Daily Archives

ଲୋଇସିଂହାରେ ସୂଚନା ଅଧିକାର ଆଇନ ମହାସମ୍ମିଳନୀ ଆୟୋଜିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ରାଜ୍ୟ ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ଆଇନ ଓ ତାହାର କାର୍ଯ୍ୟକାରିତା ଉପରେ ଏକ ଦ୍ଵିଦିବସୀୟ ଆନ୍ତଃ ଜିଲ୍ଲା ମହାସମ୍ମିଳନୀ ଲୋଇସିଂହା ଆଦିବାସୀ ଭବନ ଠାରେ ଆୟୋଜିତ ହୋଇଯାଇଛି । ସୂଚନା ଅଧିକାର କର୍ମୀ କେଦାର ନନ୍ଦଙ୍କ ଆବାହକତ୍ୱରେ
Read More...

ଚାନୁଟମାଲ ଗ୍ରାମରୁ ବିବାହର ମାତ୍ର ୨୩ ଦିନ ପରେ ସୁନା, ରୂପା ଧରି ନବବଧୂ ଶାଶୁଘରୁ ଫେରାର, ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବର-ବଧୂଙ୍କ ଶୁଭବିବାହକୁ ହୋଇଛି ମାତ୍ର ୨୩ଦିନ । ମାସଟିଏ ବି ପୁରିନି । ଗୋଡ଼ରୁ ଅଳତା କି ହାତରୁ ମେହେନ୍ଦି ଲିଭିନି । ବନ୍ଧୁବାନ୍ଧବ, କୁଣିଆ ଏବେ ଏବେ ଘରୁ ଯାଇଛନ୍ତି । ଆଣିଥିବା ଯୌତୁକ ସାମଗ୍ରୀରେ ଘର ସାଜସଜ୍ଜା ସରିନି । ନୂଆଁ ବୋହୂକୁ ଦେଖିବାକୁ
Read More...

ଗରଗଡବାହାଲରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଅତି ଗୁରୁତର ବୁର୍ଲା ସ୍ଥାନାନ୍ତର, ଥାନାରେ ମାମଲା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଗୁରୁତରଙ୍କ ପତ୍ନୀ ଜୟନ୍ତୀ
Read More...

ଏନ୍ଏସି ସାଇଡ ଇଫେକ୍ଟ : ମୁଖ୍ୟମନ୍ତ୍ରୀଙ୍କ ଫଟୋଦାହ କଲା କଂଗ୍ରେସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଘୋଷିତ ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଲୋଇସିଂହା ବାଦ୍ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ତୀବ୍ରତର ହେବାରେ ଲାଗିଛି । ଶନିବାର ସନ୍ଧ୍ୟାରେ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଷ୍ଟାଡିୟମ୍ ସମ୍ମୁଖରେ କଂଗ୍ରେସ ଦଳ
Read More...

ଏନ୍ଏସି ତାଲିକାରୁ ବାଦ୍ ପଡ଼ିଲା ଲୋଇସିଂହା, ଆନ୍ଦୋଳନ ପାଇଁ ସଜବାଜ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାର ଶନିବାର ଆଉ ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ତାଲିକା ଘୋଷଣା କରିଛନ୍ତି । ତେବେ ଏହି ତାଲିକାରୁ ଲୋଇସିଂହା ବାଦ୍ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାର ୫ଟି ବିଧାନସଭା
Read More...

୯୮ତମ ମାସିକିଆ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ତାର ୯୮ତମ ମାସିକିଆ ସାମୁହିକ ଜନ୍ମଦିନ ସେକ୍ଟର ୧୭ ସ୍ଥିତ ହୋମ୍‌ ଆଣ୍ଡ୍‌ ହୋପ୍‌ ଠାରେ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କଳ୍ପନା ଶତପଥି ସଭାପତିତ୍ୱ କରିଥିବା ବେଳେ ରାଜେନ୍ଦ୍ର
Read More...

ବାରପୁଡୁଗିଆ ସାଧାରଣ ସଭାରେ ଗର୍ଜିଲେ ସମରେନ୍ଦ୍ର

ଲୋକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି କରିବାରେ ସରକାର ବିଫଳ କାହିଁକି : ସମରେନ୍ଦ୍ରବଲାଙ୍ଗିରକୁ ଦାଦନ ପ୍ରବଣ କରିବାରେ ରାଜ୍ୟ ଓ କେନ୍ଦ୍ର ଦାୟୀ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରପୁଡୁଗିଆ ସାଧାରଣ ସଭାରେ ଗର୍ଜିଛନ୍ତି ସମରେନ୍ଦ୍ର । ସେ କହିଛନ୍ତି ଯେ, ୨୩ ବର୍ଷ ଗୋଟିଏ
Read More...

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ : ୨୩୮୬ ଜଣଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ସଭାପତିତ୍ୱରେ
Read More...

ଏସ୍‌ୟୁସିଆଇ (ସି) ପକ୍ଷରୁ ଦେଶବ୍ୟାପି ଦସ୍ତଖତ ସଂଗ୍ରହ ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦାଦନ ସମସ୍ୟାର ସ୍ଥାୟୀ ସମାଧାନ, ଦରଦାମ ବୃଦ୍ଧି ବନ୍ଦ, ଜନ ବିରୋଧି ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ, ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ ବିଲ ୨୦୨୨ ରଦ୍ଦ କରିବା, ସ୍ମାର୍ଟ ମିଟର ବନ୍ଦ, ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନ ୨୦୨୩ ବାତିଲ, ନାଗରିକ
Read More...

ଅବହେଳିତ ସମାଜ ଏବଂ ଓଡ଼ିଆ ସାହିତ୍ୟ ଶୀର୍ଷକ ଆଲୋଚନାଚକ୍ର

କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକଦିବସୀୟ କାର୍ଯ୍ୟକ୍ରମ ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକଦିବସୀୟ ସାହିତ୍ୟ
Read More...