Daily Archives

ମଦନପୁର ପ୍ରାଥମିକ ଚିକିତ୍ସାଳୟରେ କାୟକଳ୍ପ ଦଳ : ପ୍ରଶଂସା କଲେ କର୍ମଚାରୀଙ୍କ ଉଦ୍ୟମ ଓ ସ୍ୱଚ୍ଛତାକୁ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟକଳ୍ପ ଦଳ ପରିଦର୍ଶନରେ ଆସି ସ୍ଵଚ୍ଛତା, ପରିବେଶ, ଉପକରଣ ଓ ବିଭିନ୍ନ ଦିଗ ତଥା କର୍ମଚାରୀ ଓ ଉନ୍ନତିକରଣ ନେଇ ପ୍ରଶଂସା କରିଛନ୍ତି । ଏଥିରେ ଜିଲ୍ଲା ମୁଖ୍ୟାଳୟରୁ
Read More...

ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ

ଝାରସୁଗୁଡ଼ା : ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ । ଝାରସୁଗୁଡ଼ା ତେଲିଭଟାରୁ ବିପୁଳ ପରିମାଣର ବ୍ରାଉନ୍‌ସୁାଗର ଜବତ ହୋଇଥିବା ଖବର ମିଳିଛି । ଏହାସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ବିଳମ୍ବିତ ରାତିରେ ଝାରସୁଗୁଡ଼ା ତେଲିଭଟାରେ ଚଢାଉ କରିଥିଲା ସଦର ଥାନା ପୋଲିସ । ଏହି
Read More...

ଚୋରା ଦେଶୀ ମଦ ସହ ଗାଡି ଜବତ

ଆଠଗଡ଼ : ଚୋରା ଦେଶୀ ମଦ ସହ ଗାଡି ଜବତ । ଏହାସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଖବର ଅନୁଯାୟୀ ଏକ ଚୋରା ଦେଶୀ ମଦ ବୋଝେଇ ଗାଡି ଯାଉଥିଲା । ଏହି ସମୟରେ ଗୁଇନ୍ଦା ସୂଚନା ପାଇ ଚଢାଉ କରିଥିଲା ଅବକାରୀ ବିଭାଗ । ପୁରୁଣା କଟକ ସମ୍ବଲପୁର ରାସ୍ତାର କଲରାଗଡ ଛକ ନିକଟରୁ ଏକ ଚାରିଚକିଆ
Read More...

ସୁନ୍ଦରପୁର ତାଲୁକା ବାରିକ ସମାଜର ସ୍ଵତନ୍ତ୍ର ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁରର ପ୍ରସିଦ୍ଧ ଶକ୍ତିପୀଠ ଅଧିଷ୍ଠାତ୍ରୀ ଦେବୀ ମା' କାଳୁଆ ମନ୍ଦିର ପ୍ରାଙ୍ଗଣରେ ସୁନ୍ଦରପୁର ତାଲୁକା ବାରିକ ସମାଜର ଏକ ସ୍ଵତନ୍ତ୍ର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ କୁଳ ନେତୃତ୍ଵଧାରୀ
Read More...

ରାଜ୍ୟରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୫ ପୌର ପରିଷଦ ଗଠନ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟରେ ୩୪ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଗଠନ ନିଷ୍ପତ୍ତି ନେଇଛନ୍ତି ସରକାର । ଏଣେ ୫ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌର ପରିଷଦ (ମ୍ୟୁନିସିପାଲିଟି) ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନୂତନ ପୌର ପରିଷଦ ହେଲା ବୌଦ୍ଧଗଡ଼, କରଞ୍ଜିଆ,
Read More...

ବାର୍ଷିକ ଉତ୍ସବ ପାଳିଲେ କୁନି କୁନି ଛାତ୍ରଛାତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । କୁନି କୁନି ଛାତ୍ରଛାତ୍ରୀଙ୍କ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଦେଖି ଝୁମିଥିଲେ ଗ୍ରାମବାସୀ । ମୁଖ୍ୟ ଅତିଥି ଭାବେ ସରପଞ୍ଚ ସଂଯୁକ୍ତା
Read More...

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ହିନ୍ଦୁ ପରିଷଦ ବଲାଙ୍ଗିର ପ୍ରଚାର ପ୍ରସାର ବିଭାଗ ତରଫରୁ ସ୍ଥାନୀୟ ଅମଲା ଭବନରେ ଏକ ବନ୍ଧୁମିଳନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରଚାର ପ୍ରମୁଖ ପବିତ୍ର କୁମାର ଦାଶଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନେ
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା

ପାଞ୍ଚଟି ଏନ୍‌ଏସି ଯଥା ବୌଦ୍ଧଗଡ଼, ଆସ୍କା, ଛତ୍ରପୁର, କରଞ୍ଜିଆ ଓ କଣ୍ଟାବାଞ୍ଜି ମୁନିସିପାଲିଟିକୁ ଉନ୍ନୀତ ହେଲା ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚଟି ଏନ୍‌ଏସିକୁ
Read More...

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦର ଦ୍ଵାଦଶ ବର୍ଷ ମହୋତ୍ସବ

ମଶାଲ ଯାତ୍ରା ସମ୍ପନ୍ନ, ସନ୍ଧ୍ୟାରେ ସାଂସ୍କୃତିକ ସଭା, ସମ୍ବର୍ଦ୍ଧନା ଓ କାମନା ଦଣ୍ଡ ନୃତ୍ୟ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବସ୍‌ଷ୍ଟାଣ୍ଡ ଠାରେ ଆଜି ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦର ଦ୍ଵାଦଶ ବର୍ଷ ମହୋତ୍ସବ ପାଳନ କରାଯାଉଛି । ପ୍ରାରମ୍ଭରେ
Read More...

ରାଜଧାନୀରେ ଆପାର୍ଟମେଣ୍ଟ ସିରିଜ୍‌ ଲୁଟ୍‌ ଘଟଣା

ଭୁବନେଶ୍ୱର : ରାଜଧାନୀରେ ବିଭିନ୍ନ ଆପର୍ଟମେଣ୍ଟରେ ଗତ କିଛି ଦିନ ଧରି ସିରିଜ୍‌ ଲୁଟ୍‌ ଚାଲିଛି । ଯାହାକୁ ନେଉ ଉଭୟ ପୋଲିସ ଏବଂ ଜନସାଧାରଣ ପୁରା ଟେନ୍‌ସନ୍‌ । ତେବେ ଏହି ପରିସ୍ଥିତିର କିପରି ମୁକାବିଲା କରାଯିବ । ସେନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଛି
Read More...