ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ'ର ରଞ୍ଜିତପୁର ଛକ ନିକଟରେ ବୁଧବାର ମଧ୍ୟ ରାତ୍ରରେ ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଥଲା । ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କ ଦ୍ୱାରା ମିଳିଥିବା!-->…
Read More...
Read More...