Daily Archives

ଗଞ୍ଜାମ ଜିଲ୍ଲାର ବାଙ୍କେଶ୍ୱରୀଙ୍କ ପୀଠରେ ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ସେବା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ଡ଼ୁମ୍ବୁଳା ଗ୍ରାମରେ ସୁପ୍ରସିଦ୍ଧ ମା' ସିଦ୍ଧ ବାଙ୍କେଶ୍ୱରୀ ଦେବୀଙ୍କର ପୀଠ ପରିସରରେ ଭାରତ ସ୍କାଉଟ, ଗାଇଡ଼ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ସେବା ଶିବିର କାର୍ଯ୍ୟ ସମ୍ପାଦିତ ହୋଇଥିଲା ।
Read More...

ତୃତୀୟ ଥର ପାଇଁ ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସଭାପତି ହେଲେ ଅମରେଶ କୁମାର ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ୨୦୨୪ - ୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସିଭିଲ୍‌ କୋର୍ଟ ବାର୍‌ ହଲ୍‌ଠାରେ ଅନୁଷ୍ଠିତ ଏହି ନିର୍ବାଚନରେ ଓକିଲ ସଂଘର ସଭାପତି ଭାବରେ ତୃତୀୟ ଥର ପାଇଁ ଅମରେଶ କୁମାର
Read More...

ସ୍ଵାଭିମାନୀ ଓଡ଼ିଆଣୀର ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ ଭାବେ ସୃଷ୍ଟି ହୋଇଥିବା ମହିଳା ଅନୁଷ୍ଠାନ ସ୍ୱାଭିମାନୀ ଓଡ଼ିଆଣୀ ତରଫରୁ ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ୍‌ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ମାନସୀ ଦାସ ମହାପାତ୍ରଙ୍କ
Read More...

ମିଡିଆ ଆଲୋଚନା ସଭା ୨୦୨୪ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡିଆ କ୍ଲବ ଓ ରିମ୍ସର ମିଳିତ ଆନୁକୂଲ୍ୟରେ ମିଡ଼ିଆ କନକ୍ଲିଭ ବା ଆଲୋଚନା ସଭା ଛେଣ୍ଡ ସ୍ଥିତ ରିମ୍ସ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍‌ର ଉପଦେଷ୍ଟା ଡ. ପୀତବାସ ମିଶ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ସଂଯୋଜନାରେ
Read More...

ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚିତ : ରାଜୁ ସଭାପତି ଓ ପ୍ରଶାନ୍ତ ସାଧାରଣ ସମ୍ପାଦକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ରମାକାନ୍ତ ନାଏକ ଓରଫ ରାଜୁ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ ବେହେରା, ଉପସଭାପତି ଶୁଭେନ୍ଦୁ ସାହୁ, ଯୁଗ୍ମ
Read More...

ପଦ୍ମପୁର ଓକିଲ ସଂଘ ନିର୍ବାଚନ : ଆନନ୍ଦ କୁମାର ପଣ୍ଡା ସଭାପତି ଓ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଓକିଲ ସଂଘ କାର୍ଯ୍ୟାଳୟ ଠାରେ ପଦ୍ମପୁର ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଆନନ୍ଦ କୁମାର ପଣ୍ଡା, ଉପସଭାପତି କେଶବ ସାହୁ, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା, ସହସମ୍ପାଦକ ରୋହିତ
Read More...

୧୦ କ୍ଵିଣ୍ଟାଲ ଖଇର କାଠ ଜବତ କଲା ଲୋଇସିଂହା ବନ ବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ ) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧୀନ ସାଲେଭଟା ସେକ୍ସନର ନେଗିପାଲି ଫରେଷ୍ଟ ବିଟର ବୁଢ଼ିପଦର୍‌ଠାରେ ସ୍ଥାନୀୟ ବନ ବିଭାଗ ଏକ ନମ୍ବର ବିହୀନ ବୋଲେରୋ ପିକ୍‌ଅଫ୍‌ରୁ ପାଖାପାଖି ୧୦ କ୍ଵିଣ୍ଟାଲ ଖଇର କାଠ ଜବତ କରିଛି । ତେବେ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ଫେରାର
Read More...

ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଲା ପୁଅ, ରସି ଲଗାଇ ନିଜେ ଝୁଲିପଡ଼ିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅଞ୍ଚଳରେ ଶନିବାର ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ । ମୃତକ ହେଲେ
Read More...

ରାଜ୍ୟରେ ତାପମାତ୍ରା ୪୦ ଡ଼ିଗ୍ରି ଅତିକ୍ରମ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷର ତାପମାତ୍ରା ୪୦ ଡ଼ିଗ୍ରି ଅତିକ୍ରମ କରିଛି । ମାଲକାନଗିରିରେ ଶନିବାର ଦିନ ତାପମାତ୍ରା ସର୍ବାଧିକ ୪୧ ଡ଼ିଗ୍ରି ଛୁଇଁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ,
Read More...

ଚଟିଆଗୁଡା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍‌ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଚଟିଆଗୁଡା ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୁସ୍ତମ ନାଏକଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଅଛି । ଏଥିରେ ମୁଖ୍ୟ ଅତିଥି ଶିକ୍ଷା
Read More...