Daily Archives

ମନ୍ଦରଡ଼ା ଗ୍ରାମ ହାଇସ୍କୁଲକୁ ରାସ୍ତା ନିର୍ମାଣରେ ବାଧକ ସାଜିଛି ସମସ୍ୟାର ସମାଧାନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମନ୍ଦରଡ଼ା ଗ୍ରାମରେ ସ୍ଥାପିତ ହୋଇଥିବା ମନ୍ଦରଡ଼ା ଗ୍ରାମପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ-ବିଦ୍ୟାଳୟକୁ ରାସ୍ତା ଟିଏ ହେବାରେ ବାଧକ ହୋଇଛି । ପ୍ରକାଶ ଥାଉକି, କି ଯେ' ୨୦୦୯
Read More...

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ

ନବରଙ୍ଗପୁର : ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସ୍‌ଆଇ ସୀମାଞ୍ଚଳ ମହାରଣା । ସୂଚନା ଅନୁଯାୟୀ ଏକ ମାମଲାରେ ସହଯୋଗ କରିବାକୁ ତଥା କୋହଳ ମନୋଭାବ ଦେଖାଇବାକୁ ଏଏସ୍‌ଆଇ ସୀମାଞ୍ଚଳ ମହାରଣା ମାମଲାରେ ନାଁ ଥିବା ଜଣେ
Read More...

ଗାଁ ପଡିଆରୁ ମିଳିଲା ମହିଳାଙ୍କ ମୃତଦେହ

ଦେବଗଡ : ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁର ଖେଳପଡିଆ ନିକଟରେ ଜଣେ ମହିଳାଙ୍କ ମୃତଦେହ ପୋତା ଯାଇଥିବାର ଦେଖିବାକୁ ମିଳିଥିଲା । ଛେଳି ଚରାଇବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହି ମୃତଦେହକୁ ଠାବ କରିଥିବା ଜଣା ପଡିଛି । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ।
Read More...

ହେଡ଼ କନେଷ୍ଟବଳ ଭଗବାନ ଦୟାଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଞ୍ଚ ଗ୍ରାମ ପଞ୍ଚାୟତର ଓଡତରବୋଇ ଗ୍ରାମର କାର୍ୟ୍ୟରତ ସିଆର୍‌ପିଏଫ୍‌ ୧୯୮ ବାଟାଲିୟନର ହେଡ କନେଷ୍ଟବଳ ଭଗବାନ ଦୟାଣା ବିଶାାପଟ୍ଟଣମ୍‌ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକାଳ ଶେଷ ହୋଇଛି । ବିଶାଖାପାଟଣାରୁ ନିଜ ଗ୍ରାମକୁ
Read More...

ନରସିଂହଙ୍କୁ ସରକାରଙ୍କ ଡର

ମେଡିକାଲ କଲେଜ ହସ୍‌ପିଟାଲ ଉଦ୍‌ଘାଟନୀରେ କହିବାକୁ ଦେଲେ ନାହିଁ ସୁଯୋଗମୋତେ କହିବାକୁ ସୁଯୋଗ ନ ଦେଇ ବଲାଙ୍ଗିରବାସୀଙ୍କୁ କରାଯାଇଛି ଅପମାନ : ନରସିଂହସରକାରୀ ସଭାରେ ଜଳ ସଂପଦ ମନ୍ତ୍ରୀଙ୍କ ରାଜନୈତିକ ଭାଷଣକୁ କଲେ ନିନ୍ଦାସ୍ଥାନୀୟ ଜନ ପ୍ରତିନିଧିଙ୍କୁ କୁହାଇ ନଦେବା ଜନସାଧାରଣଙ୍କ ପ୍ରତି
Read More...

ପଦ୍ମପୁର ସରକାରୀ ଡାକ୍ତରଖାନାର ଡାକ୍ତର ରାଜୁ ନାଏକଙ୍କ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ରାଜୁ ନାୟକଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ଜଣା ପଡ଼ିଛି ଯେ ଆଜି ଦିନ ବେଳା ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ରୋଗୀସେବା କରିଥିଲେ । ଦିନ ଗୋଟାଏ ସମୟରେ ଡିୟୁଟି ସାରି ବରଗଡ଼ ଯାଇ ଫେରୁଥିଲେ ।
Read More...

ଛତ୍ରପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ହ୍ୱିଲ୍ ଚେୟାର ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମିନି-ଷ୍ଟାଡିୟମଠାରେ ବିଶ୍ୱ ହ୍ୱିଲ୍ ଚେୟାର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ବର୍ଗର ଲୋକଙ୍କ ଯୋଗଦାନ ହୋଇଥିବା ବେଳେ ଏହି ଅବସରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନେଇ ଏକ
Read More...

ଲୋଇସିଂହା ମିଶନ ଶକ୍ତି କାଫେ ଉଦ୍‌ଘାଟନ ପରେ ଝୁଲିଲା ତାଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବହୁ ପ୍ରତିକ୍ଷିତ ଲୋଇସିଂହା ବ୍ଲକ ପରିସର ସ୍ଥିତ ମିଶନ ଶକ୍ତି କାଫେ ଗତକାଲି ଆଡମ୍ବର ସହକାରେ ଉଦ୍‌ଘାଟିତ ହୋଇଥିଲା । ମିଶନ ଶକ୍ତି ତଥା ଶିଶୁ ବିକାଶ ପ୍ରକଳ୍ପରେ ନିୟୋଜିତ ମହିଳା ଗୋଷ୍ଠୀ ତଥା ସ୍ଥାନୀୟ ପଞ୍ଚାୟତ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ଜିଜ୍ଞାସା ହିଁ ଉଦ୍ଭାବନ ଓ ଆବିଷ୍କାରର ପଥ ସୁଗମ କରିଥାଏ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜିଜ୍ଞାସା ହିଁ ଉଦ୍ଭାବନ ଓ ଆବିଷ୍କାରର ପଥ ସୁଗମ କରିଥାଏ ବୋଲି ଆୟୋଜିତ ଜାତୀୟ ବିଜ୍ଞାନ ଦିବସରେ ଅତିଥିମାନେ ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଆଗ୍ରହ ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଛନ୍ତି । ଲୋଇସିଂହା ବ୍ଲକ ଅନ୍ତର୍ଗତ
Read More...