Daily Archives

ହାଇୱା ଟ୍ରକ ଅଟକାଇ ଡ୍ରାଇଭରଙ୍କଠୁ ମୋବାଇଲ ଓ ଜେକ୍‌ ମେସିନ ଲୁଟ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଖପ୍ରାଖୋଲ ଧଣ୍ଡାମୁଣ୍ଡା ହରିଶଙ୍କର ଛକ ନିକଟରେ କିଛି ଦୁର୍ବୃତ୍ତ ହାଇୱା ଟ୍ରକକୁ ଅଟକାଇ ଡ୍ରାଇଭରଙ୍କ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଶନିବାର ରାତି ୧୨ଟା ସମୟରେ
Read More...

ଗାଁଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ : ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ
Read More...

ଜାତୀୟ ବିଜ୍ଞାନ ପ୍ରଶଂସା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଚ୍ଚ ୨୬ ତାରିଖ ଜାତୀୟ ବିଜ୍ଞାନ ପ୍ରଶଂସା ଦିବସ । ଆଧୁନିକ ବିଜ୍ଞାନ ଏତେ କମ୍ ସମୟ ମଧ୍ୟରେ ବହୁତ ବଦଳିଛି । 'ଜାତୀୟ ବିଜ୍ଞାନ ପ୍ରଶଂସା ଦିବସ' ପାଳନର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଦ୍ୱାରା ମାନବ ସମାଜ ଯେଭଳି ଉପକୃତ ହେଉଛି ସେ ବିଷୟରେ ଚର୍ଚ୍ଚା
Read More...

ମା’ କନକ ଦୁର୍ଗା ଯୋଗାଶ୍ରମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦ୍‌ଯାପିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରେବିଙ୍ଗିଆଠାରେ ଥିବା ମା' କନକ ଦୁର୍ଗା ଯୋଗାଶ୍ରମ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଗୁରୁ ପୂର୍ଣ୍ଣାନନ୍ଦ ପୀଠରେ ଦୋଳ ପୂର୍ଣ୍ଣିମା ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି
Read More...

କୋଶଲି ଡେରାର ହୋଲି କବିତା ଆସର

ହୋଲି କବିତା ଆସର ଅବସରରେ କବି ଧରମ ସିଂ ଧରୁଆ ସମ୍ବର୍ଦ୍ଧିତ ପାଟଣାଗଡ଼, (କେପିଏନ୍‌ଏସ୍‌) : ଅଗ୍ରଣୀ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପକ୍ଷରୁ ଘସିଏନ ହନୁମାନ ମନ୍ଦିର ନିକଟରେ ହୋଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଳଙ୍କ
Read More...