Daily Archives

ରାଜ୍‌ ଠାକରେ ଏବଂ ଅମିତ ଶାହାଙ୍କ ସାକ୍ଷାତ ଯୋଗୁଁ ମହାରାଷ୍ଟ୍ରରେ ହଲ୍‌ଚଲ୍‌

ମୁମ୍ବାଇ : ବିଜେପି - ଶିବସେନା ଆଦର୍ଶବାଦୀ ସହଯୋଗୀ ବୋଲି କୁହାଯାଉଥିଲା, କିନ୍ତୁ କ୍ଷମତା ଟଣା ଓଟରାରେ ଉଭୟ ପରସ୍ପର ବିରୁଦ୍ଧରେ ଯାଉଥିବା ଦେଖାଯାଉଥିଲା । ୨୦୧୪ ଲୋକସଭା ନିର୍ବାଚନରେ ​​ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍‌ ଠାକରେ ଖୋଲାଖୋଲି ଭାବେ ବିଜେପିକୁ ସମର୍ଥନ କରୁଥିଲେ, କିନ୍ତୁ
Read More...

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରୁ ହୁଣ୍ଡି କାଟି ଲୁଟ୍‌ ଅଭିଯୋଗ

ନୀଳଗିରି : ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ମାତିଛନ୍ତି ଦୁର୍ବୃତ୍ତ । ପୀଠରେ ଥିବା ହୁଣ୍ଡିକୁ କଟର ମେସିନ୍ ସାହାଯ୍ୟରେ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କରିବା ପରେ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Read More...

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଅଧିରାଜ ପାଣିଗ୍ରାହୀ

ନୂଆପଡ଼ା : କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଧାୟକ ଅଧିରାଜ ପାଣିଗ୍ରା । ବର୍ତ୍ତମାନ ଖଡିଆଳ ବିଧାୟକ ରହିଛନ୍ତି ଅଧିରାଜ । ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ନିଜେ ପ୍ରକାଶ କରିଛନ୍ତି । ତେବେ ଇସ୍ତଫା ପରେ ସେ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଥିବା ଆଲୋଚନା
Read More...

ହୋଲି ପାଇଁ ସଜେଇ ହେଉଛି ଅଯୋଧ୍ୟା

ଅଯୋଧ୍ୟା : ଏଥର ରଙ୍ଗର ପର୍ବ ହୋଲି ପାଇଁ ଖାସ ଆକର୍ଷଣ ପାଲଟିବ ରାମ ନଗରୀ ଅଯୋଧ୍ୟା । ୪୯୫ ବର୍ଷ ପରେ ରାମଲଲାଙ୍କ ଭବ୍ୟ ମନ୍ଦିରରେ ହୋଲି ଖେଳ ହେବାକୁ ଯାଉଛି । ହୋଲି ପାଇଁ ରାମ ମନ୍ଦିରରେ ପ୍ରସ୍ତୁତି ଜୋରଦାର ଚାଲିଛି । ଭବ୍ୟ ମନ୍ଦିରରେ ରାମଲଲା ବିରାଜମାନ କରିବା ପରେ ପ୍ରଥମ ଥର ଲାଗି
Read More...

ସାହିତ୍ୟ ଓ ସମାଜ ପରସ୍ପର ନିର୍ଭରଶୀଳ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଷୋଡ଼ଷ ବାର୍ଷିକ ଉତ୍ସବ, ଛେଣ୍ଡ ସ୍ଥିତ ଧାମରା ସଂଘ ପରିସରରେ ଭୂପେନ ମହାପାତ୍ରଙ୍କ ସଭାପତିତ୍ୱ ଓ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବିଶ୍ୱ ପଖାଳ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେ ନାହିିଁ । ଖରାଦିନ ଆସିଗଲେ ଓଡ଼ିଆ ମନଖୋଜେ ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟ ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର
Read More...

ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପରିସରରେ ରହିଛି ବଲାଙ୍ଗିର ଜିଲ୍ଲା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର । ଏଠାକୁ ପ୍ରତ୍ୟହ ଚାଷୀମାନେ କ୍ଷୀର ଦେବାକୁ ଯିବା ଆସିବା କରୁଥିବା ବେଳେ କ୍ଷୀର ପରିବହନ ପାଇଁ ମଧ୍ୟ ଗୁଡ଼ାଏ ଯାନବାହାନ ଚଳାଚଳ ହୋଇଥାଏ ।
Read More...

୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ଜାରି ରହିଛି । ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା ଲାଗି ରହିଛି । କିଛି ଦିନ ହେଲା ଖରା ହେଉଥିବା ବେଳେ ଖରାକୁ
Read More...

ବିଶ୍ୱ ଘର ଚଟିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘର ଚଟିଆ ଦିବସ ପାଳନ କରାଯାଏ । ସେମାନଙ୍କର ସ୍ୱର, ଚିତ୍କାର ଏବଂ ଗୀତ ସବୁ ସୁନ୍ଦର ଏବଂ ଚମତ୍କାର ଅଟେ । ଘର ଚଟିଆ ମଣିଷର ସର୍ବ ପୁରାତନ ସାଥୀମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କର ହ୍ରାସ ସଂଖ୍ୟା ହେଉଛି ଆମ
Read More...

ଆନ୍ତର୍ଜାତୀୟ ଆନନ୍ଦ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ଆନନ୍ଦ ଦିବସ ଆମ ଜୀବନର ଚାଳକ ଶକ୍ତି । ଆମେ ଏକ ହଜାର ଭାବନା ସହିତ ପୁର୍ଣ୍ଣ, କିନ୍ତୁ ସେଗୁଡ଼ିକ ମଧ୍ୟରୁ, ସୁଖ ଏବଂ ଭରସା ହିଁ ଆମକୁ ଆଗାମୀ ଦିନକୁ ଅପେକ୍ଷା କରିବାରେ ସାହାର୍ଯ୍ୟ କରେ । ଆମେ କରୁଥିବା କାର୍ଯ୍ୟ ଗୁଡ଼ିକରେ ଆନନ୍ଦ
Read More...