Daily Archives

ଶଙ୍ଖଭବନରେ ପହଞ୍ଚିଲା ରାଜଜେମାଙ୍କ ମରଶରୀର : ରାଜ୍ୟବ୍ୟାପୀ ଶୋକ ଓ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଚେନ୍ନାଇର ଘରୋଇ ହସ୍ପିଟାଲରୁ ରାଣୀ ସୁଜ୍ଞାନୀ ଦେଓଙ୍କ ମରଶରୀରକୁ ଅଣାଯାଇଥିବା ନେଇ ଖବର ମିଳିଛି । ବିମାନ ବନ୍ଦରରେ ତାଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପ-ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପରେ ଶଙ୍ଖଭବନରେ
Read More...

ବଲାଙ୍ଗିରରେ ଆତ୍ମରକ୍ଷା ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଆସିଡିଏସ୍‌ ମିଟିଂ ହଲଠାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ବ୍ଲକର ୫୫ ଜଣ କିଶୋରୀ ଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଥିଲା
Read More...

ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ମଦନପୁରର ୪୧ତମ ବାର୍ଷିକ ଉତ୍ସବ ୨୦୨୪ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ଶନିବାର ୪୧ତମ ବାର୍ଷିକ ଉତ୍ସବ ୨୦୨୪ ପାଳିତ ହୋଇଯାଇଛି । ଏଥିର ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ
Read More...

କର୍ଣ୍ଣେଲ ୟୁ-୨୩ ସି.କେ. ନାଇଡୁ ଟ୍ରଫି ଗାନ୍ଧି ଷ୍ଟାଡିୟମରେ

ଓଡିଶା ବନାମ ପଞ୍ଜାବ ମଧ୍ୟରେ ତା.୧୮ରୁସଂସଦର ବାର୍ଷିକ ସାଧାରଣ ପରିଷଦ ବୈଠକ ଆୟୋଜିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଏବଂ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ତଥା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ
Read More...

ସାଇଟ ନର୍ସିଂ କଲେଜର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସମାବର୍ତ୍ତନ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ସାଇଟ ନର୍ସିଂ କଲେଜର ସମସ୍ତ ଏମ୍‌.ଏସ୍‌.ସି (ନର୍ସିଂ) ଉର୍ତ୍ତୀଣ୍ଣ ହୋଇଥିବା ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର
Read More...

ଗୋଇମୁଣ୍ଡରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ତଥା ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ "ଆମ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ଗୋଇମୁଣ୍ଡ ଖେଳ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋଇମୁଣ୍ଡ ସରପଞ୍ଚ କାଳିଆ
Read More...

ପ୍ରଧାନ ଶିକ୍ଷକଙ୍କ ମାସିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକମାନଙ୍କ ପଞ୍ଚମ ମାସିକ ସମ୍ମିଳନୀ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଗୌରେନମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଗାଇସିଲାଟ ବ୍ଲକ ଶିକ୍ଷା ଅଧିକାରୀ ରାମଲାଲ ବରିହା ଏହି କର୍ମଶାଳାଟିକୁ
Read More...

ଗ୍ୟାସ୍‌ ସିଲିଣ୍ଡର ଫାଟି ୬ ଜଣ ଗୁରୁତର, ସମସ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌କୁ…

ବେଲପଡା, (ଅଶୋକ କୁମାର ବାଗ) : ବେଲପଡା ଥାନା ଅନ୍ତର୍ଗତ କାନୁଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ କାନୁଟ ଗ୍ରାମର ଉପରପଡାଠାରେ ମହେ ଅଦାଙ୍କ ଘରେ ସମସ୍ତେ ମିଶି ଟିଭି
Read More...

ଦ୍ୱିତୀୟ ଥର ପାଇଁ ବିଜେଡି ବ୍ଲକ୍ ସଭାପତି ହେଲେ ଗୋବିନ୍ଦ ପ୍ରସାଦ ଶତପଥୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ବିଭିନ୍ନ ବ୍ଲକ୍ ଓ ଏନ୍‌ଏସ୍‌ସି ପାଇଁ ସଭାପତି ଘୋଷଣା କରାଯାଇଛି । ଏଥିରେ ମ.ରାମପୁର ବ୍ଲକ୍‌ର ବିଜେଡି ସଭାପତି ଭାବରେ ଦ୍ୱିତୀୟ ଥର ପାଇଁ ଗୋବିନ୍ଦ ପ୍ରସାଦ ଶତପଥୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ପୂର୍ବରୁ ମଧ୍ୟ ଶ୍ରୀ ଶତପଥୀ ବ୍ଲକ୍
Read More...

ବରଗଡ଼ ବିକାଶ ଫାଷ୍ଟଷ୍ଟେପ୍‌ରେ ବାର୍ଷିକମେଳା ଏକ୍ସପ୍ଲୋରିକା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ଫାଷ୍ଟଷ୍ଟେପରେ ବାର୍ଷିକ ମେଳା ଏକ୍ସପ୍ଲୋରିକା ଅତି ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଡିଇଓ ମିତ୍ରଭାନୁ କଚ୍ଛପ, ବିକାଶ ଗ୍ରୁପ ଅଫ୍ ଇନ୍ସିଚ୍ୟୁଟ୍‌ର ଡାଇରେକ୍ଟର ଡି. ନାଗେଶ୍ୱର ରାଓ, ମେନେଜିଂ
Read More...