Daily Archives

ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆଜିଠାରୁ ସାରା ରାଜ୍ୟରେ ସାମ୍ବାଦିକଙ୍କ କଳାବ୍ୟାଚ…

ବଣାଇ, (ହବିବ ମହମ୍ମଦ ଖାନ) : ସାମ୍ବାଦିକମାନଙ୍କ ନ୍ୟାୟିକ ଦାବୀ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଯଥୋଚିତ ଦାବୀକୁ ଅଣଦେଖା କରିବା ଘଟଣାକୁ ଗୁରୁତର ଭାବେ ନେଇଛି ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ । ଏହି
Read More...

ପଚିଶ ବର୍ଷ ଶାସନର ହିସାବ ଲୋକଙ୍କୁ ଦିଅ : ସମରେନ୍ଦ୍ର

ପିଲାଙ୍କୁ ଶିକ୍ଷା ଓ କର୍ମନିଯୁକ୍ତିରୁ ବଂଚିତ କରିଛି ଏଇ ସରକାର : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଛୁଆ ଜନ୍ମରୁ ବେକାରୀ ହେବା ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ସରକାର ଚାଲିଛି, ଷଡଯନ୍ତ୍ର କରି ଆମର ପିଲାମାନଙ୍କୁ ଉତ୍ତମ ଶିକ୍ଷାରୁ ବଂଚିତ କରାଯାଇଛି, ଯଦି ବି କେହି କିଛି
Read More...

ସୋରିଷ ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଜଟରଲା ଗ୍ରାମରେ ସୋରିଷ ଫସଲର ଇକ୍ରିସାଟ ଓ ମହାଶକ୍ତି ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ଏହି ବର୍ଷ ଓଡିଶା ସରକାରଙ୍କ ରାଇସ ଫେଲୋ
Read More...

ଜୟପାଟଣାରେ ବିଜେଡିର ବିଶାଳ ମୋଟରସାଇକେଲ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାର ରାଜନୈତିକ ମାହୋଲରେ ହଠାତ୍ ତାତି ଉଠି ଥିବାବେଳେ କଂଗ୍ରେସର ରଣହୁଙ୍କାରକୁ ପ୍ରତିହତ କରିବା ପାଇଁ ବିଜେଡି ଯୁବବାହିନୀର ମୋଟରସାଇକେଲ ଶୋଭାଯାତ୍ରା ପ୍ରତିପକ୍ଷଙ୍କ ପାଇଁ ଏକ ସନ୍ଦେଶ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି । କଂଗ୍ରେସ ଦ୍ଵାରା ଆୟୋଜିତ
Read More...

ପଙ୍ଗନିଆ, ତଳିପଡାରେ ୧୬ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ପଙ୍ଗନିଆ ଗ୍ରାମ ତଳିପଡ଼ାରେ ଚାଲିଥିବା ୧୬ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ନାମଯଜ୍ଞରେ କର୍ତ୍ତା ରୂପେ ମହେଶ୍ୱର ନାଗ ଓ ତାଙ୍କ ଧର୍ମପତ୍ନୀ ହାରାବତୀ ନାଗ ଥିବାବେଳେ ପୂଜକ ରୂପେ
Read More...

ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ କରାଯାଇଛି । ବଙ୍ଗୋମୁଣ୍ଡାର ସରପଞ୍ଚ ଅଜିତ କୁମାର ଯୋଶୀ, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ,
Read More...

ଆଇଏନ୍‌ଏସ୍‌ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚ୍ ପାସିଂ ଆଉଟ୍ ପ୍ୟାରେଡ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୧୫ ତାରିଖରେ ଆଇଏନ୍ଏସ୍ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚର ପାସିଂ ଆଉଟ୍ ପ୍ୟାରେଡ୍ (ପିଓପି) ଅନୁଷ୍ଠିତ ହେବ । ଏହି ପିଓପି ସହିତ ଚିଲିକାରେ କଠୋର ପ୍ରଶିକ୍ଷଣ ନେଇଥିବା ମହିଳା ଅଗ୍ନିବୀରଙ୍କ ସମେତ ପାଖାପାଖି ୨୬୦୦ ଅଗ୍ନିବୀରଙ୍କ ପ୍ରଶିକ୍ଷଣର ସଫଳ
Read More...

ଯୁବ ମତଦାତାଙ୍କ ପାଇଁ ନୀରଜ୍‌ ଚୋପ୍ରାଙ୍କ ବାର୍ତ୍ତା

ନୀରଜ ଚୋପ୍ରାଅଲିମ୍ପିକ୍ସ ବିଜେତା ନୂଆଦିଲ୍ଲୀ, (ପିଆଇବି) : କ୍ରୀଡ଼ାବିତ୍‌ମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି । ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା ଉଭୟ ସୌଭାଗ୍ୟ ଓ ଦାୟିତ୍ୱ । କିନ୍ତୁ ବିଶ୍ୱର ସବୁଠାରୁ ସକ୍ରିୟ
Read More...

ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ କାର୍ଯ୍ୟରତ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗୋଟିଏ ଗୋଟିଏ ଦିନ କୌଣସି ଖବର ନିଜ ନିଜ ସଂସ୍ଥାକୁ ପଠାନ୍ତୁ ନାହିଁ କିମ୍ବା ପ୍ରସାରଣ କରନ୍ତୁ ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କଳାବ୍ୟାଚ ସହ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
Read More...

ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ କାର୍ଯ୍ୟକ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବାରମ୍ବାର ଚେତାବନୀ ପରେ ଅଶ୍ଳୀଳ ଓ ଅସଭ୍ୟ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ୧୮ଟି ଓଟିଟି ପ୍ଲାଟଫର୍ମ ହେଲା ନିଷିଦ୍ଧଦେଶବ୍ୟାପୀ ଓଟିଟି ପ୍ଲାଟଫର୍ମର ୧୯ଟି ୱେବସାଇଟ୍, ୧୦ଟି ଆପ୍, ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲ ବନ୍ଦ କରାଗଲାକାର୍ଯ୍ୟକ୍ରମଗୁଡ଼ିକ ଆଇଟି
Read More...