Daily Archives

ବାଇକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ : ୨ ବାଇକ୍ ଆରୋହୀ ଗୁରୁତର

ଜଳେଶ୍ଵର : ବାଇକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର । ଶନିବାର ଅପରାହ୍ନ ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ପିଠାପୁର ଗ୍ରାମର ଅଭିଜିତ ମିର୍ଦ୍ଧା ଓ ଗଣେଶ ମିର୍ଦ୍ଧା ଦୁଇ ଭାଇ ଏକ ବାଇକ୍ ଯୋଗେ ଜଳେଶ୍ୱର କୋର୍ଟକୁ ଆସୁଥିଲେ । ସେହି ସମୟରେ
Read More...

ଓକିଲ ସଂଘ ନିର୍ବାଚନ : ସଭାପତି ଜୟ କୁମାର ସିଂହଦେଓ, ସମ୍ପାଦକ ଯତିନ ସାହୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନର ଫଳାଫଳ ଘୋଷଣା ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଜୟ କୁମାର ସିଂହଦେଓ ସପ୍ତମ ଥର ସଭାପତି ପଦ ପାଇଁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଆଶିଷ କୁମାର
Read More...

ଅଂଶୁଘାତରେ ପ୍ରାଣ ହରାଇଲେ ଯୁବକ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଂଶୁଘାତରେ ପ୍ରାଣ ହରାଇଲେ ଯୁବକ । ଏଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ବଲାଙ୍ଗିର ତେଲିଗୋଠପଡ଼ାକୁ ମା’ଙ୍କୁ ସାଙ୍ଗରେ ନେଇ ମଧ୍ୟାହ୍ନ ବେଳେ ଖୁଜେନପାଲିରୁ ତ୍ରିନାଥ ବକୁଲ (୩୦) ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ ।
Read More...

ଟିଟିଲାଗଡ଼ ସବ୍‌ ଜେଲ୍‌ରୁ ଫେରାର୍‌ କଏଦୀ ସୁମିତ ବିହାରୀ ଗିରଫ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସବ୍‌ ଜେଲ୍‌ କାନ୍ଥ ଡେଇଁ ଫେରାର୍‌ ମାରିଥିବା ୨ଜଣ କଏଦୀଙ୍କ ମଧ୍ୟରୁ ଜଣେ କଏଦୀଙ୍କୁ ଗିରଫ୍‌ କରିବାରେ ସଫଳ ହୋଇଛି ପୋଲିସ । ଏ ସଂପର୍କରେ ଟିଟିଲାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ
Read More...

କଣ୍ଟାବାଞ୍ଜି ଓକିଲ ସଂଘ ନିର୍ବାଚନ : ପ୍ରଫୁଲ୍ଲ ନାୟକ ସଭାପତି, ଏସ୍‌ ଜଗନ୍ନାଥ ରାଓ ସମ୍ପାଦକ ନିର୍ବାଚିତ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଓକିଲ ସଂଘର ନିର୍ବାଚନ ଶନିବାର ଦିନ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଛି । ସଂଘର ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଉପସଭାପତି ଶୈଲେନ୍ଦ୍ର ନାରାୟଣ ବେହେରା ଏବଂ ସହ ସମ୍ପାଦକ ନବୀନ କୁମାର ଦିପ
Read More...

ନିଜ ଜନ୍ମମାଟି ପାଇକମାଲରେ ଇଷ୍ଟଦେବୀଙ୍କୁ ପୂଜା କରି ଆଶୀର୍ବାଦ କାମନା କଲେ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲରେ ତଥା ନିଜ ଜନ୍ମମାଟିରେ ଶନିବାର ନିର୍ବାଚନ ପାଇଁ ଆଶୀର୍ବାଦ କାମନା କରିଛନ୍ତି ପ୍ରଦୀପ ପୁରୋହିତ । ସକାଳେ ବରଗଡ଼ ଲୋକସଭା ଆସନର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ଧର୍ମପତ୍ନୀ ପ୍ରତିମା ପୁରୋହିତଙ୍କ ସହ
Read More...

ଭାଲୁପାଲିରେ ୨୪ ପ୍ରହରୀ ନାମଯଜ୍ଞ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ୱାର୍ଡ-୩ରେ ଗୁରୁବାର ଦିନଠାରୁ ୨୪ ପ୍ରହରୀ ନାମଯଜ୍ଞ ପାଇଁ ଗାଁରେ ଥିବା ମହାଦେବ ମନ୍ଦିର ନିକଟସ୍ଥ ଭାଲୁକଣ୍ଟା ହୁଡ଼ାରେ ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଶୋଭାଯାତ୍ରା କର୍ତ୍ତା ଓ ମହିଳା
Read More...

ଯୁବ ସମାଜସେବୀ ଇଂ. ଆଶୁତୋଷ ସାହୁ ବିଜେପିରେ ସାମିଲ ହେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ଇଂ. ଆଶୁତୋଷ ସାହୁ ଆଜି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଦୀପ ପୁରୋହିତଙ୍କ ସ୍ୱଚ୍ଛ ନିର୍ମଳ
Read More...

ତିନି ଦିନିଆ ଜାତୀୟ କରାଟେ ଚାମ୍ପିୟାନ୍‌ସିପ୍‌ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନଠାରେ ତିନି ଦିନିଆ ଜାତୀୟ ଫୁଲ୍ କଣ୍ଟାକ୍‌ଟ୍‌ କରାଟେ ଚାମ୍ପିୟାନ୍‌ସିପ୍‌ ୨୦୨୪ ଆରମ୍ଭ ହୋଇଯାଇଛି । ଏହି ଚାମ୍ପିୟାନ୍‌ସିପ୍‌ର ଆବାହକ ସନ୍ତୋଷ ତନ୍ତୀ ସେନସାଇଙ୍କ ଆବାହକତ୍ଵ ତିଳୋତ୍ତମା ମିତ୍ରଙ୍କ ସଂଯୋଜନା, ଅନୁଷ୍ଠାନର ସୁପ୍ରିମ ଜଜ୍
Read More...

ଭାରତ ରତ୍ନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ଏକ ପାରମ୍ପରିକ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି । ସେ ନିମ୍ନ ବ୍ୟକ୍ତିବିଶେଷମାନଙ୍କୁ ଭାରତ ରତ୍ନରେ ସମ୍ମାନିତ କରି ଅଛନ୍ତି : ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.
Read More...