Daily Archives

ଦ ମିରର୍ ସୋସିଆଲ ଫାଉଣ୍ଡେସନ ତରଫରୁ ଦନ୍ତ ଚିକିତ୍ସକ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ମିରର୍‌ ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଜାତୀୟ ଦନ୍ତ ଚିକିତ୍ସକ ଦିବସ ଅନୁଷ୍ଠିତ ହୋଇଯାଇଛି । ଆଶାଦୀପ ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଜଳଖିଆର ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ସମସ୍ତ ମେମ୍ବର ଉପସ୍ଥିତ ରହି ସାହାଯ୍ୟର ହାତ ବଢାଇଥିଲେ ।
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୫-ଟି ଉପକ୍ରମରେ ଆରମ୍ଭମେ ପହିଲାରୁ ମିଳିବ ଚିକିତ୍ସା ସୁବିଧାବିଏସ୍‌କେୱାଇ ପରି ମା’ମାନଙ୍କ ପାଇଁ ୧୦ ଲକ୍ଷ,ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କାବିଏସ୍‌କେୱାଇରେ ଏକ କୋଟି ପରିବାର ପାଉଛନ୍ତି ଉବଗ୍ଦଷକ୍ଷରଗ୍ଦଗ୍ଦ ଚିକିତ୍ସା ସୁବିଧା୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ
Read More...

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟାଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାବ୍ୟତୀତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟା ବେଳେ ଏପରି ଅଘଟଣା ଘଟିଥିବା ସୂଚନା ରହିଛି
Read More...

ଭାରସାମ୍ୟ ହରାଇ ରାଣୀ ପଥର ଘାଟି ତଳକୁ ଖସିଲା ବସ୍

ବୌଦ୍ଧ : ଫୁଲବାଣୀ ରାଣୀ ପଥର ଘାଟିରେ ଘାଟି ତଳକୁ ଖସିଲା ବସ୍ । ଫୁଲବାଣୀରୁ ଅନୁଗୁଳ ବସ୍‌ଟି ପ୍ରତ୍ୟେକ ଦିନ ସକାଳ ୫.୩୦ଟା ସମୟରେ ଫୁଲବାଣୀରୁ ବାହାରି ଅନୁଗୁଳ ଅଭିମୁଖେ ଯାତ୍ରା କରିଥାଏ । ତେବେ ଆଜି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀକୁ ନେଇ ଏହି ବସ୍‌ଟି ଫୁଲବାଣୀରୁ ବାହାରିଥିବା ବେଳେ
Read More...

କାର-ବସ୍‌ ମୁହାଁମୁହିଁ ଧକ୍କା, ୫ ମୃତ

ନୂଆଦିଲ୍ଲୀ : ହରିୟାଣାର ରେୱାଡିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏଠାରେ ଏକ ବସ୍ ଏବଂ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରେୱାଡି-ମହେନ୍ଦ୍ରଗଡ ରାସ୍ତାରେ ଥିବା ସିହା ଗ୍ରାମ ନିକଟରେ ଏହି ଦୁର୍ଘଟଣା
Read More...

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମାରଣାନ୍ତ ଆକ୍ରମଣ : ଅଭିଯୁକ୍ତ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଲା ଥାନା ପିତାମହୁଲ ଗ୍ରାମରେ ଜଣେ ଯୁବକ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଗାଁର ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ ୯୩/୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଜେଶ ପୋଢ଼ଙ୍କୁ (୩୯)
Read More...

ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବିଭିନ କାର୍ଯ୍ୟକ୍ରମରେ ଯୋଗଦାନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ ମେହେର କାନୁଟ ଗ୍ରାମଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ କରିଥିଲେ । ପାଟଣାଗଡ ଏନ୍‌ଏସିଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜ୍ୟୋତିରଥକୁ ସ୍ୱାଗତ କରିଥିଲେ । ବେଲପଡା ବିଜେଡି କାର୍ଯ୍ୟାଳୟଠାରେ
Read More...

ଜାତୀୟ ଦନ୍ତ ଚିକିତ୍ସକ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଚ୍ଚ ୬ ଜାତୀୟ ଦନ୍ତ ଚିକିତ୍ସକ ଦିବସ । ଦନ୍ତ ଚିକିତ୍ସକମାନେ ହେଉଛନ୍ତି କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ଯେଉଁମାନେ ଆମର ଦାନ୍ତ ରୋଗ ଜନିତ ଦେଖାଯିବା ଯନ୍ତ୍ରଣାକୁ ଚିକିତ୍ସା ଦ୍ଵାରା ଦୂର କରନ୍ତି । ହସ ପ୍ରକୃତରେ ଜଣଙ୍କର ଚେହେରାକୁ
Read More...

ଓଡ଼ିଶାର ଯାଜପୁରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) :ଓଡିଶାର ରାଜ୍ୟପାଳ ରଘୁବର ଦାସ ଜୀ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ବିଶ୍ୱେଶ୍ୱର ଟୁଡୁ ଜୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !ଜୟ ଜଗନ୍ନାଥମହାପ୍ରଭୁ
Read More...

ଚଣ୍ଡିଖୋଲଠାରେ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ…

ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌ର ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦ୍‌ଘାଟନ କଲେପାରାଦୀପରେ ୦.୬ ଏମ୍‌ଏମ୍‌ଟିପିଏ ଏଲ୍‌ପିଜି ଆମଦାନୀ ସୁବିଧା ଏବଂ ପାରାଦୀପରୁ ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଦୀର୍ଘ ଉତ୍ପାଦ ପାଇପଲାଇନ ଉଦ୍‌ଘାଟିତଆଇଆରଇଏଲ୍ (ଆଇ)
Read More...