Daily Archives

କଂଗ୍ରେସ ଦଳର କର୍ମକର୍ତ୍ତା ସମ୍ବିଳନୀ

ବିଜେଡି ବିଜେପି ମେଣ୍ଟଙ୍କୁ ହରାଇ କଂଗ୍ରେସ ସରକାର ଗଢ଼ିବ : ସମ୍ପାଦକ ଶ୍ରୀ ହୁସେନ ସଇଁତଲା, (ପ୍ରମୋଦ ସେଲମା) : ୨୫ ବର୍ଷ ବିଜେଡି ସରକାର ରାଜ୍ୟରେ ଶାସନ କାଳରେ ନାରୀ ନିର୍ୟାତନା, ଚାଷୀ ମରଣନୀତି, ବେରୋଜଗାରୀ, ନିଯୁକ୍ତି ଅଭାବ ସମସ୍ୟା ଘେରରେ ସରକାର ବୁଡି ରହିଛି । ସେହିପରି କେନ୍ଦ୍ର
Read More...

ଆଦିବାସୀ ସମ୍ମିଳନୀରେ ଅବସର ପ୍ରାପ୍ତ ରାଷ୍ଟ୍ରୀୟ ପ୍ରଶାସନିକ ଅଧିକାରୀଙ୍କୁ ଭବ୍ୟ ସ୍ୱାଗତ

ଜୟପାଟଣା, (ଶେଷଦେବ ବେହେରା) : ଭାରତୀୟ ରାଜସ୍ୱ ସେବାରୁ ଅବସର ଗ୍ରହଣ କରି ନିଜର ଜନ୍ମମାଟି ଜୟପାଟଣାକୁ ଫେରିବା ପରେ ଗଙ୍ଗାଧର ମାଝିଙ୍କୁ ବିଭିନ୍ନ ସଙ୍ଗଠନ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି । ଗତ ୨୯ ତାରିଖ ଦିନ ଶ୍ରୀ ମାଝୀ ଛତିଶଗଡ ରାଜ୍ୟର ଜିଏସ୍‌ଟି କମିଶନର
Read More...

ବିଭିନ୍ନ ୱାର୍ଡ ବୁଲିଲେ ନରସିଂହ ଓ ସମରେନ୍ଦ୍ର : ଉନ୍ନୟନ ପ୍ରକଳ୍ପ ଗୁଡିକର ହେଲା ଭିତ୍ତିପ୍ରସ୍ତର

ଆମ ଏକତା ହିଁ ଅଂଚଳର ବିକାଶ କରିବ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମର ଲକ୍ଷ୍ୟ ଏକ ହେଲେ ଆମ ଭିତରେ ଏକତା ଆସିବ ଏବଂ ଆମର ଏକତା ହିଁ ଆମ ଅଂଚଳର ବିକାଶର ରାସ୍ତା ଦେଖେଇବ ବୋଲି ଆଜି ପୌରାଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୮,୯,୧୦, ୩, ୪, ୨୧ର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ
Read More...

ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ବୁଧବାର ଦିନ ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜିର ସାହିତ୍ୟିକ, ସଂଗଠକ ତଥା ସମାଜସେବୀ ଶ୍ରୀମତୀ ସ୍ମିତା ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଜିର କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲା
Read More...

ବିଜୁ ପଟ୍ଟନାୟକ ଜଣେ ଅନନ୍ୟ ବ୍ୟକ୍ତିତ୍ଵ

ରାଉରକେଲା, (ସସ୍ମିତା ପ୍ରଧାନ) : ମଧୁବାବୁଙ୍କ ପରେ ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ବିଜୁ ପଟ୍ଟନାୟକ ଯେ କି ସର୍ବଦା ଓଡ଼ିଶାର ସର୍ବାଙ୍ଗିନ ବିକାଶ କଥା ଚିନ୍ତା କରୁଥିଲେ । ଜଣେ ଶତାବ୍ଦୀର ସୂର୍ଯ୍ୟ ହେଲେ ଅନ୍ୟଜଣେ ଶତାବ୍ଦୀର ଭୂମିପୁତ୍ର । ବିଜୁ ପଟ୍ଟନାୟକ ଏ ଜାତିର ଗର୍ବ ଓ ଗୌରବ ।
Read More...

ମାନବ ସେବା ପ୍ରତିଷ୍ଠାନରେ ଗୃହ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ସିଏସ୍‌ଆର୍‌ ବିଭାଗ ଦ୍ୱାରା ନିର୍ମିତ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀ ପିଲାମାନଙ୍କ ଖାଦ୍ୟ ଗ୍ରହଣ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଇସ୍ପାତ କାରଖାନାର କାର୍ମିକ ବିଭାଗର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ
Read More...

ବାରବନ୍ଧ ଗ୍ରାମରେ ମୋବାଇଲ୍ ନେଟୱାର୍କ ସମସ୍ୟା : ସାଧାରଣରେ ଅସନ୍ତୋଷ

୯ଶହ ଭୋଟରଙ୍କ ଭୋଟ ବର୍ଜନ ଚେତାବନୀବିଡିଓଙ୍କୁ ଦାବିପତ୍ର ପ୍ରଦାନମୋବାଇଲ ନେଟୱର୍କରୁ ବଞ୍ଚିତ ଅଞ୍ଚଳବାସୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ମୁଖ୍ୟ ରାଜସ୍ୱ ଗ୍ରାମ ବାରବନ୍ଧ ସହ ସୁକୁନିପଦର, ରାଣୀସିଲେଟ, ବେହେରାଖାଇ ଓ
Read More...

ବଙ୍ଗୋମୁଣ୍ଡାକୁ ଏନ୍ଏସିର ମାନ୍ୟତା ଦାବି ନେଇ ସ୍ମାରକପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଏନ୍ଏସିର ମାନ୍ୟତା ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବତନ ବଲାଙ୍ଗିର ସାଂସଦ ତଥା ବର୍ତ୍ତମାନ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ବାସଭବନରେ ବଙ୍ଗୋମୁଣ୍ଡା
Read More...

ରାଣୀପୁରଝରିଆଲରେ ପୁଣିଥରେ ଦେଖିବାକୁ ମିଳିଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ରାଣୀପୁରଝରିଆଲରେ ପୁଣିଥରେ ଦେଖିବାକୁ ମିଳିଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ । କିଛିଦିନ ତଳେ ଫ୍ରାନ୍ସର ପର୍ଯ୍ୟଟକମାନେ ମନ୍ଦିର ମାଳିନୀ ରାଣୀପୁରଝରିଆଲ ପରିଭ୍ରମଣ କରି ଫେରିଥିବା
Read More...