Daily Archives

ରୋତ୍ କଲେଜରେ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ଠାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ୱାରା ପ୍ରାୟୋଜିତ ଏକ ତିନି ଦିନିଆ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର
Read More...

ହାସ୍ୟ କବି ସମ୍ମିଳନୀ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ହୋଲି ପର୍ବ ପାଇଁ ବଲାଙ୍ଗିର ମାରୱାଡି ସମ୍ମିଳନ ଓ ମାରୱାଡି ଯୁବା ମଂଚ ତରଫରୁ ୨୩ ମାର୍ଚ୍ଚରେ ନଟରାଜ ପେଲେସରେ ହାସ୍ୟ କବି ସମ୍ମିଳନୀ ହେବାକୁଯାଉଛି । ଏହି କବି ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ କବି, କବିୟତ୍ରୀ ଯୋଗଦେଇ ହାସ୍ୟ କବି
Read More...

ରକ୍ତଦାନ ଓ ଅନ୍ନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜସେବୀ ଓ ଶ୍ରମିକ ସଂଗଠକ ସ୍ୱର୍ଗତ ଅରୁଣ କୁମାର ସାହୁଙ୍କ ଜନ୍ମଦିନ ସ୍ମୃତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଥିବା ବ୍ଲଡ୍‌ ସଂଗ୍ରହଠାରେ ରକ୍ତଦାନ ଓ ତାର ସମ୍ମୁଖରେ ଅନ୍ନଦାନ କାର୍ଯ୍ୟକ୍ରମ ଅରୁଣ କୁମାର ସାହୁ ସ୍ମୃତି କମିଟି
Read More...

ଜାତୀୟ ନାଟକ ମହୋତ୍ସବ ୨୦୨୪ ଆସନ୍ତା ମାର୍ଚ୍ଚ ୨୩ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସମ୍ପର୍କ ପ୍ରତିବର୍ଷ ପରି ଚଳିତ ବର୍ଷ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ବିଶ୍ୱନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଆସନ୍ତା ମାର୍ଚ୍ଚ ୨୩ରୁ ୨୭ ପର୍ଯ୍ୟନ୍ତ ସ୍ଥାନୀୟ ମ୍ୟୁଜିକ୍‌ ସର୍କଲ୍‌ଠାରେ ଆୟୋଜନ
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ଉଚ୍ଚତର କମ୍ପ୍ୟୁଟର କୋର୍ସ ପାଇଁ ପ୍ରଚାର ପ୍ରସାର ରଥର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସିଏଚ୍‌ସି ହସ୍‌ପିଟାଲ ଛକରେ ଥିବା ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ(ଓକେସିଏଲ୍‌)ର କମ୍ପ୍ୟୁଟର ପଏଣ୍ଟରେ ବ୍ଲକ ଅଞ୍ଚଳରେ ଉଚ୍ଚତର କମ୍ପ୍ୟୁଟର କୋର୍ସ ପାଇଁ ପ୍ରଚାର ପ୍ରସାର ରଥ ଉଦ୍‌ଘାଟିତ
Read More...

ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ପ୍ରାନ୍ତୀୟ ଅଧିବେଶନରେ ବଲାଙ୍ଗିର ମାରୱାଡ଼ି ସମ୍ମେଳନ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ପ୍ରାନ୍ତୀୟ ଅଧିବେଶନ ବଲାଙ୍ଗିର ମାରୱାଡ଼ି ସମ୍ମେଳନ ସମ୍ମାନିତ ହୋଇଥିବା ଜଣାପଡ଼ିଛି । ଝାରସୁଗୁଡ଼ାର ହୋଟେଲ ମେ’ଫେୟାର୍‌ରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ଅଧିବେଶନ ଆୟୋଜିତ
Read More...

ଫତେଗଡ ରାମ ମନ୍ଦିରରୁ ଚୋରି

ଖଣ୍ଡପଡା : ନୟାଗଡ ଜିଲ୍ଲା ଫତେଗଡ ଥାନା ଫତେଗଡ ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଚୋରି କରିଥିବା
Read More...

କାଜୁ ଜଙ୍ଗଲରୁ ମଣିଷ ଖପୁରି ଏବଂ ହାଡ ଉଦ୍ଧାର

ବାଙ୍କି : ବାଙ୍କି ଡମପଡା ଗାଁ ନିକଟ କାଜୁ ଜଙ୍ଗଲରୁ ମଣିଷ ଖପୁରି ସହ ହାତହାଡ଼ ଉଦ୍ଧାର କରାଯାଇଛି । ଡମପଡ଼ା ଗାଁ ନିକଟରେ ଥିବା କାଜୁ ଜଙ୍ଗଲରେ ଜଣେ ମଣିଷ ଖପୁରି ଏବଂ ହାତ ହାଡ଼ ଉଦ୍ଧାର ହୋଇଛି । ଆଇକାର୍ଡରେ ଯୁବତୀଙ୍କ ନାମ ଉଦ୍ଧାର ହୋଇଛି । ଆଇକାର୍ଡରେ ଯୁବତୀଙ୍କ ନାମ ଝୁନା ଜେନା
Read More...

ପାକିସ୍ତାନୀ କୋଇଲା ଖଣିରେ ମିଥେନ ଗ୍ୟାସ ବିସ୍ଫୋରଣ : ଜଳିଗଲେ ୧୨ ଶ୍ରମିକ

କରାଚି : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ କୋଇଲା ଖଣିରେ କାମ କରୁଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାସ୍ଥଳରୁ ୮ ଜଣ ଖଣି କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ପାକିସ୍ତାନୀ
Read More...

ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ୱର : ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିଛି । ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ବିଜୟ ଅମୃତ କୁଲାଙ୍ଗେଙ୍କୁ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାଙ୍କର ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ସେ ବିଏମ୍‌ସି
Read More...