Daily Archives

ଦୀର୍ଘଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ପ୍ରତିବାଦରେ ଗ୍ରାମବାସୀ ଗୋଇମୁଣ୍ଡ ପଞ୍ଚାୟତ ମୁଖ୍ୟାଳୟକୁ ଘେରିଲେ :…

ପ୍ରଶାସନର ପ୍ରତିଶୃତି, ୨ ଘଣ୍ଟା ପରେ ପୁଲିସ ଦ୍ଵାରା ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଗୋଇମୁଣ୍ଡ ପଞ୍ଚାୟତ ପ୍ରଶାସନର ମନୋମୁଖୀ ଓ ଖାମଖିଆଲି ମନୋଭାବ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କ
Read More...

ଶାଶୁଙ୍କୁ ଚିକିତ୍ସା କରାଇ ଫେରିବା ବେଳକୁ ବାଇକ ଦୁର୍ଘଟଣା : ଶାଶୁ ମୃତ, ଜ୍ୱାଇଁ ଅଳ୍ପକେ ବାର୍ତ୍ତିଲେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଖଇରମାଲ ଗ୍ରାମରେ ନିଜ ଝିଅ ଜ୍ୱାଇଁ ଘରେ ରହୁଥିଲେ ମନ୍ଦାର ବାଗ । ମନ୍ଦାର ବାଗଙ୍କ ଦେହ ଅସୁସ୍ଥ ହେବାରୁ ଜ୍ୱାଇଁ ଦୟା ହାତୀ ନିଜ ବାଇକରେ ଟିଟିଲାଗଡକୁ ଆସି ଡାକ୍ତର ଓଁକାର ହୋତାଙ୍କୁ ଦେଖାଇ ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ସିରୁଲ
Read More...

ଅନନ୍ତ ଯାତ୍ରାରେ ସ୍ୱାମୀ ସ୍ମରଣାନନ୍ଦ

ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ମହାପର୍ବର ବ୍ୟସ୍ତତା ମଧ୍ୟରେ ଏମିତି ଏକ ଖବର ଆସିଥିଲା, ଯାହା ମନକୁ କିଛି ମୁହୂର୍ତ୍ତ ପାଇଁ ବିବ୍ରତ କରି ଦେଇଥିଲା । ଭାରତର ଆଧ୍ୟାତ୍ମିକ ଚେତନାର ସର୍ବୋଚ୍ଚ ବ୍ୟକ୍ତିତ୍ୱ ଶ୍ରୀମତ ସ୍ୱାମୀ ସ୍ମରଣାନନ୍ଦଜୀ ମହାରାଜ ସମାଧିସ୍ଥ ହେବା ଏକ ବ୍ୟକ୍ତିଗତ
Read More...

କଂଗ୍ରେସରୁ ଇସ୍ତାଫା ଦେଲେ ସୁରେନ୍ଦ୍ର ସିଂ ଭୋଇ

ସଇଁତଲା, (ପ୍ରମୋଦ ସେଲମା) : କଂଗ୍ରେସର ପ୍ରାଥମିକ ସଦସ୍ୟତା ତଥା ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବଳିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ । ଦୀର୍ଘ ୩୮ ବର୍ଷ ହେଲା ସେ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ କାମ କରି ଆସୁଥିଲେ । ଶ୍ରୀ ସିଂ
Read More...

ଅଶୋକ ନନ୍ଦ ହେଲେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି : ଜାତୀୟ ଓ ରାଜ୍ୟ ନେତୃତ୍ୱଙ୍କୁ ଦେଲେ କୃତଜ୍ଞତା

ତୃଣମୂଳରୁ କଂଗ୍ରେସ ଦଳକୁ ଲୋକାଭିମୁଖି କରାଯିବ : ଅଶୋକ ନନ୍ଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପୁରୁଖା କଂଗ୍ରେସ ନେତା ଅଶୋକ ନନ୍ଦଙ୍କୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ଚୟନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ
Read More...

ମୋ’ ଶ୍ୱଶୁରଙ୍କୁ ହତ୍ୟା କରାଯାଇଛି, ଆମ ପରିବାରକୁ ନ୍ୟାୟ ମିଳୁ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖୋଜ ଥିଲେ ବୃଦ୍ଧ । ଶେଷରେ ମିଳିଲା ମୃତଦେହ । ତେବେ ବୃଦ୍ଧଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ, ବରଂ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ କଂଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କଲା ପରେ ବି ପୁଲିସ କୌଣସି
Read More...

୩ ବର୍ଷ ପରେ ବି ଅଙ୍ଗନଦୀ ସେତୁ ଅସମ୍ପୂର୍ଣ୍ଣ, ଭୋଟ ବର୍ଜନ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲ୍‌ପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ପଞ୍ଚାୟତ । ବଲାଙ୍ଗିର ଜିଲ୍ଲାର ସୀମାନ୍ତ ତଥା ଅବହେଳିତ ଅଞ୍ଚଳ । କୁଟାସିଂହା ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ କପଶି ମଧ୍ୟରେ ଅଙ୍ଗନଦୀ ପ୍ରବାହିତ । ଏହି ନଦୀରେ ଉଚ୍ଚ ସ୍ତରୀୟ ସେତୁ
Read More...

ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟଗତ ଆଧାରରେ ପୋଲିଂ ଅଧିକାରୀଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗର ସତ୍ୟତାକୁ ସୁନିଶ୍ଚିତ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରୀ ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି
Read More...

ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମ୍‌ସିଏମ୍‌ସି ସେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ଘୋଷଣା କରିଛନ୍ତି । ଫଳରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାସ୍ତରରେ ମିଡ଼ିଆ ସାର୍ଟିଫିକେସନ୍‌ ଓ
Read More...

ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ‘ସେଞ୍ଚୁରିଅନ ମାର୍କେଟ’ର ପ୍ରଦର୍ଶନୀ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱରେ ବଜାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜାଗତୀକରଣ ଓ ଉଦାରୀକରଣ ଯୋଗୁଁ ବିଶ୍ୱର ସମସ୍ତ ଦେଶରେ ବଜାରର ଚାହିଦା ବଢିବାରେ ଲାଗିଛି । ଏପରି ସ୍ଥିତିରେ ବଜାର ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଓ ଛାତ୍ର, ଛାତ୍ରୀଙ୍କୁ
Read More...