୍ର ଓ ସୌମେନ୍ଦ୍ର
Read More...

ବଜ୍ରପାତରେ ସ୍ୱାମୀ ମୃତ : ସ୍ତ୍ରୀ ଆହତ

ଠାକୁରମୁଣ୍ଡା : ବଜ୍ରପାତରେ ସ୍ୱାମୀ ମୃତ । ସ୍ତ୍ରୀ ଆହତ । ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ମାଣିକ ସାହିର ବାଇଧର ସାମାଡ଼ । ଖବର ଅନୁଯାୟୀ ସୋମବାର ସକାଳେ ପବନ ବର୍ଷା ସହିତ ବିଜୁଳି ମାରୁଥିଲା । ବର୍ଷା ହେବା ଦେଖି ବାଇଧରଙ୍କ ସ୍ତ୍ରୀ
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଶିକ୍ଷକ ଚାନ୍ଦମଣି ସାହୁଙ୍କ ଧର୍ମପତ୍ନୀ ସ୍ୱର୍ଗତା କୌଶଲ୍ୟା ସାହୁଙ୍କ ନିଜ ଶାନ୍ତିପଡ଼ା ଗୃହରେ ଗତ ୧୭ ତାରିଖ ଦିନ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ
Read More...

ବାଜିଲା ନିର୍ବାଚନୀ ବିଗୁଲ୍‌, ତେଜିଲା ଟିକେଟ୍ କସରତ : ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଜିଲା ନିର୍ବାଚନୀ ବିଗୁଲ୍ ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ । ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ । ସର୍ଭେ ରିପୋର୍ଟ ଆଧାରରେ ଅଙ୍କକଷୁଛନ୍ତି ଶୀର୍ଷ ନେତୃତ୍ୱ । ମହିଳା, ଯୁବ ଓ ବରିଷ୍ଠଙ୍କୁ
Read More...

ସାଧାରଣ ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ୧୧ ଘଟିକା ସମୟରେ ସାଧାରଣ ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ରାଜନୈତିକ
Read More...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ କ୍ୟାନ୍‌ସର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ କ୍ୟାନ୍‌ସର ଜନିତ ସଚେତନତା ଏକ କାର୍ଯ୍ୟକ୍ରମ ଗତ ଶୁକ୍ରବାର ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ମହିଳା ଅଧ୍ୟୟନ ଗବେଷଣା କେନ୍ଦ୍ର ସହ ମିଳିତ ଭାବରେ ସାନ୍ ଏବଂ ନିଲ୍ ଫାଉଣ୍ଡେସନ ଏବଂ ଏଚ୍‌ଜିସି
Read More...

ନିର୍ବାଚନ ଆଚରଣ ବିଧି ଲାଗୁଁ ଯୋଗୁଁ ୨୪ ଦିନ ପରେ ଆନ୍ଦୋଳନ ସ୍ଥଗିତ

ଭୂମିହୀନ ଏବଂ ପଟ୍ଟାଧାରୀ ସରକାରଙ୍କୁ କଲେ ଭର୍ତ୍ସନା କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ୧୬ ଦଫା ଦାବୀ ନେଇ ଗତ ୨୨.୨.୨୦୨୪ରୁ ଆମ୍‌ ଆଦମୀ ପାର୍ଟି ସଂଯୋଗ ସୁରଥ ବେହେରାଙ୍କ ଦ୍ୱାରା ଗଣଧାରଣା ଦିଆଯାଇଥିଲା । ୧୬ ଗୋଟି ଦାବୀ
Read More...

ଅନ୍ ଗୋଇଙ୍ଗ୍ କ୍ଷେତ ପୋଖରୀର ବକେୟା ବିଲ୍ ପାଇବାକୁ ହିତାଧିକାରୀଙ୍କ ଜିଲ୍ଲାପାଳଙ୍କୁ ଫେରାଦ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ହିତାଧିକାରୀମାନେ ଗତ ବର୍ଷେ ହେଲାଣି ରାଜ୍ୟ ସରକାରଙ୍କ ଜଳ ବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ବିଭାଗରୁ କ୍ଷେତ ପୋଖରୀ ଖନନ କାର୍ଯ୍ୟ ସଂପୂର୍ଣ୍ଣ କରି ଏ ଯାଏଁ ସେମାନଙ୍କ ବକେୟା ବିଲ୍
Read More...