Daily Archives

ବିବାହ ଉତ୍ସବରେ ବୃକ୍ଷ ରୋପଣ

ବରଗଡ଼, (ନିରୋଜ କୁମାର ପାଣୀ) : ଧରିତ୍ରୀ ସୁରକ୍ଷିତ ହେଲେ ଜୀବ ଜଗତ ସୁରକ୍ଷିତ ହୋଇ ରହିବ । ଦିନକୁ ଦିନ ମାତ୍ରାଧିକ ଉତ୍ତାପ ବୃଦ୍ଧି ଯୋଗୁଁ ଜୀବ ଜଗତ ଧ୍ଵଂସ ଆଡକୁ ମୁହାଁଉଛି । ଏଥି ସକାଶେ ବିଶ୍ଵ ଉତ୍ତାପନ ରୋକିବା ସକାଶେ ଜନ ସଚେତନତା ସହ ପରିବେଶ ସୁରକ୍ଷା ପାଇଁ ଜନ ଜାଗରଣ ଦରକାର ।
Read More...

ଅଂଚଳର ବିକାଶ ହିଁ ଶ୍ରେଷ୍ଠ ରାଜନୀତି : ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତର ଖଲିଆପାଲିଠାରେ ଅନୁଷ୍ଠିତ ସାଧାରଣ ସଭାରେ ଏଆସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ପାଂଚ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ଅନେକ ରାଜନେତା ଆସିବେ, ମିଛ ଯୋଜନା ଯାହାକି ନିର୍ବାଚନ ପରେ ଉଭେଇଯାଏ
Read More...

ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନରେ ବୃଦ୍ଧି

‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ହେବେ ଉପକୃତ୬୦ ବର୍ଷରୁ ଅଧିକ ବୟସର ନିର୍ମାଣ ଶ୍ରମିକ ୫୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା୮୦ ବର୍ଷରୁ ଅଧିକ ହେଲେ, ୭୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୨୦୦ ଟଙ୍କାଫେବୃଆରୀ
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟଲଷ୍ମୀ ପଟ୍ଟନାୟକ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ ଏକ ବିଦାୟ କାଳୀନ
Read More...

ଭାଷା ସାହିତ୍ୟର ବିକାଶ ସଂପର୍କିତ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଷା ହିଁ ଅସ୍ତିତ୍ୱ ଓ ଭାଷା ହିଁ ଭବିଷ୍ୟତ ଶୀର୍ଷକରେ ଏକ ଆଲୋଚନାଚକ୍ର ନେସ୍‌ନାଲ୍‌ ସର୍ଭିସ୍‌ ଫାଉଣ୍ଡେସନ୍‌ ବଲାଙ୍ଗିର ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର
Read More...

ବଲାଙ୍ଗିର ଟାଉନ ହଲ୍‌ ପାଇଁ ୧ କୋଟି ୫୧ ଲକ୍ଷ, ଶାସ୍ତ୍ରୀନଗର କଲ୍ୟାଣ ମଣ୍ଡପ ପାଇଁ ୨.୫୦, କୋଟି ଓ ବିଷ୍ଣୁମୁଣ୍ଡା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଖୁବ୍ ଆକର୍ଷଣୀୟ ଲାଗିବ ବଲାଙ୍ଗିର ଟାଉନ ହଲ୍‌ । ଆଜି ପୂର୍ବାହ୍ନରେ ବଲାଙ୍ଗିର ପୌରପରିଷଦ ତରଫରୁ ପୌରାଧ୍ୟକ୍ଷା ଲିକା ସାହୁ ଓ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଉଦ୍ୟମରେ ଟାଉନ ହଲ୍‌
Read More...

ସିଭିଲକୋର୍ଟ ଓକିଲ ସଂଘର ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ : ସିଭିଲକୋର୍ଟ ବିଜୟୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସିଭିଲକୋର୍ଟ କର୍ମଚାରୀ ଏବଂ ଓକିଲ ସଂଘର ସଭ୍ୟମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ଏହା ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ହୋଇଥିଲା । ୨୦-୨୦ ଓଭର
Read More...

ନାଗରିକ କମିଟି ବଲାଙ୍ଗିରର ନୂତନ କାର୍ଯ୍ୟକାରିଣୀ କମିଟିର ଶପଥ ଗ୍ରହଣ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟର ସଭାଗୃହରେ ନାଗରିକ କମିଟି ବଲାଙ୍ଗିରର ନୂତନ କାର୍ଯ୍ୟକାରିଣୀ ବୈଠକର ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସଭାପତି ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ଲୋଇସିଂହାରେ ଲୋକ ନାଟକ ମହୋତ୍ସବ – ୨୦୨୪ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହାୟତାରେ ତଥା ଲୋଇସିଂହା ସ୍ଥିତ ସୁରସଂଗମ୍ ସାଂସ୍କୃତିକ ସାଂସଦ ତରଫରୁ ସ୍ଥାନୀୟ ମିଶନ ଶକ୍ତି ଭବନଠାରେ ଲୋକ ନାଟକ ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ମହାଲକ୍ଷ୍ମୀ ପୂଜା ୩୬ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲିଗୁଡାଠାରେ ୧୬ ପ୍ରହରୀ ନାମଯଜ୍ଞ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ପଞ୍ଚାୟତ ବାଲିଗୁଡାଠାରେ ମହାଲକ୍ଷ୍ମୀ ପୂଜାର ୩୬ ବର୍ଷ ପୂର୍ତ୍ତି ପୂର୍ଣ୍ଣାହୁତି ଅବସରରେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥି ପାଇଁ ଗୁରୁବାର ଦିନ ବେନାଗୁଡା ରାହୁଲ ନଦୀତଟରୁ ଶତାଧିକ ମହିଳା
Read More...