Daily Archives

ମ୍ୟୁଜିକ ସର୍କଲର ବସନ୍ତ ସମାରୋହ ମାର୍ଚ୍ଚ ୧୭ରୁ ୨୧

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସର୍ବପୁରାତନ ସଂଗୀତ - ନୃତ୍ୟ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲର ୪୭ତମ ବସନ୍ତ ସମାରୋହ ଚଳିତ ମାର୍ଚ୍ଚ ୧୭ରୁ ୨୧ଯାଏ ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ମି.ରୁ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠାନର ମେହେର ଭବନଠାରେ ଅନୁଷ୍ଠିତ ହେବ । ୧୭ ତାରିଖ ଦିନ ବାସନ୍ତିକା
Read More...

ଗଞ୍ଜାମ ପୋଲିସ ଜିଲ୍ଲା ମହକୁମାରେ ବୃହତ୍ତମ ନବନିର୍ମିତ ମଡେଲ ଥାନାର ଲୋକାର୍ପଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରରେ ଜିଲ୍ଲାର ବୃହତ୍ତମ ନବନିର୍ମିତ ମଡେଲ ଥାନାର ଲୋକାର୍ପଣ ହୋଇଯାଇଛି । ଏପରିକି ଗଞ୍ଜାମ ପୋଲିସ ଜ଼ିଲ୍ଲା ଅଧୀନସ୍ଥ ଛତ୍ରପୁର ଓ ହିଞ୍ଜିଳି ଥାନା, ପୁରୁଷୋତ୍ତମପୁର ଏସ୍‌ଡିପିଓ ଓ ବାଲିପଦର ଆଉଟପୋଷ୍ଟ ନୂତନ
Read More...

ଜୟପୁରରେ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ବିଭିନ୍ନ ଜିଲ୍ଲାରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କଲେ…

ଜୟପୁରରେ ୧୧ ଏକର ବିଶିଷ୍ଟ ସ୍ପୋର୍ଟସ କମ୍ପ୍ଲେକ୍ସତୃଣମୂଳ ସ୍ତରର କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ, କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲକୁ ଅନୁସରଣ
Read More...

ରାଜଧାନୀର କାନ୍ଥଚିତ୍ରରେ ଖଗେଶ୍ୱରଙ୍କ ସାଜ୍ଞାରେ ସଂଶୋଧନ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା କେଏସ୍‌କେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜଧାନୀର କାନ୍ଥରେ ଶୋଭା ପାଉଥିବା କବି ଖଗେଶ୍ୱର ଶେଠଙ୍କ ନାମ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ବୁଧବାର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ସ୍ମାରକପତ୍ର ଦିଆଯାଇଛି ।
Read More...

ପ୍ରସାର ଭାରତୀ – ସେୟାରଡ୍ ଅଡିଓ ଭିଜୁଆଲ୍ ବ୍ୟବସ୍ଥାର ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

୫୦ଟି ବର୍ଗରେ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ ଖବର ପ୍ରଦାନ କରିବ ଏସ୍‌ଏଚ୍‌ଏବିଡି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟ'କ୍ରମରେ ପ୍ରସାର ଭାରତୀର ନ୍ୟୁଜ୍ ସେୟାରିଂ
Read More...

ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ ଆର୍ଥିକ କରିଡର୍ର ସଶକ୍ତିକରଣ ଏବଂ ପରିଚାଳନା ପାଇଁ ଭାରତ ଓ ୟୁଏଇ ମଧ୍ୟରେ ଆନ୍ତଃସରକାରୀ…

ନୂଆଦିଲ୍ଲୀ, (ପିଆଇବି) : ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ୍‌ ଆର୍ଥିକ କରିଡର୍ (ଆଇଏମ୍‌ଇସି)ର ସଶକ୍ତିକରଣ ଓ ପରିଚାଳନା ପାଇଁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ମଧ୍ୟରେ ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମା (ଆଇଜିଏଫ୍‌ଏ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଫସଲ ବିବିଧିକରଣ ସମ୍ୱନ୍ଧୀୟ ପଥପ୍ରାନ୍ତ କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକର ଝରଣିପାଲି, ନୁନିଆପାଲି, ଭରସୁଜା ଓ ନଅଗାଁ(କ) ଗ୍ରାମ ପଂଚାୟତର ଗାଁମାନଙ୍କୁ ଓଡିଶା କୃଷି ଓ କୃଷକ ସଶକ୍ତି କରଣ ସହାୟତାରେ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ଚାଷୀଙ୍କୁ ଅଣଧାନର ପ୍ରକ୍ରିୟାକରଣ, କ୍ରୟ, ଅମଳ ପରବର୍ତ୍ତୀ ମୂଲ୍ୟ
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କନିଷ୍ଠ ଶିକ୍ଷକଙ୍କୁ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ

ପିଛିଲା ଭାବେ ୦୧.୦୧.୨୦୨୩ ଠାରୁ ଲାଗୁ ହେବ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ମିଳିଥିଲା ପ୍ରସ୍ତାବ ଭୁବନେଶ୍ୱର : ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ
Read More...

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ପବିତ୍ର ମୋହନ ପ୍ରଧାନଙ୍କ ନାତୁଣୀ

ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ ଦେଲେ ଧନ୍ୟବାଦମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା ଭୁବନେଶ୍ଵର : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପ୍ରଜା ମଣ୍ଡଳ ଆନ୍ଦୋଳନର ପୁରୋଧା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ
Read More...

ଛତ୍ରପୁର ଚଳିତ ବର୍ଷ ହେବାକୁ ଥିବା ଠାକୁରାଣୀ ଯାତ୍ରା ନିମନ୍ତେ କମିଟି ମନୋନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ପ୍ରତି ଦୁଇବର୍ଷକୁ ଥରେ ଆୟୋଜିତ ହେଉଥିବା ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ପାଳନ ନିମନ୍ତେ ମନ୍ଦିର କମିଟି ପକ୍ଷରୁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ରାମାୟଣାମ୍ମା
Read More...