Daily Archives

ବିଜେପି ଦଳର ପୁରୋଧା ଗୋବର୍ଦ୍ଧନ ଅଗ୍ରୱାଲ ଏବେ ଚର୍ଚ୍ଚାରେ

ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଲେ ବିଜେପିର ବିଜୟ ନିଶ୍ଚିତ : ସାଧାରଣରେ ଚର୍ଚ୍ଚା ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ଦୀର୍ଘ ୩୨ବର୍ଷ ନିରବଚ୍ଛିନ୍ନ ଭାବେ କର୍ତ୍ତବ୍ୟରତ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ଭାବେ ସାରା ପଦ୍ମପୁର ନିର୍ବାଚନ
Read More...

ହାତୀ ଆକ୍ରମଣରେ ଜଣେ ମୃତ : ଚାରିଦିନ ପରେ ଗାଁ ନିକଟରୁ ଶବ ଉର୍ଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ହାତୀ ଆକ୍ରମଣରେ ଜଣେ ମୃତ ହୋଇଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ହାତୀ ଆକ୍ରମଣ କରିଥିବା ଚାରି ଦିନ ପରେ ଶବକୁ ଛେଲି ଚରୁଆଲି‌ ଗାଁ ନିକଟ ଜଙ୍ଗଲରୁ ଶବ ପଡ଼ିଥିବା ଦେଖି ଓ‌ ଗାଁ ଲୋକଙ୍କୁ ଖବର ଦେଇଥିଲେ ଗାଁ ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ ।
Read More...

ବୈଚିତ୍ରମୟୀ ଅପୂର୍ବ ସମ୍ଭାର ଐତିହାସିକ ଗଞ୍ଜାମ ସହରର ଦୋଳପର୍ବର ପରମ୍ପରା ଏକ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ଦୋଳପର୍ବ ଓଡ଼ିଶା ପ୍ରସିଦ୍ଧ ତଥା ରାଜ୍ୟର ଶ୍ରେଷ୍ଠ ପ୍ରଥମତମ ବୋଲି ଜନମାନସରେ ମାନ୍ୟତା ଲାଭ କରିଛି । ଯାତ୍ରା କମିଟୀ ଦ୍ଵାରା ପରିଚାଳିତ ହୋଇଆସିଥିବା ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ଦୋଳ ମେଲଣ ଯାତ୍ରା ପାରମ୍ପରୀକ
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗ ଏକ ଅଗଣତାନ୍ତ୍ରିକ : ଆପ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗ ଆରୋପ ଲଗାଇବା ଏକ ଅଗଣତାନ୍ତ୍ରିକ ବୋଲି ଆପ୍ ଦୃଢ଼ ପ୍ରତିବାଦ କରିଛି । ଏହାକୁ ସାରା ଭାରତରେ ବିଭିନ୍ନ ମହଲରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ପ୍ରତିବାଦ ସଭା କରିବ ବୋଲି
Read More...

ବେଲଗାଁ ନିୟୁ ଢ଼ାବାରେ ପୋଲିସ ବିପୁଳ ପରିମାଣ ମଦ ଜବତ : ଢ଼ାବା ମାଲିକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ନିୟୁ ଢ଼ାବା ଉପରେ ଗତ ମଙ୍ଗଳବାର ଅପରାହ୍ନ ସମୟରେ ସଇଁତଲା ପୋଲିସ ଟିମ୍‌ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରି ଢ଼ାବା ମାଲିକଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛି । ଏଥିରେ ଜାମିନ ନାମଞ୍ଜୁର
Read More...

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ବାଇକ୍ : ୨ ମୃତ

ଗୋଲାମୁଣ୍ଡା : କେଗାଁ ଥାନା ଧଅଁରାମାଲଠାରେ ଗତକାଲି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁଇ ବାଇକ୍‌ ଅରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକମାନେ ହେଲେ କାନ୍ଦୁଲଝର ଗ୍ରାମର ଅଜିତ ଜୁଆଡ଼ ଓ ଲଳିତ ବଛା । ଉଭୟ ଏକ ବାଇକ୍‌ରେ ବାହାଘର ଭୋଜି ଖାଇବାକୁ ଯାଉଥିଲେ । ସେହି ସମୟରେ ଉକ୍ତ
Read More...

ଟ୍ରକ୍‌ ଧକ୍କାରେ ମହିଳା ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ-ସାନବରଣ୍ଡି ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମିନିଟ୍ରକ୍‌ ଧକ୍କାରେ ଜଣେ ମହିଳା ମୃତ । ଖବର ଅନୁସାରେ ଗୌରିମଣୀ ଉମରକୋଟ-ସାନବରଣ୍ଡି ଜାତୀୟ ରାଜପଥ ପାର୍ ହେଉଥିଲେ । ଏହି ସମୟରେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଯାହାଫଳରେ
Read More...

କେମିକାଲ୍‌ ରଙ୍ଗ ଖେଳି ୨୦ରୁ ଅଧିକ ଗୁରୁତର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ହୋଲି ଖେଳ ହେଲା କାଳ । କେମିକାଲ୍‌ ରଙ୍ଗ ଖେଳି ୨୦ରୁ ଅଧିକ ଗୁରୁତର । ତେବେ ଏହି ହୋଲି ଖେଳରେ କେମିକାଲ୍‌ ରଙ୍ଗ ଯୋଗୁଁ କଣ୍ଟାବାଞ୍ଜି ଶାନ୍ତିପଡା, ଆନନ୍ଦନଗର ପଡା ସହ ଅନ୍ୟ ପଡାର ୨୦ରୁ ଅଧିକ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି । ଅପମିଶ୍ରିତ
Read More...

ବିଶିଷ୍ଟ ପାଲା ଗାୟକ ଓ ପ୍ରବଚକଙ୍କ ଦେହାନ୍ତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଗତ ରବିବାର୨୪ ତାରିଖ ଦିନ ଖୋର୍ଦ୍ଧା ନିକଟସ୍ଥ ଅଣ୍ଡା ବନମାଳୀପୁର ଗ୍ରାମର ବିଶିଷ୍ଟ ପାଲା ଗାୟକ ଓ ପ୍ରବଚକ ଶ୍ରୀ ବିଦ୍ୟାଧର ଦାସଙ୍କର ଅପରାହ୍ନ ୫.୧୦ ମିନିଟରେ ନିଜ ବାସଭବନରେ ଦେହାନ୍ତ ହୋଇଥିଲା । ଦିର୍ଘ ଦିନ ହେଲା କ୍ୟାନ୍‌ସର୍‌ ରୋଗରେ ପିଡିତ ଥିଲେ । ସେ
Read More...

ବିଶ୍ୱ ନାଟ୍ୟ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଟକ ଆଜିର ସମୟର ଅପରିହାର୍ଯ୍ୟ ଆବଶ୍ୟକତା । ଜଗତ ଯେତେବେଳେ ପାରସ୍ପରିକ ହିଂସାର କବଳରେ, ସେତେବେଳେ ନାଟକ ମଣିଷକୁ ମଣିଷର ଭଲ ପାଇବାର ବାର୍ତ୍ତା ଦେଉଛି । ତେଣୁ ନାଟକ ଆମର ଜୀବନ ପାଇଁ ଜରୁରୀ । ଆଗକୁ ମଧ୍ୟ ଏହା ମଣିଷକୁ ଜୀବନବାଦୀ କରିବ ବୋଲି ବିଶ୍ୱ ନାଟ୍ୟ
Read More...