Daily Archives

ସମ୍ବଲପୁରରେ ଫୁଟିଲା ବୋମା

ସମ୍ବଲପୁର : ସମ୍ବଲପୁରରେ ଫୁଟିଛି ବୋମା । ଏଭଳି ଏକ ଖବର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ପୀରବାବା ଛକ ନିକଟରେ ବୋମାମାଡ଼ ହୋଇଛି । ତେବେ ଏକ ବୁଲେଟ୍‌ ଉପରକୁ ଦୁର୍ବୃତ୍ତ ବୋମା ଫିଙ୍ଗିଥିବା କୁହାଯାଇଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗିରହି ଥିବା ବେଳେ ଘଟଣା ସ୍ଥଳକୁ
Read More...

ଭାଲୁପାଲିରେ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକର ଭାଲୁପାଲି ଗ୍ରାମରେ ପବିତ୍ର ହୋଲି ଉତ୍ସବ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଦିନ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ପ୍ରାକୃତିକ ମାଟି (ଉଇ ହୁଙ୍କା ମାଟି, ଗୋଲାପ ଜଳ, ମୁଲତାନୀ ମାଟି, ନିମ୍ବପତ୍ର, ହଳଦୀ,
Read More...

ନବପ୍ରଭା ଖୁଲା ଆଶ୍ରୟସ୍ଥଳୀରେ ଅନ୍ତେବସୀଙ୍କ ସହ ହୋଲି ଖେଳିଲେ ହେଲ୍‌ପିଙ୍ଗ ହେଲ୍‌ପ୍‌ଲେସ୍‌ ପିପୁଲ୍ ଫାଉଣ୍ଡେସନ୍‌

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗଡ଼ରାମୁଣ୍ଡା ଗ୍ରାମ ସ୍ଥିତ ନବପ୍ରଭା ଖୁଲା ଆଶ୍ରୟସ୍ଥଳୀରେ ହେଲ୍‌ପିଙ୍ଗ ଫର୍ ହେଲ୍‌ପ୍‌ଲେସ୍‌ ପିପୁଲ୍ ଫାଉଣ୍ଡେସନ ତରଫରୁ ରଙ୍ଗର ପର୍ବ ହୋଲି ଖେଳିଛନ୍ତି । ରଙ୍ଗର ପର୍ବ ହୋଲି ପର୍ବ ପାଳନ କରିଥିବା ବେଳେ ଅନ୍ତେବାସୀଙ୍କ ମୁଁହରେ ହସ
Read More...

ହୋଲିରେ ମସ୍‌ଗୁଲ୍‌ ରାଜନେତା କନକ ବର୍ଦ୍ଧନ ସିଂହଦେଓ : କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ସହ ଖେଳିଲେ ହୋଲି

ପାଟଣାଗଡ଼, (ଅଶୋକ କୁମାର ବାଗ) : କିଛିଦିନ ପରେ ନିର୍ବାଚନ । ନେତା ଏବେ କର୍ମୀଙ୍କ ସହଯୋଗ କାମନାରେ ଲାଗିଛନ୍ତି । ହୋଲି ଅବସରରେ ନେତାମାନେ କର୍ମୀଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି କର୍ମୀଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି । ତେବେ ପାଟଣାଗଡରୁ ଭାରତୀୟ ଜନତା ପାର୍ଟିରୁ ଲୋକସଭା
Read More...

ହୋଲିରେ ଅଘଟଣ : ଡଙ୍ଗରପଡ଼ା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଝିଅ ମୃତ, ମା’ ଗୁରୁତର, ବାପା ଦାଦନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ସମସ୍ତେ ହୋଲିରେ ମସ୍‌ଗୁଲ ଥିବା ବେଳେ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଷାକ୍ତ କଲେର୍‌ ସାପ କାମୁଡି ଦେବାରୁ ଜଣେ ୪ବର୍ଷର ଛୋଟ ଝିଅର ମୃତ୍ୟୁ ଘଟିଥିବା ବେଳେ
Read More...

ହୋଲି ଖେଳୁଥିବା ବେଳେ ପୁଅକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ନେଇ ମହିଳା ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୋଲି ଖେଳୁଥିବା ବେଳେ ପୁଅକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ସଂପୃକ୍ତ ମହିଳା ଜଣକ ହେଉଛନ୍ତି ବଲାଙ୍ଗିର ରୁଗୁଡ଼ିପଡ଼ା ଅଧୀନସ୍ଥ ନାଲଖଣ୍ଡିପଡ଼ା ନିବାସୀ ଗାୟତ୍ରୀ ଚନ୍ଦନ । ସେ
Read More...

ଖୁସିର ପର୍ବ ହୋଲି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ହୋଲି ହେଉଛି ଏକ ମହତ୍ୱପୂର୍ଣ୍ଣ ପର୍ବ, ରଙ୍ଗ, ପ୍ରେମ ଓ ବସନ୍ତର ପର୍ବ ହୋଲି । ଏହା ଫାଲ୍‌ଗୁନ ପୂର୍ଣ୍ଣିମା ପରଦିନ ଏହି ଉତ୍ସବ ପାଳନ କରାଯାଏ । ରଙ୍ଗର ପାର୍ବଣ ମଧ୍ୟରେ ସମଗ୍ର ଭାରତ ବର୍ଷର ନିଚ୍ଛକ ଛବିକୁ ଚିତ୍ରିତ କରିଥାଏ । ହୋଲି ଏକ ପର୍ବ
Read More...

ଘର ସାମ୍ନାରେ ଥିବା ବାଇକ୍‌ ଜାଳି ଦୁର୍ବୃତ୍ତ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାରେ ଆଜି ଅପରାହ୍ନ ୪ଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଦପଡ଼ା ନିବାସୀ ଏସ୍‌. କେ. ଫରିଦ୍‌ ଇସ୍‌ଲାମ୍‌ ନାମକ ଜଣେ ବ୍ୟକ୍ତି ନିଜ ଘର ସାମ୍ନାରେ ନିଜ ସିଡ଼ି ଡିଲକ୍ସ ହିରୋହୋଣ୍ଡା ବାଇକ୍‌ ରଖି ଘର ଭିତରେ ଥିଲେ । ଏତିକି ବେଳେ କେହି
Read More...

ଯେଉଁ ମାନଙ୍କ ହାତରେ ଏତେ ସମୟ ଧରି ବ୍ୟବସ୍ଥା ରହିଲା, ସେମାନେ କଲେ କ’ଣ ? : ଧର୍ମେନ୍ଦ୍ର

ସମ୍ବଲପୁର, (କେପିଏନ୍‌ଏସ୍‌) : ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୀମ୍‌ସାର ମେଡ଼ିକାଲ୍‌କୁ ଯାଇ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ମାସରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାଜନକ
Read More...

ଅଂକୁର ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବହୁଭାଷାଭାଷୀ କବିତା ଆସର ଫଗୁଣର ମଧୁ ମୂର୍ଚ୍ଛନା ଓ ହରିହର ଭେଟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଫଗୁଣ ପୂର୍ଣ୍ଣିମା ଅବସରରେ ଅଂକୁର ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବହୁଭାଷାଭାଷୀ କବିତା ଆସର ଫଗୁଣର ମଧୁ ମୂର୍ଚ୍ଛନା ଓ ହରିହର ଭେଟ କାର୍ଯ୍ୟକ୍ରମ ସ୍ଥାନୀୟ ଟିକ୍ରାପଡା ଦଧିବାମନ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି
Read More...